Home

ଟୁଇଟର୍‌ କିଣିବା ପରେ ଏଲନ ମସ୍କଙ୍କ ୫ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌

ଓ୍ବାଶିଂଟନ୍‌,୨୬।୪:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଟୁଇଟର କିଣିଛନ୍ତି। ଏହି ସମୟରେ ଏଲନଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେଉଛି। ସେ ସେହି ଟୁଇଟ୍‌ରେ ଟୁଇଟର୍‌ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡିସେମ୍ବର…

୪୦ ପରେ ବି ଫିଟ୍‌

ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜ ପ୍ରତି ଅଧିକ ଧ୍ୟାନଦେବାକୁ ହୋଇଥାଏ… ଘର କାମରେ ବ୍ୟସ୍ତ ରହି ମହିଳାମାନେ ସାଧାରଣତଃ ସକାଳ ଜଳଖିଆ ଖାଇପାରନ୍ତି ନାହିଁ।…

ଏମିତି ଫ୍ରିଜ୍‌ରେ ରଖନ୍ତୁ ଜିନିଷ

ଫ୍ରିଜ୍‌ରେ କେଉଁଠି କେଉଁ ଜିନିଷ ରଖିଲେ ତାହା ଖରାପ ହୁଏ ନାହିଁ ଏକଥା ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ଫ୍ରିଜ୍‌ରେ ଥାଇ ବି ଅନେକ ଜିନିଷ ନଷ୍ଟ ହୋଇଥାଏ। ତେଣୁ ଏ ସମ୍ପର୍କରେ ଜାଣିରଖନ୍ତୁ କିଛି କଥା… ପ୍ୟାକେଟ୍‌ କିମ୍ବା ଡବା…

ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ଏହା ଦାୟିତ୍ୱ ପାଳନର ଏକ ଅବସର। ପ୍ରତିଯୋଗିତାପୂର୍ଣ୍ଣ କର୍ମକ୍ଷେତ୍ରରେ ଅଫିସ୍‌,…

ୟୁକ୍ରେନ୍‌ରେ ହିରୋ ପାଲଟିଛି ଏହି କୁକୁର

କ୍ୱିଭ୍‌,୨୬।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ ଲୋକଙ୍କ…

ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା ଏହି…

ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ ୨୯ରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ଜାମିନ ଆବେଦନ ଆଜି ଶୁଣାଣି…

ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ…

ଟୁଇଟର୍‌ରୁ ପରାଗଙ୍କୁ ବିଦା କଲେ ଦେବାକୁ ପଡିବ ମୋଟା ଅଙ୍କର ରାଶି

ଓ୍ବାଶିଂଟନ୍‌୨୬।୪: ଟୁଇଟର୍‌ର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ୪୪ ବିଲିୟନ ଡଲାରରେ ସେ ଏହାର ମାଲିକାନା ହାସଲ କରିଛନ୍ତି। ତେବେ ମସ୍କ ଟୁଇଟର୍‌କୁ କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ…

ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ସ୍ତ୍ରୀଙ୍କଠାରୁ ଅନୁମତି ନିଅନ୍ତି ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ନିକଟରେ ରିଲିଜ ହୋଇଯାଇଛି। ଫିଲ୍ମକୁ ଦର୍ଶକମାନେ ମଧ୍ୟ ପସନ୍ଦ କରୁଛନ୍ତି। ‘ଜର୍ସି’ ହେଉଛି ସାଉଥ ଫିଲ୍ମ ଜର୍ସିର ହିନ୍ଦୀ ରିମେକ। ଦକ୍ଷିଣରେ ନିର୍ମିତ ଫିଲ୍ମ ‘ଜର୍ସି’ ଜାତୀୟ ପୁରସ୍କାର ଲାଭ କରିଥିଲା।…

ବିଦ୍ୟୁତ୍‌ କାଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଧୋନୀଙ୍କ ସ୍ତ୍ରୀ

ରାଞ୍ଚି,୨୬।୨: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ବିଦ୍ୟୁତ୍‌ କାଟ୍‌ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ବିଦ୍ୟୁତ୍‌ କାଟ୍‌କୁ ନେଇ ଏକ ଟୁଇଟ କରିଛନ୍ତି। ଟୁଇଟ୍‌…

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri