ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…
ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ସ୍ଲିପର ସେଲ ସହିତ…
ଦୀପିକାଙ୍କ କାନ୍ସ ଲୁକ୍
ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍ କଲରର ପୋଲ୍କା…
କାର୍-ବାଇକ୍ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ…
ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…
ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ପବନ ଏବଂ ବଜ୍ରପାତ ଯୋଗୁ ୧୯ ଟି ବିମାନର ଲକ୍ଷ୍ୟସ୍ଥଳକୁ…
ଆଇପିଏଲ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ ସିଜିନ୍ରେ ୧୦୦୦ ତମ ଛକା ମାରିଥିଲେ। ଚଳିତ ଆଇପିଏଲ୍ରେ ଏପର୍ଯ୍ୟନ୍ତ ୧୦୦୧ଟି ଛକା ମରାଯାଇଛି।…
‘ଚାଇନା ବିପଦ ସହ ଖେଳୁଛି’
ଓ୍ବାଶିଂଟନ,୨୩ା୫: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ୍ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ, ତାଇବାନକୁ ଚାଇନାର ଆକ୍ରୋଶରୁ ରକ୍ଷା କରିବାରେ ଆମେରିକା ସାହାଯ୍ୟ କରିବ…
ବାଇଡେନ୍ଙ୍କ ଖୋଲା ଧମକ, ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସୈନ୍ୟ ଚାଇନାକୁ ଦେବେ ଜବାବ…
ଓ୍ବାଶିଂଟନ/ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ଟୋକିଓରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚାଇନାକୁ ଖୋଲା ଧମକ ଦେଇଛନ୍ତି। ବାଇଡେନ୍ କହିଛନ୍ତି ଯେ ତାଇଓ୍ବାନ ଉପରେ ଚାଇନା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମେରିକା…
ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ
କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ସିଂହକୁ ବିରକ୍ତ କରିବାରୁ ଏହାର କୁପରିଣାମ କିପରି…
ବାପା ହେଲେ ଏହି କ୍ରିକେଟର୍
ଅକଲାଣ୍ଡ,୨୩।୫: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ସାରା ରହିମ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୱିଲିୟମସନ ଇନଷ୍ଟାଗ୍ରାମରେ ପ୍ରେମିକା ଏବଂ ପୁଅର ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି…
କରୋନା ସଙ୍କଟରେ ୩ ସଂକ୍ରମଣର ଦୋହରା ମାଡ଼…
ଜେନେଭା, ୨୩।୫ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଙ୍କଟରେ ଯୁଝୁ ଥିବା ପୃଥିବୀ ଉପରେ ୩ ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ଟମାଟୋ ଫ୍ଲୁ , ହେପାଟାଇଟିସ୍ ଏବଂ ମଙ୍କିପକ୍ସ୍ ସଂକ୍ରମଣ ଯୋଗୁ ପୃଥିବୀର…
ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…
ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି। ଯୁଦ୍ଧରେ ଦୁର୍ବଳ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁଷିଆକୁ ଚ୍ୟାଲେଞ୍ଜ ଦେଇ ଚାଲିଛି। ଏହା…
ମଦ ପିଇ ଟ୍ରେନ୍ ଇଞ୍ଜିନ୍ ତଳେ ଶୋଇପଡ଼ିଲେ, ଆଉ ତା’ ପରେ…
ମଦନିଶାରେ ଜଣେ ବ୍ୟକ୍ତି ଏପରି କିଛି କରିଥାଏ, ଯାହାକି ନିଶା ଛାଡ଼ିବା ପରେ ଲୋକେ ଥଟ୍ଟା ପରିହାସ କରିଥାନ୍ତି। ମଧ୍ୟପ୍ରଦେଶର ଏକ ଷ୍ଟେଶନରେ ଏମିତି ଘଟଣା ଦେଖିବାକୁ ମିଳିଛି। ଖବରଦାତା ଶରତ ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର…
Archives


