ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍, ତଥାପି ହେଲେନି ରନ୍ଆଉଟ୍: ଦେଖନ୍ତୁ ଚମତ୍କାର ଭିଡିଓ
ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରନ ନେବାକୁ ଚେଷ୍ଟା କରୁଥିବା ଦୁଇ ଆରସିବି ବ୍ୟାଟ୍ସମ୍ୟାନ କ୍ରିଜ୍ର ଗୋଟିଏ ପଟରେ ପହଞ୍ଚି…
ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…
ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ ଏହା…
ରୁଷିଆକୁ ଗ୍ୟାସ ଯୋଗାଣ ପାଇଁ ରାଜି ହେଲା ଜର୍ମାନୀ
ବର୍ଲିନ,୩୧ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଅଧିକ ହେବ ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କୋଟିକୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଅନ୍ୟପକ୍ଷରେ ରୁଷିଆର ମଧ୍ୟ କ୍ଷତି ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ହେତୁ ରୁଷିଆ ଏକ…
କେଜ୍ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ ଘଟଣା: ୮ ଗିରଫ
ନୂଆଦିଲ୍ଲୀ,୩୧।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ ଦିଲ୍ଲୀ…
ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍ଡାଉନ୍…
ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ…
୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍ ଟିନା ଡାବି
ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି…
ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…
ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ଏହି ନୀତିର ସୁବିଧା…
କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଦିଅର
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ କୌଶଲ ପରିବାରର ବୋହୂ। କୌଶଲ ପରିବାରକୁ ଆସିବା ପରେ କେବଳ କ୍ୟାଟ ନୁହେଁ, ତାଙ୍କ ଶାଶୁ, ଶ୍ୱଶୂର ଏବଂ ଦିଅର ବହୁତ ଖୁସି ଅଛନ୍ତି। ଆମେ ଏହା କହୁ ନାହୁଁ। କ୍ୟାଟ୍ରିନାଙ୍କ ଦିଅର ତଥା…
ସ୍ତ୍ରୀଙ୍କୁ ‘ଟମାଟର୍’ କହିବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି
ପାଟନା,୩୧।୩: ବିହାରର ମୁଙ୍ଗେର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଗତପୁର ଗ୍ରାମରେ ବଜାରରୁ ଫେରୁଥିବା ଜଣେ ମହିଳାଙ୍କୁ ଟମାଟର କହି କମେଣ୍ଟ କରିଥିଲେ ଜଣେ ବ୍ୟକ୍ତି। ଏଥିରେ ରାଗିଯାଇ ମହିଳାଙ୍କ ସ୍ବାମୀ ୬ ଲୋକଙ୍କ ସହ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ…
ୟୁକ୍ରେନ୍ରେ ରୁଷିଆ ଅବସ୍ଥା ଖରାପ, ପୁଟିନ୍ଙ୍କୁ ସତ କହିବାକୁ ଡରୁଛନ୍ତି ଅଧିକାରୀ…
ଓ୍ବାଶିଂଟନ, ୩୧।୩ : ଆମେରିକା କହିଛି ଯେ ୟୁକ୍ରେନ ଯୁଦ୍ଧର ପ୍ରକୃତ ସ୍ଥିତି ବିଷୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅବଗତ ନୁହଁନ୍ତି। ହ୍ବାଇଟ ହାଉସ ଗୁପ୍ତଚର ଏଜେନ୍ସି୍ ଅନୁସାରେ ୟୁକ୍ରେନ୍ରେ ରୁଷିଆ ଅବସ୍ଥା ଖରାପ ହେବାରେ ଲାଗିଛି। ମାତ୍ର ରୁଷିଆ…
ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ,୩୧।୩: ପୁଣି ବଢ଼ିଲା ତୈଳ ଦର। ଗତ ୧୦ ଦିନ ମଧ୍ୟରେ ନବମ ଥର ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ…
ବିଦାୟ ନେବେ ୭୨ ରାଜ୍ୟ ସଭା ଏମ୍ପି…
ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାରେ ଗୁରୁବାର ୭୨ ଜଣ ଅବସରପ୍ରାପ୍ତ ଏମ୍ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା ଆପଣମାନେ ପୁଣି ରାଜ୍ୟ ସଭାକୁ ଆସନ୍ତୁ। ଏହି ଅବସରରେ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ…
Archives


