Home

ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ-ମୁଲାୟମ!

ଆମ୍ବେଡ୍‌କର ନଗର,୧୧।୩: ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ ସିଂ ଏବଂ ମୁଲାୟମ ସିଂ। କଥାଟା ଅଡ଼ୁଆ ଲାଗୁଥିଲେ ହେଁ ସତ। ତେବେ ଆମେ ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ କିମ୍ବା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ…

ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍‌ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଥିରେ ଦୁଃଖପ୍ରକାଶ କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି…

ଲଭ୍‌ ପାର୍ଟନରଙ୍କୁ ଦେଇଛନ୍ତି ଧୋକା

ବମ୍ବେ: ପ୍ରେମିକାଙ୍କୁ ଧୋକା ଦେବାରେ ଆଗରେ ଅଛନ୍ତି ବଲିଉଡ୍‌ର ଅନେକ ଅଭିନେତା। ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରଣବିର କପୁର ପର୍ଯ୍ୟନ୍ତ, ସମସ୍ତେ ନିଜର ଲଭ୍‌ଷ୍ଟୋରୀକୁ ନେଇ ରହିଥିଲେ ଚର୍ଚ୍ଚାରେ। ତାଲିକାରେ ଏପରି ଜଣେ ଅଭିନେତା ମଧ୍ୟ ଅଛନ୍ତି…

ପେଟିଏମ୍‌ ଉପରେ ଆର୍‌ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର ଆର୍‌ବିଆଇ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଦେଶକୁ ତତ୍କାଳ ପାଳନ କରିବାକୁ କହିଛନ୍ତି। ଏହା ସହିତ…

ରାସ୍ତାକଡ଼ରେ ବେଲୁନ୍‌ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍‌

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ ଲୋକଲୋଚନକୁ ଆସୁଛନ୍ତି। ସେମାନେ ରାତାରାତି ଷ୍ଟାର ପାଲଟୁଛନ୍ତି ମଧ୍ୟ। ଉଦାହରଣ ସ୍ବରୂପ ରାନୁ ମଣ୍ଡଳଙ୍କଠାରୁ…

୫ରାଜ୍ୟର ଫଳାଫଳ ପରେ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ବଡ଼ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ସଂସଦର ଉପର ଗୃହ (ରାଜ୍ୟ ସଭା)ର ସଂଖ୍ୟା ଉପରେ ବିଶେଷ ପ୍ରଭାବ ପଡ଼ିବା ସହ କଂଗ୍ରେସ ବିରୋଧୀ ଦଳର ନେତା ମାନ୍ୟତା…

ୟୁପି ପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ଗୁଜୁରାଟ

ଅହମଦାବାଦ,୧୧।୩: ୫ଟି ରାଜ୍ୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ରହିଛି ଗୁଜରାଟ। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହାପୂର୍ବରୁ ଭାଜପା ନିଜର ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଗୃହ…

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ କୋ-ପାଇଲଟ ଗଭୀର ଆହତ ହୋଇଥିବା ଜଣାପଡ଼ିଛି। ଆହତ ପାଇଲଟଙ୍କୁ ଉଦ୍ଧାର…

ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା କୋଇରାଲାଙ୍କ ଲଭ୍‌ଷ୍ଟୋରୀ। ଏକ ସମୟରେ ପରସ୍ପରର ପ୍ରେମରେ ପାଗଳ ଥିଲେ ଦୁହେଁ। ସେମାନେ ବିବାହ…

‘ପୃଥ୍ୱିରାଜ’ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛନ୍ତି ମାନୁଷୀ

ମୁମ୍ବାଇ: ଡେବ୍ୟୁଟେଣ୍ଟ ମାନୁଷୀ ଛିଲ୍ଲର ଏବେ ଖୁବ୍ ଖୁସି ଅଛନ୍ତି । ଅକ୍ଷୟ କୁମାରଙ୍କ ସହ ଅଭିନୀତ ତାଙ୍କର ପ୍ରଥମ ଫିଲ୍ମ ‘ପୃଥ୍ୱିରାଜ’ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ୍ ହେବାକୁ ଯାଉଛି । ମାନୁଷୀ କହିଛନ୍ତି ଯେତେବେଳେ ମୁଁ ଜାଣିଲି ଯେ…

ଆଇପିଏଲ୍‌ ୨୦୨୨କୁ ଫେରିଲେ ମାଲିଙ୍ଗା; ଖାଲି ବଦଳିଲା…

ନୂଆଦିଲ୍ଲୀ,୧୧।୩: ପୁଣି ଆଇପିଏଲ୍‌କୁ ଫେରିଛନ୍ତି ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ଆରମ୍ଭ ହେବା ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଇଛି। ତାଙ୍କୁ ଫ୍ରାଞ୍ଚାଇଜ ଫାଷ୍ଟ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି।…

ମାର୍ଚ୍ଚ ୧୬ରେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଏବେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri