Home

ମାଓବାଦୀ ଗଡ଼ରେ ସଡ଼କ ନିର୍ମାଣ, ଖୁସିରେ ନାଚୁଛନ୍ତି ଛୋଟପିଲା, ସୋସିଆଲ ମିଡ଼ିଆରେ ଭାଇରାଲ…

ବସ୍ତର, ୪।୬ : ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଅନେକ ଥର ଟେଣ୍ଡର ନେବା ପରେ ମଧ୍ୟ କଣ୍ଟ୍ରାକ୍ଟରମାନେ ମିଳନ୍ତି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା…

ମାତ୍ର ୮ ରନ୍‌ରେ ଅଲଆଉଟ୍‌; ୭ ବଲ୍‌ରେ ମ୍ୟାଚ୍‌ ଜିତିନେଲା ବିରୋଧୀ ଟିମ୍‌

ନୂଆଦିଲ୍ଲୀ,୪।୬: ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌। ୭ ବଲ୍‌ରେ ବିରୋଧୀ ଟିମ୍‌ ଜିତିନେଲା ମ୍ୟାଚ୍‌। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଅଣ୍ଡର ୧୯ ମହିଳା ବିଶ୍ୱକପ୍‌ର ଏସିଆ ଯୋଗ୍ୟତା ପର୍ଯ୍ୟାୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ…

ଦୀର୍ଘଦିନ ପରେ ସୋସିଆଲ ମିଡିଆକୁ ଫେରିଲେ କାଜଲ

ମୁମ୍ବାଇ: ଆଜିକାଲି କାଜଲ ଅଗ୍ରଓ୍ବାଲ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି। ଦୀର୍ଘଦିନ ପରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ସୁନ୍ଦର ହସ ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଏହି ଫଟୋରେ ଲକ୍ଷ ଲକ୍ଷ…

ରବିବାର ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର,୪।୬(ବ୍ୟୁରୋ): ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନୂଆ ମନ୍ତ୍ରୀମାନେ ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଶପଥ ନେବେ। ଏଥିଲାଗି ରାଜଭବନ କପ୍‌ଭେନ୍‌ସନ ହଲ୍‌କୁ ପ୍ରସ୍ତୁତ କରାଯାଉଛି। ତେବେ ନୂଆ ମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ବଢ଼ୁଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ…

ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…

ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ ସୀମାଠାରୁ ଅଧିକ ଥିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରେତାମାନେ ଭାରତର ଚା’କୁ ଫେରସ୍ତ କରିଛନ୍ତି।…

ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ ନିଆଁ ଲାଗିଯାଇଥିଲା । ଫଳରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ପୋଡି ପାଉଁଶ…

୨୦ ପ୍ରତିଶତ ଅଞ୍ଚଳକୁ ଫେରାଇ ନେଲା ୟୁକ୍ରେନ

କ୍ୱିଭ୍‌,୪ା୬: ୟୁକ୍ରେନ-ରୁଷିଆ ଯୁଦ୍ଧ ହେବାର ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପୂର୍ବ ୟୁକ୍ରେନ ସହରଗୁଡ଼ିକରେ ରୁଷିଆ ଏବଂ ୟୁକ୍ରେନର ସୈନ୍ୟବାହିନୀ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ୟୁକ୍ରେନ ସୈନ୍ୟମାନେ ଡୋନାବାସର ବୃହତ୍ତମ ତଥା ଗୁରୁତ୍ୱପୂର୍ଣ୍ଣ…

ନବୀନ ସରକାରଙ୍କ ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର,୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ପଠାଇଥିବାବେଳେ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ…

କେକେଙ୍କ ମୃତ୍ୟୁ ନେଇ ପ୍ରଶାସନକୁ ଦୋଷ ଦେଲେ ରାଜ୍ୟପାଳ…

କୋଲକାତା, ୪।୬ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଣ୍ଡ କହିଛନ୍ତି ଯେ ଗାୟକ କେକେଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ କହିଛନ୍ତି ଯେ ଅନେକ ଲୋକ ମୋତେ ଭିଡିଓ ପଠାଇଛନ୍ତି ଏବଂ ମୁଁ ସେହି ଭିଡିଓଗୁଡିକ ଦେଖିଛି। ଖରାପ ଆୟୋଜନ ଯୋଗୁ…

ରାଜଧାନୀରେ ଲଗାଯିବ ୫୦୦ ତ୍ରିରଙ୍ଗା…

ନୂଆଦିଲ୍ଲୀ, ୪।୬ : ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ। ତ୍ରିରଙ୍ଗାର ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ। କେଜ୍ରିୱାଲ କହିଛନ୍ତି…

ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍‌ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ରାଜ୍ୟ ସଭା ଆସନ ପାଇଁ…

ମହିଳାଙ୍କୁ ଦଳିଦେଲା ହାତୀ

ଖଇରା,୪ା୬(ଡି.ଏନ୍‌.ଏ.): ହାତୀ ଦଳିଦେବାରୁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ କଇଥଗଡ଼ିଆ ଗ୍ରାମର ସଜନୀ ସିଂ(୫୨) ଶନିବାର ପ୍ରାଣ ହରାଇଛନ୍ତି। ସଜନୀ ସକାଳେ ମୟୂରଭଞ୍ଜର ବଡ଼ହୁଡ଼ି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ପାଦରେ ଦଳି ଦେଇଥିଲା। ସୋର ରେଞ୍ଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri