Home

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ…

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ ନିବେଶରେ ଅନିୟମିତତା ଅଭିଯୋଗ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପୂର୍ବରୁ ଜମ୍ମୁ-କଶ୍ମୀର ବ୍ୟାଙ୍କର ପୂର୍ବତନ…

ଜାତିସଂଘରୁ ବାଦ ପଡ଼ିଲା ରୁଷିଆ: ଭୋଟରୁ ନିବୃତ ରହିଲା ଭାରତ

ଜେନେଭା,୭।୪: ୟୁକେନ-ରୁଷିଆ ଯୁଦ୍ଧ ମଧ୍ୟରେ ମସ୍କୋକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିଆରେ ରୁଷିଆ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଜାତିସଂଘରେ ରୁଷିଆକୁ ବହିଷ୍କାର କରିବା ସଂକଳ୍ପ…

୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ ଭଙ୍ଗ କରିବା ନିଷ୍ପତ୍ତି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ…

ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ନ ଲଗାଇବାକୁ ଦାବି କଲେ ମନ୍ତ୍ରୀ

ପାଟନା,୭।୪: ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦ ଉପରେ ରୋକୋ ଲଗାଇବା ପାଇଁ ଗୁରୁବାର ବିହାର ଭାଜପା ମନ୍ତ୍ରୀ ଦାବି କରିଛନ୍ତି। ମସ୍‌ଜିଦରେ ଅଜାନ ସମୟରେ ଲାଉଡ୍‌ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ବିହାରର ଭାଜପା ମନ୍ତ୍ରୀ ଜନକ ରାମ ଦାବି କରିଛନ୍ତି।…

ଲେମ୍ବୁ କିଲୋ ୩୦୦

ନୂଆଦିଲ୍ଲୀ,୭।୪: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ଉପରେ ମହଙ୍ଗା ମାଡ଼ ପରେ ସାଧାରଣଲୋକଙ୍କ ପାଇଁ ପନିପରିବା ଦର ଏବେ ଆକାଶଛୁଆଁ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କା ହୋଇଥିବା ଜଣାପଡ଼ିଛି। ହୋଲସେଲ୍‌ ବଜାରରେ ଲେମ୍ବୁର ମୂଲ୍ୟ…

ସେନାଙ୍କ ଗୁଳିରେ ୨ଆହତ

ଶ୍ରୀନଗର,୭।୪: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲା ସ୍ଥିତ ହିନ୍ଦଓ୍ବାଡାର କସବେରେ ଗୁରୁବାର ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସେନା ଯବାନଙ୍କୁ ଗୁଳିରେ ୨ଜଣ ସ୍ଥାନୀୟ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ହିନ୍ଦଓ୍ବାଡାର…

ଆଉ ରିମାଣ୍ଡ ନୁହେଁ, ୧୧ରେ ଶୁଣାଣି

ଚାନ୍ଦବାଲି,୭ା୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ୩ଦିନିଆ ରିମାଣ୍ଡରେ ଗତ ୩ ତାରିଖରେ ନେଇଥିଲେ। ଗୁରୁବାର ଚାନ୍ଦବାଲି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯିବା…

ଲଦାଖରେ ପାଓ୍ବାର ଗ୍ରୀଡ୍‌ ଭଣ୍ଡୁର ପାଇଁ ହ୍ୟାକରଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୪: ଚାଇନା ଏହାର କଳାକାରନାମାରୁ ନିବୃତ୍ତ ହେଉନାହିଁ। ଲଦାଖରେ ଏହାର କଳାକାରନାମା ଜାରି ରଖିଛି। ଏହା ମଧ୍ୟରେ ଚାଇନାର ହ୍ୟାକରମାନେ ଲଦାଖର ପାଓ୍ବାର ଗ୍ରୀଡକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ରଶକ୍ତି ମନ୍ତ୍ରୀ ଆର.କେ ସିଂ ଗୁରୁବାର କହିଛନ୍ତି, ଲଦାଖ ନିକଟରେ…

ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ଥଲାପଥି ବିଜୟ କେବଳ ତାଙ୍କର ଫିଲ୍ମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ ମୁକ୍ତିଲାଭ କରିଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ବିଜୟଙ୍କ ସମ୍ପତ୍ତି…

ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍‌

ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ ଦିଏ ଏହା ମହିଳାମାନଙ୍କର ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। ନିକଟରେ ଲକ୍ଷ ଲକ୍ଷ ଲୋକଙ୍କ…

ଇମ୍ରାନ୍‌ଙ୍କୁ ଝଟ୍‌କା

ଇସଲାମାବାଦ,୭ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ତେବେ ଏହି ଶୁଣାଣିରେ ଇମ୍ରାନ ଖାନ୍‌ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୩ରେ ରାଷ୍ଟ୍ରୀୟ ସଭାରେ ଡେପୁଟି ବାଚସ୍ପତି ଦେଇଥିବା ନିଷ୍ପତ୍ତି ଭୁଲ୍‌ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri