ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶେହଓ୍ବାଜ
ଇସ୍ଲାମାବାଦ୍,୧୧।୪: ପିଏମ୍ଏଲ୍-ଏନ୍ର ଅଧ୍ୟକ୍ଷ ୭୦ ବର୍ଷୀୟ ଶେହଓ୍ବାଜ ଶରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକାରୀ ରାଷ୍ଟ୍ରପତି ତଥା ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜରାନି ଶେହଓ୍ବାଜଙ୍କୁ ତାଙ୍କ ପଦ ଓ…
ଶେହଓ୍ବାଜଙ୍କୁ ଶପଥ ପାଠ କରାଇବେନି ରାଷ୍ଟ୍ରପତି
ଇସ୍ଲାମାବାଦ୍,୧୧।୪: ପାକିସ୍ତାନରେ ମାସକରୁ ଲାଗିରହିଥିବା ରାଜନୈତିକ ସଙ୍କଟର ଏବେ ଅବସାନ ଘଟିଛି। ସୋମବାରରୁ ପାକିସ୍ତାନରେ ଶେହଓ୍ବାଜଙ୍କ ଯୁଗ ଆରମ୍ଭ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍ଏଲ୍-ଏନ୍ର ଅଧ୍ୟକ୍ଷ ଶେହଓ୍ବାଜ ଶରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଚୟନ…
ଲକ୍ଡାଉନ୍ରେ ଘରେ କଏଦ୍ ଥିବା ଲୋକଙ୍କ ଶୁଭୁଛି ଚିତ୍କାର
ବେଜିଂ,୧୧।୪: ଚାଇନା ବର୍ତ୍ତମାନ ଜିରୋ କୋଭିଡ ପଲିସି ଅନୁସରଣ କରୁଛି। ଚାଇନାର ସବୁଠୁ ବଡ଼ ସହର ସଂଘାଇରେ କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ସମଗ୍ର ସହରରେ କଡ଼ା ଲକ୍ଡାଉନ ଲାଗୁ କରିଛନ୍ତି। ଇତିମଧ୍ୟରେ କଡ଼ା…
କୁଲଗାମ୍ ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ୨ଆତଙ୍କବାଦୀ ନିହତ
କୁଲଗାମ,୧୧।୪:ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁଲଗାମର ଖୁର୍ବତପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ପାକିସ୍ତାନୀ ସମେତ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ୨ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇତିବା ଜଣାପଡ଼ିଛି। ଏବେ ବି ଘଟଣାସ୍ଥାଳରେ ଏନ୍କାଉଣ୍ଟର ଜାରି…
ଟସ୍ ଜିତି ବୋଲିଂ କରିବ ହାଇଦ୍ରାବାଦ
ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ସୋମବାର ୨୧ତମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବ। ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, କେନ୍ ୱିଲିୟମ୍ସନ…
ପାକିସ୍ତାନରେ ଶେହଓ୍ବାଜ ଯୁଗ ଆରମ୍ଭ
ଇସ୍ଲାମାବାଦ୍,୧୧।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ନ୍ୟାଶନାଲ ଆସେମ୍ଲିରେ ଅନାସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ପଦରୁ ଇସ୍ତଫା ଦେବା ସହ ଗୃହତ୍ୟାଗ କରିଛନ୍ତି। ଇମ୍ରାନଙ୍କ ସମେତ ତାଙ୍କ ସାଥୀ ସଦସ୍ୟ ମଧ୍ୟ ସଂସଦରୁ…
ବାପାଙ୍କ ଏକ ଛୋଟ ସେଲୁନ ଦୋକାନ, ପୁଅ ଆଇପିଏଲ୍ରେ କଲେ କମାଲ୍
ମୁମ୍ବାଇ,୧୧।୪: ଆଇପିଏଲ୍ ୨୦୨୨ରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର କୁଲଦୀପ ସେନ ତାଙ୍କର ପ୍ରଥମ ଆଇପିଏଲ ମ୍ୟାଚର ଶେଷ ଓଭରରେ ଚମତ୍କାର ବୋଲିଂ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଉଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ମାର୍କସ ଷ୍ଟୋଇନିସଙ୍କ ପରି ବ୍ୟାଟ୍ସମ୍ୟାନ୍ଙ୍କ ଆଗରେ…
ରାସାୟନିକ କାରଖାନାରେ ବିସ୍ଫୋରଣ: ୬ ମୃତ
ଭାରୁଚ,୧୧।୪: ଗୁଜରାଟର ଭାରୁଚରେ ସୋମବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ରାସାୟନିକ କାରଖାନାରେ ବିସ୍ଫୋରଣର ଶବ୍ଦ…
ରାମ ନବମୀରେ ପଥରମାଡ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର
ଭୋପାଳ,୧୧।୪: ପବିତ୍ର ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଖରଗୋନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସୋମବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ହିଂସା ଘଟାଇଥିବା ଅଭିଯୁକ୍ତଙ୍କ ଘର ବୁଲଡୋଜର ସହାୟତାରେ ଭାଙ୍ଗି ଦିଆଯାଇଛି। ବ୍ୟାପକ ପୋଲିସ ଫୋର୍ସର ଉପସ୍ଥିତିରେ ଏହି କାର୍ଯ୍ୟ…
ଚର୍ଚ୍ଚାରେ ଏହି ଷ୍ଟାର୍ ଯୋଡିଙ୍କ ନିର୍ବନ୍ଧ
ହଲିଉଡ ଗାୟିକା ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ ଏବଂ ବେନ ଆଫ୍ଲେକ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ୨୦ ବର୍ଷ ପରେ ପୁଣି ଆଫ୍ଲେକ-ଜେନିଫରଙ୍କ ନିର୍ବନ୍ଧ ଶେଷ ହୋଇଛି। ନିର୍ବନ୍ଧ ପରେ ଜେନିଫର ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ଏହି…
ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ
କାଲିଫର୍ଣ୍ଣିଆ,୧୧।୪: ଟେସ୍ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି। ଟୁଇଟର୍ରେ ଶେୟାର କିଣିବା ପରେ ମସ୍କ କମ୍ପାନୀ ବୋର୍ଡରେ ସାମିଲ ହେବେ କୁହାଯାଉଥିଲା। କିନ୍ତୁ…
ସର୍ବିୟାକୁ ଗୁପ୍ତରେ ଏଚ୍କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଲା ଚାଇନା…
ବେଜିଂ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଚାଇନାର ଏକ ଗୁପ୍ତ କାର୍ଯ୍ୟର ପର୍ଦ୍ଦାଫାଶ୍ ହୋଇଛି। ଚାଇନା ରୁଷିଆର ବନ୍ଧୁ ରାଷ୍ଟ୍ର ସର୍ବିୟାକୁ ଏଚ୍କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଛି। ଚାଇନାର ଏଭଳି କାର୍ଯ୍ୟ ଦ୍ୱାରା ଯୁଦ୍ଧ…
Archives


