Home

୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ବରଫର ପରିମାଣ ଏତେ ଥିଲା ଯେ ବୈଜ୍ଞାନିକମାନେ ଏହାକ ୁ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ୮ ପୋଲିସ ନିଲମ୍ବିତ…

ଲକ୍ଷ୍ନୌ, ୧୧।୬ : ଗୋରଖପୁରର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ବିମାନବନ୍ଦରକୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା। ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ…

ରାଷ୍ଟ୍ରପତି ନିର୍ବାଚନ ରଣନୀତି, ୨୨ ନେତାଙ୍କୁ ଚିଠି ଲେଖିଲେ ମମତା…

କୋଲକାତା, ୧୧।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ଜୁନ ୧୫ ରେ ଦିଲ୍ଲୀର ସମ୍ବିଧାନ କ୍ଲବରେ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର…

ଦିଲ୍ଲୀକୁ ପଡ଼ୋଶୀ ରାଜ୍ୟରୁ ଆସୁଛି ୭୦ ପ୍ରତିଶତ ପ୍ରଦୂଷଣ…

ନୂଆଦିଲ୍ଲୀ, ୧୧।୬ : ରାଜଧାନୀରେ ପ୍ରଦୂଷଣର ପଡୋଶୀ ରାଜ୍ୟ ହେଉଛି ମୁଖ୍ୟ କାରଣ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ୩୦ ପ୍ରତିଶତ ଦିଲ୍ଲୀରେ ଘଟିଥାଏ। ଦିଲ୍ଲୀର ପ୍ରଦୂଷଣର ୭୦…

ରୁଟି ଫିଙ୍ଗି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ବହୁତ କିଛି ଅଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିଛି ଲୋକ ଏପରି କରିଥାନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। ଏମିତି କିଛି ଭିନ୍ନ ଧରଣର କରି ରେକର୍ଡ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆଉ…

ସନ୍ୟାସ ଘୋଷଣା କଲେ ପେଜ୍‌

ନୂଆଦିଲ୍ଲୀ,୧୧।୬: ଭାରତ ସମେତ ସମଗ୍ର ବିଶ୍ୱର ଡବ୍ଲ୍ୟୁଡବ୍ଲ୍ୟୁଇ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର ସାମ୍ନାକୁ ଆସିଛି। ମହିଳା ସୁପରଷ୍ଟାର ରେସଲର ତଥା ଦୁଇଥରର ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ ପେଜ୍‌ ଅବସର ଘୋଷଣା କରିଛନ୍ତି। ଜୁଲାଇ ୭ରେ ଚୁକ୍ତିନାମା ଶେଷ ହେବା ପରେ ପେଜ୍‌…

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେଠାରେ ନିଜ ବାସସ୍ଥଳୀରେ…

ଦାମୀ କାର କିଣିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୬: କୋଲକାତା ନାଇଟ ରାଇଡର୍ସ ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକ ଦାମୀ କାର କିଣିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ସେ ସବୁଜ ରଙ୍ଗର ମର୍ସଡିଜ୍‌-ବେଞ୍ଜ କିଣିଛନ୍ତି। ଏହାର ଦାମ ୨ କୋଟି। ରସେଲ ନିଜର ଇନଷ୍ଟାଗ୍ରାମ…

ରାଣୀ ଏଲିଜାବେଥ୍‌ ବିଶ୍ୱର ସର୍ବ ପୁରାତନ ଶାସକ

ବ୍ରିଟେନ ଏବଂ କମନଓ୍ବେଲଥ ଇତିହାସରେ ଏଲିଜାବେଥ ଦ୍ୱିତୀୟ ତଥା ଦୀର୍ଘତମ ଶାସନ କରୁଥିବା ରାଣୀ ଅଟନ୍ତି। ୯୬ ବର୍ଷର ଏଲିଜାବେଥ ମଧ୍ୟ ଦୁନିଆର ସର୍ବ ପୁରାତନ ଶାସକ। ତାଙ୍କ ପୂର୍ବରୁ ଏହି ରେକର୍ଡ ରାଣୀ ଭିକ୍ଟୋରିଆଙ୍କ ନାମରେ ଥିଲା, ଯିଏ କି…

ଆଫ୍ରିକାରେ ଦରଦାମ ବୃଦ୍ଧି ସଙ୍କଟ, ଟଙ୍କା ପାଇଁ ଲୋକେ ଆଙ୍ଗୁଠି କାଟି ବିକୁଥିବା ଗୁଜବ…

ହାରାରେ, ୧୧।୬ : ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫ୍ରିକୀୟ ଦେଶ ଜିମ୍ବାୱେରେ ପରିସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଏଠାକାର ଲୋକମାନେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ଼ ବ୍ୟବସ୍ଥା…

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି। କିଛି ଲୋକ…

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ ବୋଲି ଲୋଡି ଏକ ନିର୍ଦ୍ଦେଶ ଜାରି କରିଛି। ଏହା ଉପରେ ମହାରାଷ୍ଟ୍ର ଭାଜପା ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri