ନାଗସାପକୁ ଅଟକାଇଲା ପୋଷା କୁକୁର
କୋକସରା,୯ା୭(ଡି.ଏନ୍.ଏ.): ପୋଷା କୁକୁରଟିଏ ଦେଖାଇଛି ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ। ସକାଳୁ ମାଲିକ ଘରକୁ ଏକ ନାଗସାପ ପଶି ଆସୁଥିବା ଦେଖି ଅଧାବାଟରେ ସାପକୁ ଅଟକାଇଥିଲା ପୋଷା କୁକୁର। କୁକୁର ଭୁକିବା ପରେ ପରିବାର ଲୋକେ ଆସି ଏକ ନାଗସାପ…
ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…
ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ଟୁଇଟ କରି କହିଛନ୍ତି ଯେ ଭାଜପା ସରକାରଙ୍କ ଶାସନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୭…
ପ୍ରଥମେ ବ୍ୟାଟିଂ କରିବ ଭାରତ
ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରକାଶ ଯେ, ୩ ମ୍ୟାଚ…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…
କଲମ୍ବୋ, ୯।୭ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ୱିକ୍ରେମସିଙ୍ଘେଙ୍କୁ ଇସ୍ତଫା ଦେବାକୁ ପଡଛି। ୱିକ୍ରେମସିଙ୍ଘେ ୧୨ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ…
ଗର୍ଭବତୀ ଥାଇ ବି ଶୁଟିଂ ସେଟ୍ରେ ଫାଇଟ୍ ସିନ୍ କରୁଛନ୍ତି ଆଲିଆ
ମୁମ୍ବାଇ: ଗର୍ଭଧାରଣ ସମୟକୁ ଉପଭୋଗ କରିବା ପରିବର୍ତ୍ତେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଜୋର୍ଦାର୍ ଅଭିନୟ କରୁଛନ୍ତି। ନିକଟରେ ଆଲିଆ ହଲିଉଡ୍ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ଶୁଟିଂ ଶେଷ କରିଥିଲେ। ଶୁଟିଂ ଶେଷରେ ଆଲିଆ ‘ଓ୍ବାଣ୍ଡର ଓମ୍ୟାନ’…
ଖିଲାଡି କିଙ୍ଗ୍ଙ୍କ ନୂଆ ନାୟିକା
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ କାମ। ଚଳଚ୍ଚିତ୍ର ‘ମିଶନ ସିଣ୍ଡ୍ରେଲା’ରେ ସେ ବଲିଉଡ୍ରେ ପାଦ ରଖିବାକୁ ଯାଉଥିବା ଜଣାପଡ଼ିଛି। ନିଜର…
ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା
ଆନନ୍ଦପୁର,୯ା୭(ସ୍ବ.ପ୍ର.): ଆନନ୍ଦପୁରର ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ନୀତିକାନ୍ତି ପୂର୍ବକ ଶେଷ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଉପଲକ୍ଷେ ମାଉସୀ ମା’ ମନ୍ଦିରରେ ସମସ୍ତ ଦେବନୀତି ସମ୍ପନ୍ନ କରାଯାଇଥିଲା। ପରେ ପହଣ୍ଡି ବିଜେ କାର୍ଯ୍ୟ ଯଥାବିଧି ଶେଷ ହେବା ପରେ ଛେରାପହଁରା…
ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ
ରାୟଗଡ଼ା ଅଫିସ,୯ା୭: ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
ଦିଲ୍ଲୀ ନଗର ନିଗମ ଓ୍ବାର୍ଡର ପରସିମନ ପାଇଁ ୩ ଜଣିଆ କମିଟି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ…
ନୂଆଦିଲ୍ଲୀ, ୯।୭ : ଦିଲ୍ଲୀର ନଗର ନିଗମ ୱାର୍ଡର ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ…
୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ
ବର୍ମିଂହାମ,୯।୭: ଭାରତୀୟ ଟିମ୍ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପ୍ରମୁଖ ଦଳକୁ…
ମମିତା ମେହର ହତ୍ୟା ମାମଲା: ଜେଲ୍ରୁ ବାହାରିଲେ ଗୋବିନ୍ଦ
ବଲାଙ୍ଗୀର ଅଫିସ,୯ା୭: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶନିବାର କଣ୍ଟାବାଞ୍ଜି ଜେଲରୁ ବାହାରିଛନ୍ତି। ତାଙ୍କୁ ଏହି ମାମଲାରେ ଶୁକ୍ରବାର ୧୪ ଦିନର ଅନ୍ତରୀଣ ଜାମିନ ମିଳିଥିଲା। ଆଜି ସେ ଜେଲରୁ ମୁକୁଳିଥିବା ବେଳେ…
ଆଫଗାନିସ୍ତାନରେ ପ୍ରବଳ ବନ୍ୟା, ଗୋଟିଏ ପରିବାରର ୮ ମୃତ
କାବୁଲ,୯ା୭: ପ୍ରବଳ ବର୍ଷା ଯୋଗୁ ପୂର୍ବ ଆଫଗାନିସ୍ତାନରେ ବନ୍ୟା ଆସିଛି। ଫଳରେ ଦେଶର ପୂର୍ବ ନୁରିସ୍ତାନ ପ୍ରାନ୍ତରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଶନିବାର ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନୁରିସ୍ତାନ ରାଜ୍ୟ…

