Home

ଅଫିସରେ ସକାଳ ୬ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ମହିଳା କର୍ମଚାରୀ କରିପାରିବେ କାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୨୮।୫ : ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି ମହିଳାଙ୍କ ସହମତି ବିନା ତାଙ୍କୁ ସକାର ୬ ପୂର୍ବରୁ କିମ୍ବା ସନ୍ଧ୍ୟା ପରେ କାମ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର ହାତ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

୨୦ ହଜାରରୁ ଅଧିକ ଭିଆଇପିଙ୍କ ସୁରକ୍ଷାରେ ୧୨ ହଜାର କୋଟି ଖର୍ଚ୍ଚ, ୬୦ ହଜାର ଯବାନ-୩୦ ହଜାର ଗାଡ଼ି ମୁତୟନ…

ନୂଆଦିଲ୍ଲୀ, ୨୮।୫ : ଦେଶରେ ଭିଆଇପି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ମହଙ୍ଗା ପଡିଛି। କୋଡିଏ ହଜାରରୁ ଅଧିକ ବିଶେଷ ଏବଂ ଅତି ବିଶେଷ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା କଭର ଠାରୁ…

ଜାପାନରେ ଲୋକପ୍ରିୟ ହେଉଛି ଭାରତୀୟ ଭାଷା, ୧୫୦୦୦ ଛାତ୍ର ଶିଖୁଛନ୍ତି ହିନ୍ଦୀ

ଟୋକିଓ,୨୮ା୫: ଜାପାନରେ ଭାରତୀୟ ଭାଷା ତଥା ହିନ୍ଦୀ ଭାଷା ଅଧିକ ଲୋକପ୍ରିୟ ହେଉଛି। ବିଶେଷକରି ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ବିଦେଶୀ ଭାଷା ଭାବରେ ଅଧିକ ଲୋକପ୍ରିୟ। ଏହି ଭାଷା ଶିଖୁଥିବା ଜାପାନୀ ଛାତ୍ରମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି…

ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୮।୫ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦ ବିରୋଧି ଅଭିଯାନ ଅପରେଶନ୍‌ ଅଲ୍‌ ଆଉଟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ…

୨୦ ଫୁଟ ତଳକୁ ଖସିଲା ପାର୍ଶଲ ବୋଝେଇ କଣ୍ଟେନର, ୨ ଗୁରୁତର

କେନ୍ଦୁଝର,୨୮ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ପାର୍ଶଲ ବୋଝେଇ କଣ୍ଟେନର ସୁରତରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଶନିବାର…

ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍‌ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍‌ କାଗଜପତ୍ର…

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରିଲେ

ପୁରୀ ଅଫିସ,୨୮।୫: ଏଏସ୍‌ଆଇର ଅନୁମତି ନ ଥାଇ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ସରକାର ବନ୍ଦ କରୁ ନ ଥିବାରୁ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାଯର୍ର୍‌ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ…

ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥଳୀ ନେଇ ବିବାଦ, କିଷ୍କିନ୍ଧ୍ୟାରେ ହୋଇଥିଲା ଜନ୍ମ…

ନୂଆଦିଲ୍ଲୀ, ୨୮।୫ : ବାରାଣସୀରେ ଜ୍ଞାନବାପି ମସଜିଦକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଏକ ନୂଆ ବିବାଦ ଉପୁଜିଛି। କର୍ନାଟକର କିଷ୍କିନ୍ଧ୍ୟା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ମହନ୍ତ ଗୋବିନ୍ଦ ଦାସ ଦାବି କରିଛନ୍ତି।…

ଇସଲାମିକ ଷ୍ଟେଟ ମୁଖ୍ୟ ଗିରଫ…

ଇସ୍ତାନବୁଲ୍‌, ୨୮।୫ : ବ୍ଲୁମବର୍ଗ ଏବଂ ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ନୂତନ ନେତା ଆବୁ ହାସନ ଅଲ-ହାସମି ଅଲ-କୁରେଶିଙ୍କୁ ଇସ୍ତାନବୁଲରେ ଗିରଫ କରାଯାଇଛି। ତୁର୍କୀର ନ୍ୟୁଜ ୱେବସାଇଟ ଓଡିଏ ଟିଭି ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?