Home

ଆଶିଷଙ୍କ ଜାମିନକୁ କାହିଁକି କରାଯାଇ ନାହିଁ ବିରୋଧ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୩୦।୩ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ଏପ୍ରିଲ ୪ରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ହାଇଡ୍ରୋଜେନ କାର: ସଂସଦ ଯାଏ ଯାତ୍ରା କଲେ ଗଡ଼କରୀ

ନୂଆଦିଲ୍ଲୀ,୩୦ା୩: ବର୍ତ୍ତମାନ ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ହାଇଡ୍ରୋଜେନ କାରକୁ ଦେଖିବାକୁ ମିଳିବ। ବହୁ ପ୍ରତୀକ୍ଷିତ ପ୍ରଥମ ହାଇଡ୍ରୋଜେନ କାର ଭାରତରେ ନିଜର ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଥମ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ…

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ବୁଧବାର ଯୋଗ ଦେଇଛନ୍ତି। ବିମ୍ସଟେକ୍‌ ହେଉଛି ପାକିସ୍ତାନ ବିନା…

ସୁରକ୍ଷାକର୍ମୀଙ୍କୁ ସଫଳତା, ନ୍ୟୁଜ୍‌ ପୋର୍ଟାଲ ଆତଙ୍କବାଦୀ ନିହତ…

ଶ୍ରୀନଗର, ୩୦।୩ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶ୍ରୀନଗର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କିଛି ଆପତ୍ତିଜନକ ପଦାର୍ଥ ମଧ୍ୟ ମିଳିଥିବା ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି।…

ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଚାଇନାର ବହୁ ସହରରେ ଲକଡାଉନ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ…

ଇସଲାମାବାଦ, ୩୦।୩ : ପାକିସ୍ତାନର ଖାଇବର ପସ୍ତୁନ୍‌ଖ୍ବାଠାରେ ପାରାମିଲିଟାରୀ ଫୋର୍ସଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ତିନି ଜଣ ଆକ୍ରମଣକାରୀଙ୍କର ମଧ୍ୟ ମୃତୂ୍ୟ ହୋଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୨ ଜଣ…

୧୭ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ…

କ୍ୱିଭ୍‌, ୩୦।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ନେଇ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ୟୁକ୍ରେନର ବହୁ ସହର ଧ୍ୱଂସ ହୋଇଯାଇଛି। ତେବେ ଏବେ ରୁଷିଆ ସୈନ୍ୟ କ୍ୱିଭ୍‌ ଏବଂ ଚେର୍ନିଭିଭରୁ ଫେରିବା ଆରମ୍ଭ କରିଛନ୍ତି। ଏହି ଯୁଦ୍ଧରେ ହଜାର…

ଶକ୍ତି ପ୍ରଦର୍ଶନ ସଂଖ୍ୟା ଗଣିତରେ ୨୪ ପଛୁଆ ଇମ୍ରାନ୍‌…

ଇସଲାମାବାଦ, ୩୦।୩ : ପାକିସ୍ତାନର ପ୍ରାୟ ଚାରି ବର୍ଷ ପୁରୁଣା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାରଙ୍କ ବିଦାୟ ପ୍ରାୟ ନିଶ୍ଚିତ ହୋଇଛି। ଏହା ସହିତ ଦେଶରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମୁତାହିଦା କୌମି…

୧୫ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୩୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।…

ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନଙ୍କୁ ଝଟ୍‌କା

ଇସ୍‌ଲାମାବାଦ୍‌,୩୦।୩: ଫ୍ଲୋର ଟେଷ୍ଟ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂର ଠିକ୍‌ ପୂର୍ବରୁ ଇମ୍ରାନ ଖାନ ସରକାରଙ୍କ ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌ ବିରୋଧୀ ଦଳ ସହ ମେଣ୍ଟ କରିଛି।…

ଆତ୍ମହତ୍ୟା: କଟକ ଆଗରେ, ସମ୍ବଲପୁର ଦ୍ୱିତୀୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଓଡ଼ିଶା ଭଳି ଅପେକ୍ଷାକୃତ ଶାନ୍ତିପ୍ରିୟ ରାଜ୍ୟରେ ବର୍ଷକୁ ବର୍ଷ ଆପରାଧିକ ମାମଲା, ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏଥିରେ ବିଶେଷତଃ ବେକାର ଯୁବତୀଯୁବକ, ଛାତ୍ରୀଛାତ୍ର ଓ ଚାଷୀମାନେ ସାମିଲ ହେଉଛନ୍ତି। ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର…

ଭାରତରେ ଦିନକୁ ୧୦୦ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୩୦ା୩: ବ୍ୟାଙ୍କ ଠକେଇ ଓ ଦୁର୍ନୀତି ଯୋଗୁ ଗତ ୭ ବର୍ଷ ହେଲା ଭାରତ ଦୈନିକ ଅନୂ୍ୟନ ୧୦୦ କୋଟି ଟଙ୍କା ହରାଇଆସୁଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ତଥ୍ୟରୁ ଜଣାପଡ଼ିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri