ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। ପାସ୍ କରିଥିବା ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଯୋଗେ କହିଛନ୍ତି, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା। ପରୀକ୍ଷା ଦେଇଥିବା ସମସ୍ତ…
ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି
ନୂଆଦିଲ୍ଲୀ,୬।୭: କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍ ଆବାସ ନକଭି ବୁଧବାର ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ନକଭିଙ୍କ ସହ ଜେଡିୟୁ କୋଟାରୁ ମନ୍ତ୍ରୀ ଥିବା ଆରସିପି ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ନକଭି ଏବଂ ଆରସିପି ମଧ୍ୟ…
ହସ୍ପିଟାଲରେ ଲାଲୁଙ୍କୁ ଭେଟିଲେ ନୀତିଶ
ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତି ଚାଲିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ…
ଫାଷ୍ଟ ଡିଭିଜନରେ ମାଟ୍ରିକ୍ ପାସ କଲେ ଫୁଲବାଣୀ ବିଧାୟକ
ଫୁଲବାଣୀ ଅଫିସ, ୬।୭- ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ କରିଛନ୍ତି । ବିଧାୟକ କହଁର ବି-୧ ଗ୍ରେଡ଼ ପାଇଛନ୍ତି। ମୋଟ ୫୦୦ ମାର୍କରୁ ୩୬୪ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି, ଯାହାକି ମୋଟ ମାର୍କର ୭୨.୮…
ବାଜା ବଜାଇ ଶିନ୍ଦେଙ୍କୁ ସ୍ବାଗତ କଲେ ସ୍ତ୍ରୀ
ମୁମ୍ବାଇ,୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବାପରେ ଏକନାଥ ଶିନ୍ଦେ ପ୍ରଥମ ଥର ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁ ସଂଖ୍ୟାରେ ଲୋକ ତାଙ୍କ ଥାନେସ୍ଥିତ ଘରେ ପହଞ୍ଚି ବାଜା ବଜାଇ ସ୍ବାଗତ କରିଥିଲେ।…
ମାଟ୍ରିକ ଫାଷ୍ଟ ଡିଭିଜନରେ ପାସ କଲେ ଫୁଲବାଣୀ ବିଧାୟକ
ଫୁଲବାଣୀ ଅଫିସ, ୬।୭- ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ୍ ପାସ୍ କରିଛନ୍ତି । ବିଧାୟକ କହଁର ବି-୧ ଗ୍ରେଡ଼ ପାଇଛନ୍ତି l ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ଯାହାକି ମୋଟ…
ଭାରତୀୟ ଦଳ ଘୋଷଣା,କୋହଲିଙ୍କୁ ବିଶ୍ରାମ
ନୂଆଦିଲ୍ଲୀ,୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ଭାବରେ ଶିଖର ଧାୱନ ଏବଂ ଉପଅଧିନାୟକ ଭାବରେ ରବିନ୍ଦ୍ର ଜାଡେଜା ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରା ଏବଂ ରିଷଭ ପନ୍ତଙ୍କୁ…
ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ
ପୁରୁଷୋତ୍ତମପୁର,୬/୭(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା ବେଳେ ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ ପ୍ରତିଷ୍ଠା…
ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କିଶୋରୀ ଯୋଜନା ପୁଣି ଆରମ୍ଭ କରିବାକୁ କହିଲେ…
ନୂଆଦିଲ୍ଲୀ, ୬।୭ : ଦିିଲ୍ଲୀ ହାଇକୋର୍ଟ ସରକାରୀ ସ୍କୁଲରେ ବାଳିକାଙ୍କୁ ସାନିଟାରୀ ନାପକିନ୍ ଯୋଗାଇଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କିଶୋରୀ ଯୋଜନା ମାଧ୍ୟମରେ ଦିଲ୍ଲୀର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ଯୋଗାଣ ପୂର୍ବରୁ ଜାରି ରହିଥିଲା। ତେବେ ୨୦୨୧…
ସ୍ପାଇସ୍ ଜେଟ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…
ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି ପରେ…
ବାଲେଶ୍ୱର ଜିଲା: ଏ-୧ ଗ୍ରେଡ୍ରେ ପାସ୍ କଲେ ୧୫୦୩ ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ, ୬।୭: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡରେ ୭୨୦୧, ବି-୧ ଗ୍ରେଡରେ ୮୩୮୭, ବି-୨ ଗ୍ରେଡରେ ୬୩୮୨, ସି…
ଚାଇନାରେ ଲକ୍ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…
ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ ଜାରି ହୋଇଛି। ଏହା ଦ୍ୱାରା କୋଟିଏରୁ ଅଧିକ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହୋଇଛନ୍ତି। ବୁଧବାର…
Archives


