Home

କେୱାଇସି ଅପଡେଟ୍‌ ଆଳରେ ଠକେଇ ଘଟଣା, ଆଉ ଜଣେ ଗିରଫ

କଟକ ଅଫିସ,୨୧ା୩: କେୱାଇସି ଅପଡେଟ୍‌ ଆଳରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟଦେବ ଜେନାଙ୍କଠାରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଠକି ନେବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ…

ଚାଇନାରେ ଓମିକ୍ରନ୍‌ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ…

ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହା ଦ୍ୱାରା ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର…

ବିକ୍ରି ପର ସେବାକୁ ଗୁରୁତ୍ୱ: ପିଏମ୍‌ଜି ମୋଟର୍ସ ମ୍ୟାନେଜିଂ ପାର୍ଟନର ମନୋରଞ୍ଜନ ଦାସ

ଇଚ୍ଛା ଥିଲା, ସ୍ବପ୍ନ ବି ଥିଲା। ଯାନବାହନ ପ୍ରତି ଦୁର୍ବଳତା ତାଙ୍କୁ ବୈଷୟିକ ବିଦ୍ୟା ଆଡ଼କୁ ଟାଣିନେଇଥିଲା। ଇଞ୍ଜିନିୟରିଂ ସାରି ସର୍ଭିସ ସେଣ୍ଟର ଓ ପରେ ଗାଡ଼ି ଶୋ’ରୁମ୍‌ ଖୋଲିଥିଲେ। ଦୁଇଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଥିବାବେଳେ ଗ୍ରାହକଙ୍କୁ ସର୍ଭିସ୍‌ ଦେବା…

ଶ୍ରୀମନ୍ଦିର ଦର୍ଶନ ନେଇ ଅବ୍ୟବସ୍ଥା

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଲୋକେ ଖରାରେ ସିଝିବା ସହ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି। ଏପରି କି ପ୍ରବଳ ଗହଳି ସାଙ୍ଗକୁ ଲମ୍ବାଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇରହୁଥିବାରୁ ଅଧୈର୍ଯ୍ୟ ହୋଇ ଠେଲାପେଲା ଲାଗୁଛନ୍ତି। ଏଥିଯୋଗୁ ବେଳେବେଳେ…

ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଏଣିକି ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ। ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ଆବେଦନର ୩୦ ଦିନ ମଧ୍ୟରେ ତଥ୍ୟ ଦେବା ବାଧ୍ୟତାମୂଳକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଆଧାର କରି ଓଡ଼ିଶା ସୂଚନା ଆୟୋଗ…

ପୁଅର ମୃତଦେହ ବୋହିନେଲେ ବାପା

ରାୟଗଡ଼ା ଅଫିସ,୨୧ା୩: ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡ଼ି। ରାୟଗଡ଼ା ସହରରେ ୯ବର୍ଷର ପୁଅ ଆକାଶର ମୃତଦେହକୁ ବାପା ସୁରଧର ବେନିଆ କାନ୍ଧରେ ଦେଢ଼ କ.ମି. ବୋହି ନେଉଥିବାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ପରିବାର ଓ ସମ୍ପର୍କୀୟମାନେ କାନ୍ଦି କାନ୍ଦି ମୃତଦେହ…

ଉତ୍ତରାଖଣ୍ଡରେ କାହା ମୁଣ୍ଡରେ ସୁନା କଳସ ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ୭ ଜଣ…

ଡେରାଡୁନ୍‌,୨୧।୩ : ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେନେଇ ସସ୍‌ପେନ୍ସ ଜାରି ରହିଛି। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ଏହାକୁ ନେଇ ଚର୍ଚ୍ଚା ଜାର ରହିଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାଜପା ବିଧାନସଭା ବିଧାୟକ ଦଳର ବୈଠକରେ…

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ୨ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ୨ଜଣ ସହଯୋଗୀ ରହିଛନ୍ତି।…

ଜଙ୍ଗଲ ରହିଲେ ପ୍ରାଣୀ ଜଗତ ବଞ୍ଚିବ

ପ୍ରକୃତି ଏବଂ ପ୍ରାଣୀ ଜଗତ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ଜଙ୍ଗଲ ଦ୍ୱାରା ବହୁବିଧ ପରିବେଶ ସୁରକ୍ଷା ସହିତ ଜଳବାୟୁ ଏବଂ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ତଥା ବିଭିନ୍ନ ଗ୍ୟାସ୍‌ର ଉପଲବ୍ଧ ପରିମାଣ ମଧ୍ୟରେ ସମନ୍ବୟ ସୃଷ୍ଟି ହୋଇଥାଏ। ତେଣୁ ଜଙ୍ଗଲର…

ବାତ୍ୟା ଅସାନୀ ପ୍ରଭାବରେ ଆଣ୍ଡାମାନରେ ପ୍ରବଳ ବର୍ଷା

ପୋର୍ଟ ବ୍ଲେୟାର,୨୧ ।୩: ବାତ୍ୟା ଅସାନୀ ପ୍ରଭାବରେ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱିପରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା…

୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ହେଉଛି ଖରା ତାତି। ରବିବାର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ ୪୧.୪ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟ ୪ ସହର ମଧ୍ୟରେ ବଲାଙ୍ଗୀର ୪୧, ଅନୁଗୋଳ…

କବିତା କହେ କବି ମନର କଥା

କବି ଜଣେ ସାଧାରଣ ମଣିଷ ନୁହନ୍ତି । ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ । ଜଣେ ସାଧାରଣ ଲୋକ ଦେଖୁଥିବା ବିଭିନ୍ନ ଜିନିଷ ଅବା ପ୍ରକୃତିକୁ କବି ଏକ ଅନ୍ୟ ଢଙ୍ଗରେ ଦେଖିଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri