Home

ଆଜି ବି ଜାରି ରହିବ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଶୁକ୍ରବାର ୨୨ଟି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର…

ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍‌ଷ୍ଟାଣ୍ଡ କାମ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି…

ସହରାଞ୍ଚଳରେ ଖୁବ୍‌ଶୀଘ୍ର ଇ-ବସ୍‌ ସେବା

ଭୁବନେଶ୍ୱର,୬ା୫(ବ୍ୟୁରୋ): ରାଜ୍ୟରେ ‘ମୋ ବସ୍‌’ ସେବା ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ସମ୍ପର୍କରେ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ସହରାଞ୍ଚଳରେ ପରିବହନ କ୍ଷେତ୍ରରେ ‘ମୋ ବସ୍‌’ ସେବା ବର୍ତ୍ତମାନ ଏକ ଅତ୍ୟାଧୁନିକ ଆରାମ…

ପକ୍ଷୀଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି

ମହାକାଳପଡ଼ା, ୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ କେତେ ସପ୍ତାହ ହେଲା ବୈଶାଖ ମାସର ଖରା ଓ ଭୀଷଣ ଗୁଳିଗୁଳି ସହ ଗରମ ଅନୁଭୂତ ହେଉଛି। ସ୍ଥାନୀୟ ଅଞ୍ଚଳରେ ନଦୀଗୁଡିକର ପାଣି ଲୁଣିଆ ହୋଇଥିବାରୁ ଖାଲ, ପାଟିଆ, ଯୋର,…

ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କାମକୁ ଆପଣେଇ ନେଉଛନ୍ତି। ରବିବାର ବିଶ୍ୱ ଶ୍ରମିକ…

କାର୍ତ୍ତିକଙ୍କୁ ଡେଟ୍‌ କରୁଛନ୍ତି କି କ୍ରିତି; ନିଜେ କଲେ ଖୁଲାସା

ବଲିଉଡର ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ ଅନ୍ୟତମ। ଏବେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। କ୍ରିତି ନିକଟରେ କାର୍ତ୍ତିକଙ୍କୁ ଡେଟ୍‌ କରୁଥିବା ନେଇ ହେଉଥିବା…

କିଣାଯିବ ୧୪ ଲକ୍ଷ ମେଟ୍ରିକ ଟନ୍‌ ରବିଧାନ

ଭୁବନେଶ୍ୱର,୬।୫(ବ୍ୟୁରୋ)ରାଜ୍ୟରେ ରବିଧାନ ସଂଗ୍ରହ ଲାଗି ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୨୦୨୧-୨୨ ବର୍ଷରେ ମୋଟ୍‌ ୧୪ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବ। ଏଥିଲାଗି ୨ଲକ୍ଷ ୫୮ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି କାର୍ଯ୍ୟରେ ୧୨୨ ସ୍ବୟଂ ସହାୟକ ଗୋଷ୍ଠୀ…

ର଼୍ୟାଗିଂରେ ସାମିଲ ଥିଲେ ଅଧ୍ୟାପକ

ବଲାଙ୍ଗୀର ଅଫିସ,୬ା୫: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ମେଡିକାଲ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାଂଘାତିକ ମୋବାଇଲ ଚାଟିଂ ଲୋକଲୋଚନକୁ ଆସିଛି। ନିଶାନ୍ତଙ୍କ ବାପା ପ୍ରଫେସର କ୍ରିଷ୍ଣ କୁମାର ଏକ ଚାଞ୍ଚଲ୍ୟକର…

ଆବଶ୍ୟକ ନ ଥାଇ ଦିଆଗଲା ୨୦ ଭାଏଲ ଆଣ୍ଟିଭେନମ୍‌

ଭୁବନେଶ୍ୱର, ୬।୫(ବ୍ୟୁରୋ): ଓଡ଼ିଶାରେ ସାପକାମୁଡ଼ା ମୃତ୍ୟୁ ବଢ଼ି ଚାଲିଥିବାରୁ ସରକାର ଚିନ୍ତାପ୍ରକଟ କରିବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଲୋକସେବା ଭବନରେ ଏ ନେଇ ବୈଠକ ବସି ଆଲୋଚନା ହୋଇଥିଲା। କିନ୍ତୁ ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା…

ଏସ୍‌ସିବି ଉନ୍ନତୀକରଣ ପାଇଁ ଅଧିକ ୯୭୪କୋଟି

କଟକ ଅଫିସ,୬।୫: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିଛି। ତେବେ ଏହାର ପୁନଃବିକାଶ ଓ ବିସ୍ତାର ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମୁଦାୟ…

ପ୍ଲାଷ୍ଟିକ, ପଲିଥିନରୁ ତିଆରି ହେଉଛି ପେଟ୍ରୋଲ

ଖୋର୍ଦ୍ଧା ଅଫିସ,୬ା୫: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳିଥାଏ। ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ରାଧାଚରଣପୁର ଗ୍ରାମର ଅଜୟ ବେହେରା। ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଅଜୟ ପ୍ଲାଷ୍ଟିକ ଓ ପଲିଥିନରୁ…

ଆଇପିଏଲ ଇତିହାସରେ ଦ୍ୱିତୀୟ

ମୁମ୍ବାଇ,୬।୫: ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ବଲ୍‌ ବୋଲିଂ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସର ୨୦ତମ ଓଭରର ଚତୁର୍ଥ ବଲ୍‌ ଉମରାନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri