ଯମୁନେତ୍ରୀ ଧାମରୁ ଫେରିବା ବେଳେ ୨ଯାତ୍ରୀଙ୍କ ମୃତ୍ୟୁ
ଡେରାଡୁନ,୧୩।୫: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା ଗତ କିଛି ଦିନରୁ ଆରମ୍ଭ ହୋଇଛି। ଯାତ୍ରା ଆରମ୍ଭରୁ କେତେକ ଯାତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଯମୁନେତ୍ରୀ ଧାମରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କ ହୃଦ୍ଘାତରେ ପରଲୋକ…
ରାତିଅଧିଆ ଢାବା-ହୋଟେଲରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ
ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଗୁରୁବାର ରାତିରେ ଜିଲାର ବିଭିନ୍ନ ଢାବା ଓ ହୋଟେଲରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରାଯାଇଛି। ଏଥିମଧ୍ୟରେ ବିଅର, ହ୍ୟୁସ୍କି, ନିବ୍ ଆଦି ବ୍ରାଣ୍ଡର…
ଆକ୍ସନ ମୁଡରେ ସ୍ବରାଷ୍ଟ ମନ୍ତ୍ରଣାଳୟ: ରାହୁଲ ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ କରିପାରେ ଏନ୍ଆଇଏ
ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରରେ କଶ୍ମୀର ପଣ୍ଡିତ ତଥା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାର୍ଯ୍ୟକରୁଥିବା ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସ୍ବରାଷ୍ଟ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ଯାଞ୍ଚ ଏନ୍ଆଇଏକୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଆସନ୍ତା ୨୧ରୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୧ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ସହିତ ଏସ୍ଓଏସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏଥିପାଇଁ ୨୦ ତାରିଖ…
କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ
ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି…
ପାଶ୍ଚାତ୍ୟ ଦେଶକୁ ପୁଟିନ୍ଙ୍କ ଆକ୍ଷେପ
ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ ଲାଗିଥିବା କଟକଣା ଦ୍ୱାରା ଉକ୍ତ ଦେଶ ନିଜେ ଗଭୀର ଭାବରେ ପ୍ରଭାବିତ ହୋଇଥିବା ପୁଟିନ୍…
ବିବାହର ୬ ବର୍ଷ ପରେ ସନ୍ତାନ ଜନ୍ମ ନ ଦେବାରୁ କୋର୍ଟ ଗଲେ ଶାଶୁ-ଶ୍ୱଶୁର
ହରିଦ୍ୱାର,୧୩ା୫: ବିବାହର ୬ ବର୍ଷ ପରେ ବୋହୂ-ପୁଅ ସନ୍ତାନ ଜନ୍ମ ନ ଦେବାରୁ ଶାଶୁ-ଶ୍ୱଶୁର କୋର୍ଟରେ ମାମଲା ରୁଜୁ କରିଛନ୍ତି। ବୋହୂ-ପୁଅଙ୍କର ସନ୍ତାନ ଜନ୍ମ ନ ହେବାରୁ ସେମାନେ ମାନସିକ ନିର୍ଯାତନା ପାଉଥିବା କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ବୃଦ୍ଧ ଦମ୍ପତି…
ଜାଡେଜାଙ୍କୁ ପ୍ରଶଂସା କଲେ ଧୋନୀ
ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ପ୍ଲେ ଅଫ୍ରୁ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍ ପଡିଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୋଲରମାନଙ୍କୁ ପ୍ରଶଂସା କରିଥିଲେ। ଏପରିକି ଆହତ…
ବିଦେଶରେ ସ୍ବଦେଶ ରୀତିନୀତି ପାଳୁଛନ୍ତି ପ୍ରିୟଙ୍କା
ମୁମ୍ବାଇ: ବିବାହ ପରଠାରୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତଠାରୁ ଦୂରରେ ଅଛନ୍ତି। ସେ ତାଙ୍କ ସ୍ବାମୀ ନିକ ଜୋନାସ୍ଙ୍କ ସହ ବର୍ଷବର୍ଷ ଧରି ବିଦେଶରେ ରହୁଛନ୍ତି। ବିବାହ ପରେ ପ୍ରିୟଙ୍କା ଭାରତରୁ ଚାଲିଯାଇଥିଲେ ମଧ୍ୟ ବିଦେଶୀ ମାଟିରେ ଭାରତର ସଂସ୍କୃତି,…
ରିକ୍ସାଚାଳକଙ୍କ ଘରେ ବିରିୟାନି ଖାଇଲେ ଆମେରିକୀୟ ମହିଳା, ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ…
ବୋଧହୁଏ, ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ‘ଅତିଥି ଦେବ ଭବ’ ଅର୍ଥାତ୍ ଅତିଥିମାନଙ୍କୁ ଭଗବାନ ପରି ଗ୍ରହଣ କରାଯାଇଥାଏ। ଆଜିକାଲି ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ମଧ୍ୟରେ ଏପରି ବିଶ୍ୱାସ ଆସିଲାଣି। ସମ୍ପ୍ରତି ମହାରାଷ୍ଟ୍ରର ଜଣେ ଅଟୋଚାଳକ ଆମେରିକୀୟ ମହିଳାଙ୍କୁ ବିରିୟାନି…
ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ
ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଚଳିତ ସିଜିନ୍ରେ ତୃତୀୟ ବିଜୟ। ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡ଼ରୁ ପୂର୍ବରୁ ବାହାରି ସାରିଛି।…
ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା: କୋର୍ଟ ପକ୍ଷରୁ ସମନ ଜାରି
ଦିଗପହଣ୍ଡି,୧୩ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ପୂର୍ବତନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ବିରୋଧରେ ୧୪/୨୧ ଅନୁଯାୟୀ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମାମଲାର ଆବେଦନକାରୀଙ୍କ ଯାଚିକା ଅନୁଯାୟୀ, ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ୍ ସାକ୍ଷ୍ୟ ଗ୍ରହଣ ପରେ ତହସିଲଦାରଙ୍କ…
Archives


