ଆଇପିଏଲ୍ ଇତିହାସରେ ସବୁଠୁ ବଡ଼ ରେକର୍ଡ
ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦ ରନ ଓପନିଂ ଭାଗିଦାରୀ ବାଣ୍ଟିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଉଇକେଟ ପାଇଁ ଏହା ହେଉଛି…
ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର
ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ ସେମାନଙ୍କ ନଜର ପଡିଛି। ମାଫିଆମାନେ ଅଭିନବ ଉପାୟରେ ଗଛ କାଟୁଥିବା ବେଳେ ବନ ବିଭାଗ…
ଜଳବାୟୁ ପରିବର୍ତ୍ତନର ୪ ମୁଖ୍ୟ କାରଣ, ଜାତିସଂଘ ଜାରି କଲା ରିପୋର୍ଟ…
ଜେନେଭା, ୧୯।୫ : କେଉଁ କେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ହେଉଛି ସେ ନେଇ ଜାତିସଂଘର ଏକ ସଂଗଠନ ୱାଲର୍ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟ ପ୍ରକାଶିତ…
ଜିପିଆର୍ଏସ୍ ବିନା ଖନନ: ଐତିହ୍ୟ କୀର୍ତ୍ତିରାଜି ନଷ୍ଟ
ପୁରୀ ଅଫିସ, ୧୯ା୫: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏମାର ମଠ। ଅତୀତରେ ଏହି ମଠ ପରିସରରୁ ରୁପା ଇଟା ବାହାରିଥିବାବେଳେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଖନନ ସମୟରେ ପ୍ରାଚୀନ କାଳର ପଥର ନିର୍ମିତ ସିଂହମୂର୍ତ୍ତି ବାହାରିଛି। ତେବେ…
ଦୈନିକ ମୃତ୍ୟୁ ସଂଖ୍ୟା ୧୦…
ନୂଆଦିଲ୍ଲୀ, ୧୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ପ୍ରତି ୩୦ ସେକେଣ୍ଡ୍ରେ ସବୁକିଛି ଭୁଲି ଯାଉଛନ୍ତି ଏହି ବ୍ୟକ୍ତି
ଆପଣ ନିଶ୍ଚିତ ଭାବରେ ଅମିର ଖାନ୍ଙ୍କ ଫିଲ୍ମ ‘ଗଜ୍ନୀ’କୁ ମନେ ରଖିଥିବେ। ଯେଉଁଥିରେ ତାଙ୍କ ଚରିତ୍ର ସ୍ବଳ୍ପ ସମୟର ସ୍ମୃତି ଶକ୍ତି ହରାଇଥାଏ ଏବଂ ପ୍ରତ ୫ ମିନିଟରେ ଅତୀତକୁ ଭୁଲିଯାଇଥାନ୍ତି। ବାସ୍ତବ ଜୀବନରେ କ୍ଲାଇଭ ଓ୍ବେୟାରିଙ୍ଗ୍ ନାମକ ଜଣେ ବ୍ୟକ୍ତିଙ୍କଠାରେ…
ସାଇକେଲ ଚଢ଼ି ବାହା ହେବାକୁ ଗଲେ ଶୁଭ୍ରାଂଶୁ
ଭୁବନେଶ୍ୱର, ୧୯।୫ (ବ୍ୟୁରୋ): ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। ସାମାଜିକ ବ୍ୟବସ୍ଥାକୁ ବିଗାଡି ଦେଉଛି। ଆନ୍ଦୋଳନ, ଧର୍ମଘଟର ପ୍ରଭାବ ଦରବୃଦ୍ଧି ଉପରେ ପଡୁ ନ ଥିବାବେଳେ ରାଜଧାନୀର ଯୁବକ ଶୁଭ୍ରାଂଶୁ ସାମଲ ନିଆରା…
ଗ୍ରାମାଞ୍ଚଳରେ ଟମାଟୋ ଫ୍ଲୁ’
ସାଲେପୁର,୧୯।୫(ଡି.ଏନ୍.ଏ.): ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ’ ରୋଗ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ୧୦ରୁ ଊର୍ଦ୍ଧ୍ୱ ଶିଶୁରୋଗୀ ଆସୁଛନ୍ତି। ବିଶେଷକରି ୫ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଠାରେ…
ଚନ୍ଦ୍ରର ଖଣିଜ ପଦାର୍ଥ ପ୍ରତି ଆମେରିକା-ଚାଇନାର ଲୋଭ…
ଓ୍ବାଶିଂଟନ/ବେଜିଂ, ୧୯।୫ : ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଦେଇଛନ୍ତି ଯେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ ପୃଥିବୀର ଭୂ-ରାଜନୀତି ପ୍ରଭାବିତ ହେଉଛି। ଏହାର ପ୍ରଭାବ ପୃଥିବୀ ବାହାରେ ମଧ୍ୟ ଦେଖାଯିବ। ଏହି ବିବୃତ୍ତିର…
ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା
ରାଜକନିକା, ୧୯ା୫ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ…
୧୦୦୦ ୟୁକ୍ରେନ୍ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…
ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ୧୯ ଏପ୍ରିଲରେ ରୁଷିଆର ସୈନ୍ୟମାନେ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାର ବଡ଼ ଅଞ୍ଚଳ…
ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…
ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ ଥିବା ସେମାନଙ୍କର ସନ୍ତାନଙ୍କର ଭାରତୀୟ ନାଗରିକତ୍ୱ ଦାବି କରିବାର ଅଧିକାର ରହିଛି ବୋଲି ବୁଧବାର…
Archives


