Home

କାଶୀରେ ଗୋଟେ, ଲିଙ୍ଗରାଜ ପାଇଁ ଆଉ ଗୋଟେ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଭଳି ସ୍ବତନ୍ତ୍ର ଆଇନ ଆଣିବା ସକାଶେ ରାଜ୍ୟ ସରକାର ୨୦୨୦ରେ ଅଧ୍ୟାଦେଶ ଆଣିଛନ୍ତି। ତେବେ ଏହା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରୋକ…

ୟୁକ୍ରେନ୍‌ ଫେରନ୍ତା ପିଲାଙ୍କ କ୍ରୋକ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୭।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଭାରତ ଦୃଢ଼ ବିରୋଧ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ପାର୍ଲାମେଣ୍ଟରେ କହିଛନ୍ତି। ନୂଆଦିଲ୍ଲୀ ଶାନ୍ତି ପକ୍ଷ ନେବା ସହ ତୁରନ୍ତ ହିଂସା ବନ୍ଦ ହେବା ଚାହେଁ। ରକ୍ତପାତ ଏବଂ ନିରୀହ ଲୋକଙ୍କ ଜୀବନ ନେବା…

ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍‌ଅପ୍‌ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ…

ଶବ୍ଦ ପ୍ରଦୂଷଣ ନିୟମ ପାଳନ କର

ବେଙ୍ଗାଲୁରୁ,୭।୪(ପି.ଟି.): ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦକୁ ବିରୋଧ କରି କେତେକ ହିନ୍ଦୁ ସଂଗଠନ ଏହାକୁ ବନ୍ଦ କରିବା ଲାଗି ଦାବି କରିଥିଲେ। ଅନୁମୋଦିତ ଡେସିବେଲ୍‌ ସ୍ତରରେ ଡାକବାଜି ଯନ୍ତ୍ରର ଶବ୍ଦକୁ ସୀମିତ ରଖିବା ଲାଗି କର୍ନାଟକର ମସ୍‌ଜିଦଗୁଡ଼ିକୁ ପୋଲିସ ନୋଟିସ…

ଖୋଳିଥିବା ସିନ୍ଧିରେ ଫସିଲେ ଚୋର

ଶ୍ରୀକାକୁଲମ,୭।୪: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ଥିବା ଜାମି ୟେଲାମ୍ମା ମନ୍ଦିରରୁ ଅଳଙ୍କାର ଚୋରି କରିବା ଲାଗି ଚୋର କାନ୍ଥରେ କରିଥିବା ସିନ୍ଧିରେ ନିଜେ ଫସିଯାଇଥିଲେ। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହା କର୍ମର ତତ୍କାଳ ଫଳର…

ଜାତିସଂଘ ଅପାରଗ: ପୋପ୍‌

ଭାଟିକାନ୍‌ ସିଟି, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର କହିଛନ୍ତି। ଏଥିସହ ବୁଚା ଗଣହତ୍ୟାକୁ ନିନ୍ଦା କରିବା ସହ ସେହି ସହରରୁ ଯାଇଥିବା ୟୁକ୍ରେନ୍‌ର ଏକ ଜାତୀୟ…

‘କୁ’ରେ ସେଲ୍ଫ-ଭେରିଫିକେଶନ

ନୂଆଦିଲ୍ଲୀ, ୭।୪: ମାଇକ୍ରୋବ୍ଲଗିଂ ତଥା ସୋସିଆଲ ନେଟଓ୍ବର୍କିଂ ଆପ୍ଲିକେଶନ ‘କୁ’ ସେଲ୍ଫ ଭେରିଫିକେଶନ ଫିଚର ଆଣିଛି। କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏହି ସୁବିଧା ଆଣିବାରେ ‘କୁ’ ପ୍ରଥମ। ସରକାରଙ୍କ ଦ୍ୱାରା ଅନୁମୋଦିତ ପରିଚୟପତ୍ର ଯଥା ଆଧାର କାର୍ଡର ବ୍ୟବହାର ଦ୍ୱାରା…

ଇଭାଙ୍କା ଟ୍ରମ୍ପ୍‌ଙ୍କୁ ଜେରା

ଓ୍ବାଶିଂଟନ, ୭।୪:ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଂସା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କୁ ତଦନ୍ତକାରୀ କମିଟି ଜେରା କରିଛି। ସଂସଦୀୟ କମିଟି ଆଗରେ ମଙ୍ଗଳବାର ଇଭାଙ୍କା ହାଜର ହେବା ପରେ ତାଙ୍କୁ ୮ଘଣ୍ଟା ଧରି…

ମୁମ୍ବାଇରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ର ରିପୋର୍ଟକୁ ଖଣ୍ଡନ କଲା କେନ୍ଦ୍ର

ନୂଆଦିଲ୍ଲୀ,୭ ।୪: ପୁଣି ଡରାଇଲାଣି କରୋନା ମହମାରୀ । ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ନେଇ ଜଣାପଡିବା ପର ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଓମିକ୍ରନର ଏହା ସବ ଭାରିଏଣ୍ଟ ହୋଇଥିବା ବେଳେ ଏହା ଓମିକ୍ରନ୍…

ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୬।୪: ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌, ୨୦୨୨ ଲୋକ ସଭା ପରେ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ଏହି ବିଲ ଉପସ୍ଥାପନ କରିବାବେଳେ କହିଛନ୍ତି, ଏହି ବିଲ ଆବଶ୍ୟକ। କାରଣ ଆମ…

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌। ରାଇଟ ଟୁ ଏଜୁକେଶନ ଆକ୍ଟର ଉଦାହରଣ ଦେଇ କୋର୍ଟ…

ବିବାହ କାର୍ଡରେ ‘କଶ୍ମୀର ଫାଇଲ୍ସ’

ନିକଟରେ ରିଲିଜ୍‌ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଥମୁନି। ୯୦ ଦଶକରେ ଜମ୍ମୁକଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଏହି ଫିଲ୍ମ ରିଲିଜ୍‌ ପରଠାରୁ ଅନେକ ବିବାଦର ସମ୍ମୁଖୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri