Home

ଅନ୍‌ଲାଇନ୍‌ ଗେମ୍‌ରୁୁ ପଡ଼ିଗଲେ ପ୍ରେମରେ, ଆଉ ତା’ ପରେ…

କୁହାଯାଏ, ପ୍ରେମ ପ୍ରେମ ଅନ୍ଧ। ଏହା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ବୟସ, ଦୂରତା କିଛି ମାନେନା। ବ୍ରିଟେନର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଏପରି ଘଟିଛି। ଏକ ଅଦ୍ଭୁତ ପରିସ୍ଥିତିରେ ପ୍ରେମରେ ପଡ଼ିଥିଲେ। ଦୁହେଁ ଅନ୍‌ଲାଇନ୍‌ ଗେମ୍‌ ଖେଳୁଖେଳୁ ପ୍ରେମରେ ପଡ଼ିଗଲେ।…

ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ କହି ଠକୁଥିଲେ କୋଟିକୋଟି ଟଙ୍କା, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ନୋଏଡାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଲୋକଙ୍କୁ ଠକି ଚାଲିଥିଲେ ହିମାଂଶୁ। ୨ କୋଟି ୩୫…

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ପେଟ୍ରୋଲ ପମ୍ପ…

ପିଚୁ କଡ଼େଇରେ ପଡ଼ିଗଲେ ୩ ପିଲା

କେନ୍ଦୁଝର,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା କନକନା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁ କଡ଼େଇରେ ପଡ଼ିଯାଇଥିଲେ ୩ ପିଲା । ଗୁରୁତର ଅବସ୍ଥାରେ ଗ୍ରାମବାସୀ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି।…

ହେଭିଓ୍ବେଟ୍‌ ନେତାଙ୍କ ଜୋର୍‌ଦାର ପ୍ରଚାର

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କେସିଙ୍ଗା ଏନ୍‌ଏସିର ପୌର ନିର୍ବାଚନ ଆଉ ୪ ଦିନ ରହିଲା। ବିଜେଡିର ଅଧ୍ୟକ୍ଷ ପଦବୀରେ ନୃପରାଜ ଯାଦବଙ୍କୁ ଜିତାଇବା ପାଇଁ ରବିବାର ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ନୂତନ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ…

ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା ୩ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା

ବେଙ୍ଗାଲୁରୁ,୨୦।୩: କର୍ନାଟକ ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ରବିବାର ଏହି ସୂଚନା ଦେଇଛନ୍ତି। ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଦୁଇ ଜଣଙ୍କୁ…

ନୂଆ ସରପଞ୍ଚ ଆଜିଠୁ ନେଲେ ଦାୟିତ୍ୱ

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ନୂତନ ସରପଞ୍ଚ ଅଶୋକ ପୋଢ଼ ପୂର୍ବତନ ସରପଞ୍ଚ ବିଶ୍ବମ୍ବର ମହଲାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ଗ୍ରହଣ ସମୟରେ ଅଶୋକ ପୋଢ଼ଙ୍କ ସମର୍ଥଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଏହି…

ଏହି ଛୋଟଛୋଟ ଭୁଲ କରିଦେବ ବରବାଦ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ…

‘ସେହ୍ବାଗ ମୋ’ଠାରୁ ବହୁତ ମାଡ଼ ଖାଇବେ’: ଜାଣନ୍ତୁ କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ନେଇ କ୍ରେଜ୍‌ ରହିଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳେ। ଏହି କ୍ରମରେ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ…

ବିଶ୍ୱର ସବୁଠାରୁ ଲୋକ୍ରପିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନୀତ ହୋଇଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ଟ୍ରାକର ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ନେତାଙ୍କ ତାଲିକାରେ ମୋଦିଙ୍କୁ ୭୭ ପ୍ରତିଶତ ଆପ୍ରୁଭାଲ୍‌ ରେଟିଂ ମିଳିଛି। ଏହି…

ଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ବାସ କରନ୍ତି ଏହି ଗାଁର ଲୋକେ

ଆପଣ ନିଶ୍ଚିତ ଭାବରେ ସ୍ବର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ବିଷୟରେ ଅନେକ ଶୁଣିଥିବେ। ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ବର୍ଗକୁ ଆକାଶ ବୋଲି ବିବେଚନା କରାଯାଏ ଏବଂ ତଳେ ରହୁଥିବା ଲୋକଙ୍କୁ ପାତାଳ ଲୋକ ବୋଲି ବିଶ୍ୱାସ କରାଯାଏ।…

ଆର୍ଟ ସ୍କୁଲ୍‌ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ ଆର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri