Posted inଜାତୀୟ

ଆମେ ଅଣ୍ଟି ଛୁରି ହୋଇ ତଣ୍ଟି କାଟିନୁ, ବିଦ୍ରୋହୀ ବିଧାୟକଙ୍କ ମନ୍ତବ୍ୟ…

ପଣଜୀ, ୩୦।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କ ନେତୃତ୍ୱରେ ଆଲୋଚନା ଜାରି ରହିଛି। ଏପରିସ୍ଥଳେ ଏକନାଥ ସିନ୍ଧେ ଗୋଷ୍ଠୀର ବିଦ୍ରୋହୀ ବିଧାୟକ ଦୀପକ କେଶାରକର ଗୋଆରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ଉଦ୍ଧବଙ୍କୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା।

ଆମେ ବିଦ୍ରୋହ କରିଥିଲେ ବି ଅଣ୍ଟି ଛୁରି ହୋଇ ତଣ୍ଟି କାଟିନୁ। ରାଜ୍ୟ ସଭା ନିର୍ବାଚନରେ ଉଦ୍ଧବ ଶିବସେନା ସଦସ୍ୟଙ୍କୁ ନିର୍ବାଚିତ କରାଇବା ଲାଗି ପୂର୍ବରୁ କହିଥିଲେ। ତେବେ ଶିବସେନାରର ମେଣ୍ଟ ସହଯୋଗୀ ବିଶ୍ୱାସଘାତକତା କରିଥିବାରୁ ଏହା ସମ୍ଭବ ହୋଇ ପାରି ନଥିବା ଦୀପକ କହିଛନ୍ତି।

ସୂଚନାଯୋଗ୍ୟ ,ସମ୍ପ୍ରତି ବିଦ୍ରୋହୀ ବିଧାୟକମାନେ ଗୋଆରେ ଥିବାବେଳେ କେବଳ ଏକନାଥ ସିନ୍ଧେ ରାଜ୍ୟରେ ସରକାର ଗଠନ ଲାଗି ଆଲୋଚନା ପାଇଁ ମୁମ୍ବାଇ ଆସିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟିକୁ ଟାର୍ଗେଟ କଲେ ମୋଦି

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍‌ଙ୍କ ଘରୁ ଜବତ...

ସମୀର ୱାନଖେଡେଙ୍କୁ ମିଳିଲା ଧମକ, ଆର୍ୟନ ଖାନଙ୍କ ମାମଲାର ତଦନ୍ତ ମଧ୍ୟରେ ମାଗିଲେ ସୁରକ୍ଷା

ମୁମ୍ବାଇ,୨୨।୫: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଏନସିବି ସମୀର ୱାନଖେଡେ ଏବଂ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ନିଜେ ସୂଚନା...

କେଜ୍‌ରିଓ୍ବାଲ ନେଇଛନ୍ତି ୫୦ କୋଟି: କନ୍‌ମ୍ୟାନ୍‌ ସୁକେଶ

ନୂଆଦିଲ୍ଲୀ,୬।୧୧: ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ସଜା କାଟୁଥିବା କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ଶନିବାର ଆଉ ଏକ ଚିଠି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭା...

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ପ୍ରିୟଙ୍କା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୯।୪: ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର...

ପ୍ରୟାଗରାଜରେ ବିଷାକ୍ତ ମଦ ପିଇ ଚାଲିଗଲା ୬ ଜଣଙ୍କ ଜୀବନ

ପ୍ରୟାଗରାଜ, ୨୧।୧୧-ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ ଅନ୍ତର୍ଗତ ଫୁଲପୁରରେ ବିଷାକ୍ତ ମଦ ୬ ଜୀବନ ନେଇଛି। ଶୁକ୍ରବାର ରାତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ଦୁଇଜଣଙ୍କ...

ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ମହୀଶୂର, ୧୪।୨: ବଲିଉଡ୍‌ ଆଇଟମ୍‌ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ...

୮୫ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

Advertisement
Archives

Model This Week