Posted inଫୁରସତ

ଝିଅ ବିଦାୟୀ ସମୟରେ ପିତା କରନ୍ତି ଏପରି ଅଜବ କାମ, କାରଣ ଜାଣିଲେ…

ଦୁନିଆରେ ଭିନ୍ନ ଜାତିର ଲୋକ, ଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି। ପ୍ରତ୍ୟେକ ଧର୍ମ ଏବଂ ଅଞ୍ଚଳ ଅନୁଯାୟୀ ରୀତିନୀତି ପରିବର୍ତ୍ତନ ହୁଏ। ଏମିତି ଏକ ପରମ୍ପରା ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କେନିଆ ଏବଂ ତାଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତି ଅନେକ ଅଜବ ପରମ୍ପରା ଅନୁସରଣ କରିବା ପାଇଁ ଜଣାଶୁଣା। ଏଠାରେ ବିବାହକୁ ଅଧିକ ଗୁରୁତ୍ୱ ଦିଆଯାଏ। ପ୍ରତ୍ୟେକ ଦମ୍ପତିଙ୍କ ବିବାହରେ ଲୋକମାନେ ଏକତ୍ରିତ ହୋଇ ଧୂମ୍‌ଧାମରେ ପାଳନ କରିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ ଝିଅ ବିଦା ସମୟରେ।

ସାଧାରଣତଃ ଝିଅ ବିଦା ସମୟରେ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ କାନ୍ଦି କାନ୍ଦି ଝିଅକୁ ବିଦାୟ ଦେଇଥାନ୍ତି। ମାତ୍ର ଏହି ଜନଜାତିର ପିତା ଝିଅ ଉପରେ ଛେପ ପକାଇ ଝିଅକୁ ଶାଶୁଘର ପଠାଇଥାନ୍ତି। ଛେପ ପକାଇବା ଏକ ଆଶୀର୍ବାଦ ଭାବରେ ବିବେଚନା କରାଯାଏ ।
ଭାରତରେ ଝିଅମାନେ ବିବାହ ପରେ ବିଦାୟ ହେବା ସମୟରେ ନିଜ ସମ୍ପର୍କୀୟ, ମାତାପିତା ତାଙ୍କୁ ଆଲିଙ୍ଗନ କରନ୍ତି। ମାତାପିତାମାନେ ଝିଅ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ କରନ୍ତି। କିନ୍ତୁ ମସାଇ ଜନଜାତିରେ ବିଦାୟ ସମୟରେ ମୁଣ୍ଡରେ ଛେପ ପକାଇବା ଏକ ଆଶୀର୍ବାଦ ବୋଲି ବିବେଚନା କରାଯାଏ। ଯଦି ପିତା ମୁଣ୍ଡରେ ଛେପ ପକାଇଲେ ନାହିଁ, ଅର୍ଥାତ୍‌ ସେ ନିଜ ଝିଅକୁ ଆଶୀର୍ବାଦ କଲେ ନାହିଁ।ଏହି କାରଣରୁ, ସମସ୍ତ ପିତା ନିଜ ଝିଅଙ୍କୁ ବିବାହ କରି ବିଦାୟୀ ସମୟରେ ସେମାନଙ୍କ ମୁଣ୍ଡରେ ଛେପ ପକାଇବାକୁ ପଡ଼ିବ। ଯାହା ଦ୍ୱାରା ଝିଅର ନୂତନ ଜୀବନ ସୁଖରେ ପରିପୂର୍ଣ୍ଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri