ମହିଳାଙ୍କ ମୁଣ୍ଡ ଭିତରେ ପକ୍ଷୀବସା, କାରଣ ଜାଣିଲେ…
ଜଣେ ମହିଳା ତାଙ୍କ କେଶ ଭିତରେ ପକ୍ଷୀର ବସା ତିଆରି କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବନ୍ଧୁତା ଏମିତି ଏକ ଶବ୍ଦ, ଯାହାର କଳନା ନାହିଁ। ଯିଏ ବନ୍ଧୁତାର ପ୍ରକୃତ ଅର୍ଥ ବୁଝିଛି ସେ ହିଁ ବନ୍ଧୁତାକୁ ବଜାୟ ରଖିଛି।…
ବିଧାନସଭାରେ ଆଗତ ହେଲା ବଜେଟ: ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ…
ଭୁବନେଶ୍ୱର,୩୦।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବୁଧବାର କାମଚଳା ବଜେଟ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ୪ମାସ ପାଇଁ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୨-୨୩ରେ ମୋଟ ବ୍ୟୟ ୧.୧୦ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି।…
ଇମ୍ରାନଙ୍କୁ ବଡ଼ ଝଟ୍କା: ଇସ୍ତଫା ଦେଲେ ୨ ମନ୍ତ୍ରୀ
ଇସଲାମାବାଦ୍,୩୦।୩: ପାକିସ୍ତାନରେ ଏକ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ତାଙ୍କୁ ବଡ଼ ଝଟ୍କା ଲାଗିଛି। ପାକିସ୍ତାନର ଇମ୍ରାନ ସରକାରରେ ଆଇନ…
ଋଷିକୂଲ୍ୟାରେ ବୁଡ଼ ପକାଇଲେ ୨ ଲକ୍ଷରୁ ଅଧିକ ଭକ୍ତ
ପୁରୁଷୋତ୍ତମପୁର,୩୦ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟାରେ ମହାବାରୁଣୀ ସ୍ନାନ ଅବସରରେ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ମହାମାରୀ କରୋନାକୁ ନେଇ ବାରୁଣୀ ସ୍ନାନ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବାରୁ…
ଏଣିକି ମନମୁଖୀ ଫି’ ବଢାଇ ପାରିବେ ନାହିଁ ବେସରକାରୀ ସ୍କୁଲ
ଚଣ୍ଡିଗଡ,୩୦।୩: ପଞ୍ଜାବରେ ଆମ ଆଦମୀ ପାର୍ଟି ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ସଂସ୍କାର ସଙ୍କେତ ଦେଇଛନ୍ତି। ବୁଧବାର ଶିକ୍ଷା ଉପରେ ଦୁଇଟି…
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ: ମନ୍ତ୍ରୀ
ଭୁବନେଶ୍ୱର,୩୦।୩(ବ୍ୟୁରୋ): ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିଭଳି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୯ମ ଏବଂ…
ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍ ପ୍ରଦୀପ
ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି…
ସୋରଡ଼ା ଏନ୍ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ସୋରଡ଼ା,୩୦ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍ଏସିର ନବନିର୍ବାଚିତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବଶଙ୍କର ପଣ୍ଡା। ଏହିଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ବାଗତ କରିଥିଲେ। ସହରର ଆବଶ୍ୟକ ସୁବିଧା, ସମସ୍ୟା…
ଏନ୍ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
କେସିଙ୍ଗା,୩୦ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍ଏସିର ନିର୍ବାହୀ ଅଧିକାରିଣୀ ମିସ୍ କିରଣ ବେହେରା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ଅଧ୍ୟକ୍ଷ ସମର୍ଥକଙ୍କ ସହିତ ନିଜ…
ଶୂନ୍ୟକାଳରେ ପ୍ରଶ୍ନ: ବିବାହରେ ୫୦ ବରଯାତ୍ରୀ-୧୧ ପ୍ରକାର ଖାଦ୍ୟ ବାଧ୍ୟତା ମୂଳକ…
ନୂଆଦିଲ୍ଲୀ, ୩୦।୩ : କଂଗ୍ରେସ ଏମ୍ପି ଜସବୀର ସିଂ ଗିଲ ବୁଧବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଯେ ବିବାହରେ ସର୍ବାଧିକ ୫୦ ବରଯାତ୍ରୀ ଏବଂ ୧୧ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେବା ବାଧ୍ୟତାମୂଳକ…
କଂଗ୍ରେସ ସ୍ଥାନରେ ପହଞ୍ଚିବାକୁ ଏଏପିକୁ ଲାଗିବ ୨୦ ବର୍ଷ, କହିଲେ ପ୍ରଶାନ୍ତ…
ନୂଆଦିଲ୍ଲୀ, ୩୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକପାଖିଆ ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ଜାତୀୟ ସ୍ତରରେ ପାଦ ବିସ୍ତାର କରିବା ଆରମ୍ଭ କରିଛି। ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏବେ…
୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ
ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା ଏନ୍ଆର୍ଆଇ ବ୍ୟବସାୟୀ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ରେ ଦୁହେଁ ହାତକୁ…
Archives


