ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ୧୩ତମ ସ୍ଥାନକୁ ଖସିଲା ଓଡ଼ିଶା
ନୂଆଦିଲ୍ଲୀ,୨୬।୩: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୧ରେ ଓଡ଼ିଶା ୧୩ତମ ସ୍ଥାନକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଶୁକ୍ରବାର ଏହି ସୂଚକାଙ୍କ ପ୍ରକାଶ ପାଇଛି। ୨୦୨୦ ଇପିଆଇରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଥିଲା। ଉପକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ…
ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ
ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା। ଦେଶ ଓ ଜାତିର ଉନ୍ନତି ଦିଗରେ ଉତ୍ତମ ଶିକ୍ଷା ହିଁ ବାଟ କଢ଼ାଏ। ଇଂଲିଶ୍ ମାଧ୍ୟମ ଶିକ୍ଷା ସମେତ ଆଦର୍ଶ, ଜାତୀୟତାବାଦ ଓ ସଂସ୍କୃତିସମ୍ପନ୍ନ ମୂଲ୍ୟବୋଧରେ ପ୍ରତିଷ୍ଠିତ ସେଣ୍ଟ ଜାଭିୟର୍ସ ଗ୍ରୁପ୍ ଅଫ୍ ସ୍କୁଲ୍ସର ନିର୍ଦ୍ଦେଶକ…
ଆଜିଠୁ ଆଇପିଏଲ୍ ମହାସମର: ପ୍ରଥମ ମ୍ୟାଚ୍ କେବେ, କେଉଁଠାରେ ଦେଖିବେ ଜାଣନ୍ତୁ
ମୁମ୍ବାଇ,୨୬।୩: ଆଇପିଏଲ ୨୦୨୨ର ଓପନିଂ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ ଅର୍ଥାତ୍ ଆଜିଠାରୁ ଖେଳାଯିବ। ଉଭୟ ଦଳ ଗତ ସିଜିନର ଫାଇନାଲିଷ୍ଟ ଦଳ। ଏଥର ଦୁଇ ଅଧିନାୟକଙ୍କ ମଧ୍ୟରେ ଏକ ମଜାଦାର…
କିଏ ସେହି ଡାନିସ୍ ଅନ୍ସାରୀ? ଏକମାତ୍ର ମୁସଲମାନ୍ ଯାହାକୁ ମିଳିଲା ମନ୍ତ୍ରୀପଦ
ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଯୋଗୀଙ୍କ ୨.୦ ସରକାରରେ ପୂର୍ବଭଳି ୨ ଉପମୁଖ୍ୟମନ୍ତ୍ରୀ ରହିବେ। ଏହାଛଡ଼ା ତାଙ୍କ ଟିମ୍ରେ ୫୨ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮…
ସ୍ବୟଂମ୍ବର କରି କନିଆଁ ଖୋଜିବେ ମିକା
ବମ୍ବେ: ବିବାହ କରିବାକୁ ମନ ବଳାଇଛନ୍ତି ଖ୍ୟାତନାମା ଗାୟକ ମିକା ସିଂ। ଖୁବ୍ଶୀଘ୍ର ତାଙ୍କୁ ‘ସ୍ବୟଂମ୍ବର- ମିକା ଦି ବୋଟି’ରେ ଦେଖିବାକୁ ମିଳିବ। ଏହି ଶୋ’ରେ ସେ ନିଜର ଜୀବନସାଥୀ ଖୋଜିବେ। ସମସ୍ତଙ୍କ ଭଳି ସେ ନିଜର ସାଥୀଙ୍କ ମଧ୍ୟରେ ଅନେକ…
ୟୁକ୍ରେନ୍ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି
ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି ଆମେରିକା। ଏସବୁ ମଧ୍ୟରେ ଶୁକ୍ରବାର ୟୁକ୍ରେନର…
ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍ ନେଲା…
ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ…
ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍
ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍ ଆରମ୍ଭ ପୂର୍ବରୁ ଆୟୋଜିତ ପରିଚାଳନା ପରିଷଦ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଏହା…
ଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ
ଲକ୍ଷ୍ନୌ,୨୫।୩: ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଏସ୍ପି ଦ୍ୱାରା ନିର୍ମିତ ହୋଇଥିବା ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିବା ନୂତନ ସରକାରଙ୍କୁ ଅଭିନନ୍ଦନ। କେବଳ…
୨ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ୩ଘଣ୍ଟା ଧରି ଚାଲିଲା ଆଲୋଚନା
ନୂଆଦିଲ୍ଲୀ,୨୫।୩: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ୟିଙ୍କୁ ଶୁକ୍ରବାର ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଭେଟିଛନ୍ତି। ୨ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୩ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରରେ ପୂର୍ବ ଲଦାଖ ବିବାଦ ଏବଂ ୟୁକ୍ରେନ ସଙ୍କଟରୁ…
ଧୋନୀ ଆଇପିଏଲ୍ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍କେ ସିଇଓ
ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ ସେ ହଠାତ୍ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି।…
‘୨୦୨୨ ହିଁ ଶେଷ; ଆଇପିଏଲ୍ର ପରବର୍ତ୍ତୀ ସିଜନରେ ଖେଳିବେ ନାହିଁ ’
ନୂଆଦିଲ୍ଲୀ,୨୫।୩: ଦୀର୍ଘ ୧୪ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହୋଇ ରହିଛନ୍ତି ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନୀ। ହେଲେ ହଠାତ ସିଏସ୍କେ ଅଧିନାୟକ ପଦରୁ ହଟିଯାଇ ସେ ସମସ୍ତଙ୍କୁ ଚମକାଇଦେଇଛନ୍ତି। ଫ୍ରାଞ୍ଚାଇଜ୍ ୧୬ କୋଟି…
Archives


