Home

୫୦ ଲକ୍ଷରୁ ଅଧିକ ସାଜିଲେଣି ଶରଣାର୍ଥୀ, ଜାତିସଂଘ ରିପୋର୍ଟ…

ଜେନେଭା, ୧୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପଡ଼ୋଶୀ ଦେଶରେ ଶାରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ସାଜିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୪ ପରେ ରୁଷିଆ ଆକ୍ରମଣ…

୫ ବର୍ଷ ପରେ ‘ଗୋଲ୍ଡେନ୍‌ ଡକ୍‌’ରେ ଆଉଟ୍‌

ମୁମ୍ବାଇ,୧୯।୪: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଏକ ସମୟରେ ‘ରନ୍‌ ମେସିନ’ ଭାବେ ପରିଚିତ ଏହି କ୍ରିକେଟର ଲଗାତାର ଭାବେ ବ୍ୟାଟିଂରେ ଫେଲ୍‌ ହେଉଛନ୍ତି।…

ପ୍ଲେସିସିଙ୍କ ବିସ୍ଫୋରକ ବ୍ୟାଟିଂ, ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୨…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ…

ଜାହାଙ୍ଗୀରପୁରୀ ମାମଲା, ୫ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ…

ନୂଆଦିଲ୍ଲୀ, ୧୯।୪ : ଦିଲ୍ଲୀର ଜାହାଙ୍ଗୀରପୁରୀଠାରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହୋଇଥିବା ହିଂସା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ)ଲାଗୁ କରାଯାଇଛି। ୫ ଜଣଙ୍କ…

ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବାକୁ ମନା କରିଦେଲେ ଏହି ସାଉଥ୍‌ ସୁପରଷ୍ଟାର

ବମ୍ବେ: ପୁଷ୍ପା ଫିଲ୍ମ ଜରିଆରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଲ୍ଲୁ ଅର୍ଜୁନ ପୁଣି ଚର୍ଚ୍ଚାରେ। ଏହା ପଛର କାରଣ ଜାଣିଲେ ଆପଣ ତାଙ୍କ ଉପରେ ଗର୍ବ କରିପାରନ୍ତି। ନିକଟରେ ତାଙ୍କୁ ଏକ ତମାଖୁ ବ୍ରାଣ୍ଡj ବିଜ୍ଞାପନ କରିବାକୁ ଅଫର୍‌…

ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ ଆହ୍ବାନ…

ନୂଆଦିଲ୍ଲୀ, ୧୯।୪ : ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲରେ ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତୀୟ ସେନାର ପ୍ରଥମ ବ୍ୟକ୍ତି ଯିଏ ଇଞ୍ଜିନିୟର୍ସ କର୍ପସରୁ ଆସିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷରୁ ଅଧିକ…

ଗାଡ଼ିରେ ବସିବା ପରେ ‘କାହିଁକି କେହି କାନ୍ଦୁନ’ ବୋଲି ପଚାରିଲେ ବଧୂ; ଜବାବ ଶୁଣି…

ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏରୁ ବଳି ଆରେକ ମଜାଦାର ଭିଡିଓ ଭାଇରାଲ ମଧ୍ୟ ହେଉଛି। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଭାବବିହ୍ବଳ କରୁଛି। ତେବେ ସେଭଳି ଏକ…

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼ ଅଫିସ,୧୯।୪- ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ…

ଟସ୍‌ ଜିତିଲା ଏଲ୍‌ଏସ୍‌ଜି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ…

‘ମୁଁ ରଣବୀର, ଆଲିଆଙ୍କ ସ୍ବାମୀ, ମୋର ସବୁ ଶାଳୀଙ୍କୁ ୧୨ ଲକ୍ଷ ଦେବି’

ବମ୍ବେ: ନିକଟରେ ହାତକୁ ଦୁଇହାତ ହୋଇଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ। ଏହି ହାଇପ୍ରୋଫାଇଲ ବିବାହର ଫଟୋଗୁଡ଼ିକୁ ପରିବାରଲୋକେ ଧିରେ ଧିରେ ଶେୟାର କରୁଛନ୍ତି। ସେଥିରୁ କିଛି ବେଶ ଚର୍ଚ୍ଚାରେ ରହୁଛି। ସେଭଳି ଗୋଟିଏ ଫଟୋ ଏବେ ଚର୍ଚ୍ଚାରେ। ଫଟୋଟିରେ ଶାଳୀମାନଙ୍କ ଗହଣରେ…

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି। ଏହି…

ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri