Home

ଦେବଦୂତ ପାଲଟିଲେ ସେନା, ପାଣି କାଦୁଅରୁ ୫ ଜଣ ଜୀବନ୍ତ ଉଦ୍ଧାର

ଜମ୍ମୁ/ଶ୍ରୀନଗର,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବା ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା । ଫଳରେ ମାଟି କାଦୁଅରେ ଅନେକ ଲୋକ ପୋତିହୋଇ ପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ…

ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ, କହିଲେ ହାଇକୋର୍ଟ…

ଚେନ୍ନାଇ, ୯।୭ :ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ବିଚାରପତି ପି.ଏନ୍‌. ପ୍ରକାଶ ଏବଂ ଆର୍‌.ହେମଲତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ…

ସିରିଜ୍‌ ଜିତିଲା ଭାରତ…

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍‌ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା ସହିତ ଭାରତ ୨ ଓ୍ବିକେଟରେ ବିଜୟ ଲାଭ କରି ୩ ଟି ମ୍ୟାଚରୁ ୨…

ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୯ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ। ଏକ ବନ୍ଦ କୋଠରିରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳର ଏକ ବନ୍ଦ ଘରୁ ପୋଲିସ ଏହି ମୃତଦେହ ଜବତ କରିଛି। ମୃତ ଛାତ୍ର ଜଣଙ୍କ ହେଲେ…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦୁଝର,୯ା୭(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ରଇଦାସ ମାଝିଙ୍କ ପୁଅ କମଳାକାନ୍ତ(୩୨)ଶନିବାର ଅପରାହ୍ନରେ ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ଜୀବନ ଚାଲିଯାଇଛି। ସେ ବିଲରୁ କାମ ସାରି ସାଇକେଲରେ ଘରକୁ ଫେରୁଥିଲେ।…

ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀର ପଟିଆ

ଭୁବନେଶ୍ୱର,୯।୭(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସର୍ବାଧିକ ୨୨୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାତ୍ର ୯ ଦିନ ଭିତରେ ସହରରୁ ୧୪ଶହ ୨୨ଜଣ ସଂକ୍ରମିତ ବାହାରି ସାରିଲେଣି। ଚିହ୍ନଟ ହେଉଥିବା ସମସ୍ତ ସଂକ୍ରମିତ ସ୍ଥାନୀୟ ଲୋକ ହୋଇଥିବାରୁ ଚିନ୍ତା…

ମହାପ୍ରଭୁଙ୍କ ବାହୁଡ଼ା: ସିଂହଦ୍ୱାର ସମ୍ମୁଖରେ ତିନି ରଥ

ପୁରୀ ଅଫିସ,୯।୭: ବାହୁଡ଼ିଲେ ତିନିଠାକୁର। ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଶନିବାର ସନ୍ଧ୍ୟାରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନ୍ମବେଦୀର ଲୀଳା ସାରି ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ…

ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର

ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍‌ ସେଣ୍ଟର। ସେ ଯେଉଁଠିକି ବି ଯାଆନ୍ତି ଲୋକେ ତାଙ୍କୁ ବୁଲି ବୁଲି ଚାହାନ୍ତି। କାରଣ କେବଳ…

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍‌ …

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ ବର୍ମିଂହାମ୍‌ରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ…

ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡରେ ଟାଣି ଟାଣି ନେଇ ଶ୍ରୀ ବଳଦେବଜୀଉ ମନ୍ଦିର…

ଖେଳାଳିଙ୍କ ନାଁ ଭୁଲିଗଲେ ରୋହିତ ଶର୍ମା

ବର୍ମିଂହାମ,୯।୭: ଖେଳାଳିଙ୍କ ନାଁ ଭୁଲିଗଲେ ଅଧିନାୟକ ରୋହିତ ଶର୍ମା। ଶନିବାର ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ର ଟସ୍‌ ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ୍‌ ଜିତିଥିଲେ। ସେ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୧,୨୯୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?