ପୋଲିସର ଆକ୍ରୋଶ: ଖବରଦାତାଙ୍କ ଗୋଡ଼ରେ ବେଡ଼ି
ବାଲେଶ୍ୱର ଅଫିସ/ସଜନାଗଡ଼, ୮ା୪(ଡି.ଏନ.ଏ.): ପୋଲିସ ବର୍ବରତାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ସମ୍ବାଦ ଖବରଦାତା ଲୋକନାଥ ଦଳେଇଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ…
ସଂସାରଫଳ ପଞ୍ଚାୟତରେ ପାନୀୟ ଜଳ ଉତ୍କଟ
ପଟ୍ଟାମୁଣ୍ଡାଇ,୮ା୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଠିକାଦାରଙ୍କ…
ନାହିଁ ନାହିଁର ଗାଁ ଭଣ୍ଡାରିଗଡ଼ିଆ
କୋରେଇ,୮ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ୧୪ ନଂ. ୱାର୍ଡର ଭଣ୍ଡାରୀଗଡ଼ିଆ ଗାଁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିଲେ ହେଁ ଗାଁର ବିକାଶ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ…
‘ଆହୁରି ୧୫ ବର୍ଷ ବଞ୍ଚିବି’
ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋର ବୟସ ଏବେ ପ୍ରାୟ ୮୭…
ଚକ୍ରାନ୍ତକାରୀଙ୍କ କବ୍ଜାରେ ଗୋରେଖନାଥ ପୀଠ
ରଘୁନାଥପୁର,୮ା୪(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗରେ ବାହାରେ ଥିବା ଦୋକାନୀ ଅଧିକ ମୂଲ୍ୟରେ ଭୋଗ ବିକ୍ରିକରି ମୁନାଫା ଉଠାଉଛନ୍ତି ବୋଲି…
ଉତ୍ପାଦିତ ଛତୁ ପାଇଁ ମଣ୍ଡିର ଅଭାବ
କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର ଅଭାବ ଦେଖାଇ ଚାଷକୁ ବନ୍ଦ କରିବାକୁ ବସିଛନ୍ତି। ଗୋଟିଏ ପରିବାର ମାସିକ ଅନୂ୍ୟନ ୭…
ଦୁଇ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ୱର,୮।୪ (ବ୍ୟୁରୋ): ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ୬.୮୧ କୋଟି ସବ୍ସିଡି ଟଙ୍କା ହଡ଼ପ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଏମ୍/ଏସ୍ ଶୀତଲ ଏଗ୍ରୋ ଇନ୍ପୁଟ୍ସ…
‘ଯଦି ରହିବାର ଅଛି ରୁହ, ନଚେତ୍ ଯାଅ’
ଲକ୍ଷ୍ନୌ,୮।୪: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ଚର୍ଚ୍ଚା ହେଉଛି ଶିବପାଲ ଏସ୍ପି ଛାଡି ଭାଜପାରେ ଯୋଗ ଦେବେ। ଏବେ ଅଖିଳେଶ ମଧ୍ୟ ସୂଚାଇ ଦେଇଛନ୍ତି, ଯଦି ଦାଦା…
ଘରୁ ମିଳିଲା ନଗଦ ୨ କୋଟି ଟଙ୍କା, ୨୦ ସୁନା ବିସ୍କୁଟ୍
ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଗୁରୁବାର ଭୁବନେଶ୍ୱର ଆଇଗିଣିଆଠାରେ ଥିବା ଟାଟା…
ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ ଗିରଫ
କଟକ ଅଫିସ,୮ା୪: ହତ୍ୟା ମାମଲାରେ ଫେରାର ଥିବା ତେଲଙ୍ଗାନାର ମୋଷ୍ଟ ଓ୍ବାଣ୍ଟେଡ୍ ଉମର ଫାରୁକ୍ଙ୍କୁ କଟକ ରେଳ ଷ୍ଟେଶନରେ ଟ୍ରେନ୍ ଭିତରୁ ବୁଧବାର ରାତିରେ ରେଳବାଇ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ତେଲଙ୍ଗାନାରୁ ଆସିଥିବା ସ୍ବତନ୍ତ୍ର ପୋଲିସକୁ ଗୁରୁବାର ହସ୍ତାନ୍ତର…
ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଅନୁମତି
ଭୁବନେଶ୍ୱର,୮ା୪(ବ୍ୟୁରୋ): ବିଦ୍ୟୁତ୍ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ…
କଥା ହୁଅନ୍ତି ଛତୁ
ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ କରନ୍ତି।…
Archives


