ଦେଶର ପ୍ରଥମ ପେପର ଲେସ୍ ବିଧାନସଭା, ଇତିହାସ ରଚିଲା ନାଗାଲାଣ୍ଡ…
କୋହିମା,୨୦।୩ : ନାଗାଲାଣ୍ଡର ବିଧାନସଭା ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛି। ନାଗାଲାଣ୍ଡ ବିଧାନସଭା ଦେଶର ପ୍ରଥମ ପେପର ଲେସ୍ (କାଗଜ ବିହୀନ) ବିଧାନସଭା ପାଲଟିଛି। ଶନିବାର ବିଧାନସଭା ସମ୍ପୂର୍ଣ୍ଣ କାଗଜ ବିହୀନ ହୋଇଛି। ଏଠାରେ ଜାତୀୟ ଇ-ବିଧାନ ଆପ୍ଲିକେଶନ (ନେଭା)…
ଉପକୂଳ ମୁହାଁ ‘ଆସାନି’, ହାଇ ଆଲର୍ଟ ଜାରି…
ନୂଆଦିଲ୍ଲୀ,୨୦।୩ : ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ’ଆସାନି’ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଆଣ୍ଡାମାନ ଏବଂ…
ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ
ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍ରେ ଥିଲା ଯେ ଏହାର ଶବ୍ଦ ଅନେକ ଦୂରରୁ ଶୁଣିବାକୁ ମିଳିଥିଲା। ଏକ ଗଣମାଧ୍ୟମର ସମ୍ପାଦକ ଋଷି…
ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ। ଏହି ସମୟରେ, ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ଠାରୁ ଯୁଦ୍ଧ ଆରମ୍ଭ ଦିନଠାରୁ…
ଏକାଥରକେ ୟୁକ୍ରେନ୍ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା କରାଯିବାର ଯୋଜନା ହୋଇଛି। ରୁଷିଆର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ଏସବୁ ସହରଗୁଡିକରେ କ୍ରମାଗତ…
ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଆବଶ୍ୟକ ୫୭ ହଜାର କୋଟି…
ଲକ୍ଷ୍ନୌ,୨୦।୩ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ଇନିଂସରେ କିଏ ନୂତନ ଅର୍ଥମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ନୂତନ ସରକାରଙ୍କ ପ୍ରଥମ ବଜେଟ ପାଇଁ ପ୍ରସ୍ତୁତ ହେଉଥିବା ଅର୍ଥ ବିଭାଗ ଭାଜପାର ଲୋକ କଲ୍ୟାଣ…
ୟୁକ୍ରେନ୍ ଲାଗି ସହାୟତା ଘୋଷଣା କଲେ ଫେଡେରର୍
ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ ଭିତରେ…
ନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ନିର୍ଦ୍ଦେଶ ଦେଲେ ପୁଟିନ୍…
ମସ୍କୋ,୨୦।୩ : ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ୨୫ରେ ପହଞ୍ଚିଛି। ବ୍ରିଟେନର କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧ ଯୋଜନା କରୁଥିବା ସଙ୍କେତ ଦେଇଛନ୍ତି। ପୁଟିନନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ପାଇଁ ନିର୍ଦ୍ଦେଶ…
ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକେ-ସିଆରପିଏଫ୍ ଯବାନ…
ଶ୍ରୀନଗର,୨୦।୩ : ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଆତଙ୍କବାଦୀମାନେ ପୁଲୱାମା ଜିଲାର ସ୍ଥାନୀୟ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୯ ଟା ୧୧୦ ସମୟରେ ମହମ୍ମଦ ଆକ୍ରାମ…
କାହିଁକି ଅଲଗା ହୋଇଥିଲେ ସଲମାନ-ଐଶ୍ୱର୍ଯ୍ୟା…
ବମ୍ବେ: ଏକ ସମୟରେ ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଜଣେ ଥିଲେ ସୁପରଷ୍ଟାର ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟ। ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ଶୁଟିଂ ବେଳରୁ ହିଁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ଦୁଇ…
ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୨୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୭୬୧ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ପୁଣି…
‘ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ର ଆବଶ୍ୟକତା ପଡ଼ିବ ନାହିଁ’
ଶ୍ରୀନଗର,୨୦।୩: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ର କାର୍ଯ୍ୟର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫୋର୍ସ ଯୋଗୁ ଜମ୍ମୁକଶ୍ମୀରରେ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇପାରିଛି। ଏପରିକି ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍ପିଏଫ୍ ଯବାନଙ୍କ ଆବଶ୍ୟକ…
Archives


