Home

୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ

ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…

ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ,୧୯।୫:ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିଶନ୍‌ର ଶୁଣାଣି ବେଳେ ଦେଶର…

ଆଫଗାନିସ୍ତାନରେ ବିସ୍ଫୋରଣ: ୩ ଆହତ

କାବୁଲ୍‌,୧୯ା୫: ଉତ୍ତର ଆଫଗାନିସ୍ତାନର ମଜାର-ଇ-ସରିଫ୍‌ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି। ଜାତୀୟ ସେନାର ସାଧାରଣ ନାଗରିକ ଥିବା ଆହତମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆଯାଇଛି। ଏହି ଆକ୍ରମଣ ପାଇଁ କେହି ଦାୟୀ…

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା…

ମଥୁରା ଶାହି ଇଦ୍‌ଗାହା ମାମଲା, ଆବେଦନ ଗ୍ରହଣ କଲେ ଜିଲା କୋର୍ଟ,ସିଭିଲ କୋର୍ଟରେ ଶୁଣାଣି…

ମଥୁରା, ୧୯।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଥୁରାର ଜିଲା ଜଜ କୋର୍ଟ ଗୁରୁବାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହାଙ୍କ ମାମଲାର ଶୁଣାଣି ବେଳେ…

ବିବାଦ ପିଛା ଛାଡୁନି: ଏବେ ଇଡି ପଞ୍ଝାରେ…

ମୁମ୍ବାଇ: ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ। ପୂର୍ବରୁ ଅଶ୍ଳୀଳ ଫିଲ୍ମ ତିଆରି କରି ଗିରଫ ହୋଇଥିବା ରାଜ୍‌ ଏବେ ଆଉ ଏକ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ଉଠିଛି।…

ହଲିଉଡ୍‌ ଅଭିନେତ୍ରୀଙ୍କ ପୁଅ ସହ ଭିଡିଓ କଲ୍‌ରେ ଆରାଧ୍ୟା

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ଗୋଟିଏ ଦିନ ପୂର୍ବରୁ କାନ୍ସର ରେଡ୍‌ କାର୍ପେଟରେ ବୁଲୁଥିବାର ନଜର ଆସିଥିଲେ। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ…

ଅନ୍ତିମ ସଂସ୍କାରରେ ଡିଜେ ବଜାଇ ନାଚିଲେ

ଖୁସିର ସମୟରେ ଲୋକମାନେ ନାଚିଥାନ୍ତି, ପାର୍ଟି କରିଥାନ୍ତି। ହେଲେ ଆପଣ କେବେ କେହି ମରିଗଲେ ଉତ୍ସବ ପାଳନ କରିବା ଦେଖିଛନ୍ତି କି? ହୁଏତ ନା। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ…

ନର୍ଭସ ଅଛନ୍ତି ଆଲିଆ

‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଟିକେ ନର୍ଭସ ଅଛନ୍ତି। ସୋସିଆଲ ମିଡିଆରେ ଆଲିଆ ଏକ…

ପୃଥିବୀର ୨୭ କୋଟିରୁ ଅଧିକ ଲୋକ ଭୋକିଲା ରହିବା ଆଶଙ୍କା, ଚିନ୍ତା ବ୍ୟକ୍ତ କଲେ ଜାତିସଂଘ ମହାସଚିବ…

ନ୍ୟୁୟର୍କ, ୧୯।୫ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୁଧା ସ୍ତର ଏକ ନୂତନ ସ୍ଥାନରେ ପହଞ୍ଚିଛି। ଏହା ବିରୋଧରେ ଲଢ଼ିିବାକୁ ସେ ବିଶ୍ୱବାସୀକୁ ଆହ୍ବାନ ଦେଇଛନ୍ତି। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି…

ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ ଅଫିସ,୧୯ା୫: ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ। ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ…

ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ

କେନ୍ଦୁଝର,୧୯ା୫(ସ୍ବ.ପ୍ର.): ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ କରି ଗୁରୁବାର କେନ୍ଦୁଝର ଜିଲାର ଟ୍ରକ୍‌ମାଲିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ବହୁ ଆଗରୁ ବିପର୍ଯ୍ୟସ୍ତ ରାସ୍ତାରେ ଲୁହାପଥର ପରିବହନ କରି ସରକାରଙ୍କ ରାଜସ୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri