Home

ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା ପରେ ସେଠାରେ ବୁଲଡୋଜର ଚାଲିବା ଲାଗି ନିଷ୍ପତ୍ତି ହୋଇଥିଲା। ବେଆଇନ ନିର୍ମାଣକୁ ହଟାଇବା ଲାଗି…

ଫିଲ୍ମ ନିର୍ଦ୍ଦେଶକ ଟି ରାମା ରାଓଙ୍କ ପରଲୋକ…

ଚେନ୍ନାଇ, ୨୦।୪ : ଅମିତାଭ ବଚ୍ଚନଙ୍କ ସୁପର ହିଟ ଫିଲ୍ମ ନ୍‌ ‘ଅନ୍ଧା କାନୁନ’ ଏବଂ ହିନ୍ଦୀ ସିନେମାର ପ୍ରସିଦ୍ଧ ବାୟୋପିକ ‘ନାଚେ ମାୟୁରୀ’ ନିର୍ମାଣ କରିଥିବା ନିର୍ଦ୍ଦେଶକ ଟି ରାମା ରାଓଙ୍କ ଚେନ୍ନାଇଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ…

ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ କରିବାକୁ…

ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍‌କୁ ଦେବ ସାମରିକ ସହାୟତା ପ୍ୟାକେଜ …

ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ ଦିନକୁ ଦିନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ଆମେରିକା ଏବଂ ଅନ୍ୟାନ୍ୟ ବଡ…

ନିଦ ହେଲା ଶେଷନିଦ୍ରା, ଝୁମ୍ପୁଡ଼ି ଘରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ…

ଲୁଧିଆନା, ୨୦।୪ : ପଞ୍ଜାବର ଲୁଧିଆନାରେ ଦୁଃଖଦାୟକ ଘଟଣା ଘଟିଛି। ଏକ ଝୁମ୍ପୁଡ଼ି ଘରେ ନିଆ ଲାଗି ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନଙ୍କର ନିଦ ହେଲା ଶେଷନିଦ୍ରା ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୬୭ ରେ ପହଞ୍ଚିଛି। ସେହିପରି ଗତ…

ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୮୨ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୨୦…

ଏଲ୍‌ଓସିରେ ଆତଙ୍କବାଦୀ ପୁଣି ସକ୍ରିୟ, ଅସ୍ତ୍ର ବିରତି ସମୟରେ ଲଞ୍ଚ୍‌ ପ୍ୟାଡ୍‌ ସୁଦୃଢ଼ କରିଛି ପାକିସ୍ତାନ…

ନୂଆଦିଲ୍ଲୀ, ୧୯।୪ : ଜମ୍ମୁ- କଶ୍ମୀର ର ଲାଇନ ଅଫ କଣ୍ଟ୍ରୋଲ ଏଲ୍‌ଓସି) ରେ ପୁଣି ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟ ନିକଟରେ ଅବସ୍ଥିତ ଲଞ୍ଚ୍‌ ପ୍ୟାଡ୍‌ରେ ଏବେ ୬୦ ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି।…

ସାଙ୍ଗମାନଙ୍କ ସହ ଶ୍ରେଣୀଗୃହରେ ବସି ପାଠପଢ଼ିଲେ ସିଏମ୍‌ସି ଡେପୁଟି ମେୟର

କଟକ ଅଫିସ,୧୯ା୪- କଟକ ମହାନଗର ନିଗମ(ସିଏମ୍‌ସି) ଡେପୁଟି ମେୟର ଦମୟନ୍ତୀ ମାଝି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ.କମ ଦ୍ୱିତୀୟ ବର୍ଷର ଛାତ୍ରୀ। ସାଧାରଣ ଯୁବତୀରୁ ଡେପୁଟି ମେୟର ହେବା ପରେ ତାଙ୍କ ଜୀବନଶୈଳୀ ବଦଳିଛି। ମଙ୍ଗଳବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବସି…

ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼…

କଲମ୍ବୋ, ୧୯।୪ : ଋଣଗ୍ରସ୍ତ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ଲୋକେ ଏକଜୁଟ ହୋଇ ସରକଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ମଙ୍ଗଳବାର କେତେକ ପ୍ରଦର୍ଶନକାରୀ ରାମବୁକାନାଠାରେ ହାଇଓ୍ବେ ଅବରୋଧ କରିଥିଲେ। ସେମାନେ ସରକାର ବିରୋଧୀ ସ୍ଲୋଗାନ…

ରାଜ୍ୟରେ ରେକର୍ଡ କଲା ତାତି: ଆଜି ୪୪.୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

‘କାର୍ତ୍ତିକଙ୍କ ବୟସ ଦେଖ ନାହିଁ, ଖେଳ ଦେଖ’

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୨ରେ ଦମ୍‌ଦାର ଫର୍ମରେ ନଜର ଆସୁଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ୍‌ ଏଯାବତ ୬ ମ୍ୟାଚ୍‌ ଖେଳିଥିବା ବେଳେ ୧୯୭ ରନ୍‌ କରିଛନ୍ତି। ତାଙ୍କର ହାରାହାରି ୧୯୭ ଏବଂ ୨୦୯.୫୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri