Home

ବୈଷୟିକ ତ୍ରୁଟି ଦର୍ଶାଇ ଶୁଣାଣି କଲେନି ଖଣ୍ଡପୀଠ

ନୂଆଦିଲ୍ଲୀ/ ଭୁବନେଶ୍ୱର(ବ୍ୟୁରୋ),୧ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟ ଗତ ୯ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଏକାଧିକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବାକୁ ଥିଲା। ହେଲେ ଏହି ମାମଲାରେ ଟେକ୍ନିକାଲ ଡିଫିକଲ୍ଟି(ବୈଷୟିକ ତ୍ରୁଟି) ଥିବା ଦର୍ଶାଇ ଜଷ୍ଟିସ୍‌…

ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୧%କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହି ବର୍ଷ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ସରକାରୀ ଭାବେ ଆକଳନ କରାଯାଇଥିବାବେଳେ ତାହାଠାରୁ କମ୍‌ ହୋଇଛି। ଏପରିକି…

ମିଲର୍ସଙ୍କ ମର୍ଜିରେ ମଣ୍ଡି

ବରଗଡ଼ ଅଫିସ୍‌,୧ା୬: ଦିନକ ପରେ ବରଗଡ଼ ଜିଲାରେ ରବିଧାନ ସଂଗ୍ରହକୁ ତିନି ସପ୍ତାହ ବିତିବ। ହେଲେ ଏଠାରେ ଧାନବିକ୍ରିକୁ ନେଇ ଦେଖାଯାଇଥିବା ଅବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ଧାନବିକ୍ରିରେ ଟୋକନ କଟକଣା ବାଧକ ସାଜିଛି। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଟୋକନରେ ତ୍ରୁଟି…

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିବା ପରେ ହୋଟେଲ…

ଦେଶରେ ବଡ ଉଦ୍ୟୋଗରେ ପରିଣତ ହୋଇଛି ଶିକ୍ଷା, ଶିକ୍ଷାର୍ଥୀ ଯାଉଛନ୍ତି ୟୁକ୍ରେନ୍‌, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୩୧।୫ : ଶିକ୍ଷା ଦେଶରେ ଏକ ବଡ ଉଦ୍ୟୋଗରେ ପରିଣତ ହୋଇଛି। ଏହି କାରଣରୁ, ଶିକ୍ଷା ବ୍ୟୟ ବହୁଳ ହେବାରେ ଲାଗିଛି। ଫଳରେ ଯେଉଁ ଶିକ୍ଷାର୍ଥୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ…

କଂଗ୍ରେସ ସହିତ ବୁଡ଼ିବାକୁ ଚାହେଁନା, ପିକେଙ୍କ ମନ୍ତବ୍ୟ…

ବୈଶାଳୀ, ୩୧।୫ : କିଛି ଦିନ ତଳେ କଂଗ୍ରେସରେ ଯୋଗଦେବାକୁ ଆସିଥିବା ଏବଂ ଦଳର ସଫଳତା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ)ଙ୍କ ମନ୍ତବ୍ୟରେ ଏବେ ୟୁଟର୍ନ ଦେଖିବାକୁ ମିଳିଛି। ପିକେ କହିଛନ୍ତି ଯେ, କଂଗ୍ରେସ…

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ ଏବଂ ଶରଦଙ୍କୁ ଗିରଫ କରାଯାଇଛି। ଉଭୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଶାର୍ପ ସୁଟର ଏବଂ…

ଧୂମପାନ ବୟସ ୨୧କୁ ବୃଦ୍ଧି ହେଉ, ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ…

ନୂଆଦିଲ୍ଲୀ, ୩୧।୫ : ଧୂମପାନ ବୟସ ୨୧କୁ ବୃଦ୍ଧି ହେଉ। ଏହା ସହିତ ଖୋଲା ସିଗାରେଟ୍‌ ବିକ୍ରିକୁ ନିଷେଧ କରାଯାଉ। ଏନେଇ ଏକ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଉ…

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ମ୍ୟାଚ୍‌ ୪-୪ ମ୍ୟାଚ ଡ୍ର ରହିଛି। ଏହି ମ୍ୟାଚ ଜିତିଥିଲେ ଭାରତ ଫାଇନାଲରେ…

ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପ୍ରିମିୟମକୁ ବଢ଼ାଇ ଦେଇଥିବା ନେଇ…

ବ୍ରଜରାଜନଗର ଉପନିର୍ବାଚନ: ୭୨% ମତଦାନ

ଭୁବନେଶ୍ୱର,୩୧।୫(ବ୍ୟୁରୋ)-ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଭିଏମ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି । ତେବେ ଅପରାହ୍ନ ୫ଟା ସୁଦ୍ଧା ମତଦାନ ୬୯ ପ୍ରତିଶତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଲୋକ ସଭା ଉପ-ନିର୍ବାଚନ, ଆଜମ୍‌ଗଡ଼ରୁ ଲଢ଼ିପାରନ୍ତି ଡିମ୍ପଲ !…

ଲକ୍ଷ୍ନୌ, ୩୧।୫ : ଲୋକ ସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଆଜମଗଡ ଆସନରୁ ଡିମ୍ପଲ ଯାଦବ ପ୍ରାର୍ଥୀ ହେବେ। ସୂତ୍ରରୁ ପ୍ରକାଶ ଯେ ଦଳର କାର୍ଯ୍ୟନିର୍ବାହୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଆଜମଗଡ ଜିଲାର ସମସ୍ତ ଦଶଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri