ଭାରତ ମହାସାଗରକୁ ଛୁଇଁଲା ମଧ୍ୟପ୍ରାଚ୍ୟ ଯୁଦ୍ଧ: ଲୋକେ ଭୟଭୀତ
କଲମ୍ବୋ/ନୂଆଦିଲ୍ଲୀ/ଓ୍ବାଶିଂଟନ୍,୬ା୩(ରଏଟର୍ସ/ଅଲ୍ଜଜିରା/ପିଟି):ଇସ୍ଲାମିକ୍ ସାଧାରଣତନ୍ତ୍ର ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲ୍ର ଘମାଘୋଟ ଯୁଦ୍ଧ ଜାରି ରହିଛି। ତେବେ ବର୍ତ୍ତମାନ ଏହା ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ…
ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍, ସ୍ତବ୍ଧ ହୋଇଗଲା…
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି, ତାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍ଙ୍କୁ ଆଉଟ…
ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ ଏବେ ବିଶ୍ୱକପ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଆସନ୍ତା ମହାଲଢ଼େଇରେ…
IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍ ଗଲା
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି। ତେବେ…
ଆସାମରେ ସୁଖୋଇ-୩୦ ଯୁଦ୍ଧବିମାନ ନିଖୋଜ; ରାଡାରରୁ ସମ୍ପର୍କ ବିଚ୍ଛିନ୍ନ, କ୍ରାଶ୍ ହୋଇଥିବା ସନ୍ଦେହରେ…
ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ଟ୍ରାକ୍ କରାଯାଇ ପାରିନାହିଁ। ଗୁଆହାଟୀ ପ୍ରତିରକ୍ଷା ପିଆର୍ଓଙ୍କ ସୂଚନା…
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…
କୋଲକାତା,୫।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ସମୟରେ ସେ ନିଜର ଇସ୍ତଫା…
ଭାରି ପଡ଼ିଲା ଜିଦ୍: ସଞ୍ଜୁ ସାମସନଙ୍କ ବୁଝାଇବା ସତ୍ତ୍ୱେ ମାନିଲେ ନାହିଁ ଅଭିଷେକ, ଘଟିଲା ଏମିତି
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲରେ ଯୁବ ବ୍ୟାଟର ଅଭିଷେକ ଶର୍ମା ପୁଣିଥରେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ମାତ୍ର ୭ଟି ବଲ୍ରୁ ୯ ରନ କରି ଆଉଟ ହୋଇଛନ୍ତି। ଚଳିତ ବିଶ୍ୱକପ୍ରେ ଖେଳିଥିବା ୭ଟି ଇନିଂସ…
ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୨୫୪ ରନ୍ର ବିଶାଳ ଲକ୍ଷ୍ୟ, ରଚିଲା ନୂଆ ବିଶ୍ୱ ରେକର୍ଡ!
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ର ହାଇଭୋଲଟେଜ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୫୩ ରନର ବିଶାଳ ସ୍କୋର ଛିଡ଼ା କରିଛି। ଟି-୨୦ ବିଶ୍ୱକପ…
ଭଞ୍ଜନଗରରେ ବଢୁଛି ତାତି, ଘୁମୁସର ବନଖଣ୍ଡର ୩ ଜଙ୍ଗଲରେ ନିଆଁ; ବଢିଲା ବନ ବିଭାଗର ଚିନ୍ତା
ଭଞ୍ଜନଗର,୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ୩ ଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିଲା। ସେଗୁଡିକ ହେଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ, କୁଲାଡ ଉପର ବାଗଦେବୀ ପାହାଡ ଏବଂ ଘୋଗଡ ଜଙ୍ଗଲ। ସେଥିମଧ୍ୟରୁ…
ସାମସନଙ୍କ କମାଲ: ଓ୍ବେଷ୍ଟଇଣ୍ଡିଜ ପରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚା, ଏବେ ଟାର୍ଗେଟ…
ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କ୍ରିକେଟର ନିଜର ଅର୍ଦ୍ଧଶତକ…
ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍କା! ଏବେ ATMରୁ ବାହାରିବ ଅଧା କ୍ୟାଶ୍, ରାତାରାତି ୫୦% କମାଇଲା ଲିମିଟ୍
ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍ ଡେବିଟ୍ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ ଉଠାଣ ସୀମା (Daily Cash Limit) ରେ ବଡ଼ ଧରଣର କାଟ କରିଛି।…
India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…
ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରର ସାମ୍ନା କରୁଛନ୍ତି।…
Archives


