ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ

ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆମେରିକା, କାନାଡା, ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ବ୍ରିଟେନ ପରି ୨୯ଟି ଦେଶକୁ ବ୍ୟାପିଥିବା ମଙ୍କିପକ୍ସ ବର୍ତ୍ତମାନ ବ୍ରାଜିଲରେ ମଧ୍ୟ ଦେଖାଦେଇଛି। ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ବ୍ରାଜିଲ ସାଓ ପାଉଲୋରେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସହରର ସ୍ବାସ୍ଥ୍ୟ ସଚିବାଳୟ ଏକ ବିବୃତ୍ତିରେ କହିଛି, ନିକଟରେ ସ୍ପେନ ଏବଂ ପର୍ତ୍ତୁଗାଲ ଯାତ୍ରା କରିଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ବର୍ତ୍ତମାନ ଏହି ରୋଗୀ ଜଣକ ଏମିଲିଓ ରିବାସ ପବ୍ଲିକ ହସ୍ପିଟାଲରେ ଆଇସୋଲେଶନରେ ଅଛନ୍ତି।

ଅନ୍ୟ ଏକ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ସାଓ ପାଉଲୋରେ ସାମ୍ନାକୁ ଆସିଛି। ଯେଉଁଥିରେ ୨୬ ବର୍ଷୀୟା ମହିଳା ରହିଛନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ରେ ଗଣମାଧ୍ୟମ ପ୍ରତିନିଧି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୭: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଗତ ୨୩ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୯୨୮...

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଭାରତ ସମର୍ଥନରେ ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ବାଶିଂଟନ୍‌,୧୭।୨: ଆମେରିକାର ଦୁଇ ସାଂସଦ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଦ୍ୱିପାକ୍ଷିକ ବିଲ ଆଗତ କରିଛନ୍ତି। ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର...

ଜାତିସଂଘରେ ଆଫଗାନିସ୍ତାନ ମହିଳାଙ୍କ ପକ୍ଷରୁ ଶିକ୍ଷା ଅଧିକାର ଦାବି…

କାବୁଲ,୧୬।୮ : ଦୁଇ ବର୍ଷ ପୂର୍ବେ ତାଲିବାନ ସରକାର କ୍ଷମତାକୁ ଫେରିବା ପରେ ୧.୧ ମିଲିୟନରୁ ଅଧିକ ବାଳିକା ଓ ମହିଳାଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ...

ବ୍ରିଟେନକୁ ଟପିଲା ବ୍ରାଜିଲ

ଓ୍ବାଶିଂଟନ/ମସ୍କୋ/ ବ୍ରାଜିଲିଆ,୧୯।୫: ବିଶ୍ୱରେ ସୋମବାର ସୁଦ୍ଧା ୪୮.୪୧ ଲକ୍ଷରୁ ଅଧିକ ଲୋକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ୩ ଲକ୍ଷ ୧୭ ହଜାରରୁ ଅଧିକ ଲୋକ...

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ପରେ ପାକିସ୍ତାନରେ ହଟଚମଟ

ଇସଲାମାବାଦ୍‌,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ...

ଲୁହ କୋହର ପରିବେଶ, ମୃତଦେହ-ଭୋକିଲା ଗୋଟିଏ ସ୍ଥାନରେ…

କ୍ୱିଭ୍‌,୯।୩ : ୟୁକ୍ରେନର ମାରିଅପୋଲରେ ରୁଷିଆର ଆକ୍ରମଣ ପରେ ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକରୁ ସହରର ବିନାଶର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନେକ ଦିନ ଧରି ଭୋକିଲା...

ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ

କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର...

ଦାଉଦ ଇବ୍ରାହିମ ଏଇଥିପାଇଁ କରିଥିଲେ ଦ୍ୱିତୀୟ ବିବାହ, ଏନଆଇଏ ସାମ୍ନାରେ ଖୋଲିଲେ ଅନେକ ରାଜ

ନୂଆଦିଲ୍ଲୀ,୧୭ ।୧: ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦାଉଦ ତାଙ୍କ ପ୍ରଥମ...

Advertisement
Archives

Model This Week