ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ବ୍ରହ୍ମପୁର ଅଫିସ,୧୫ା୭: ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ଅଟନ୍ତି। ସେ ଭୁବନେଶ୍ୱରରେ ରହୁଥିବା ବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା। ସେ ନିଜ ଘର ଗଞ୍ଜାମ ଫେରିଥିଲେ। ଗତ ୧୩ ତାରିଖରେ…
୫୬୨ ଆର୍ଆଇ ପଦବୀ ଖାଲି
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୩୨ ତହସିଲଦାର, ମୋଟ ୭୯ ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସେହିପରି ୫୬୨ ରାଜସ୍ବ ନିରୀକ୍ଷକ (ଆର୍ଆଇ) ଏବଂ ୬୧ ରାଜସ୍ବ ପରିଦର୍ଶକ ପଦବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ବଲାଙ୍ଗୀର ଜିଲାରେ ସର୍ବାଧିକ…
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ରାଜଭର
ଲକ୍ଷ୍ନୌ,୧୫।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍ବିଏସ୍ପି)ସଭାପତି ଓମ ପ୍ରକାଶ ରାଜଭର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ସେ…
ବାହୁବଳୀ ନେତାଙ୍କ ବିଧାୟକ ପଦ ବି ଗଲା
ପାଟନା,୧୫।୭: ବିହାରର ମୋକମାର ଆରଜେଡି ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହି ଦଣ୍ଡାଦେଶ ପରେ ଏବେ ତାଙ୍କ ବିଧାୟକ ପଦ ମଧ୍ୟ…
ଆଜି ପୁଣି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ
ସମ୍ବଲପୁର,୧୫ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଛି। ତେବେ ଆଜିର ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଭାଇରାଲ ହୋଇଥିବା…
ବସ୍ତିରେ ପଶିଲା ବର୍ଷାଜଳ, ଭୁଶୁଡ଼ିଲା କଲେଜ ପାଚେରି
ପିପିଲି, ୧୫ା୭: ପିପିଲି ଅଞ୍ଚଳରେ ଗୁରୁବାର ମୂଷଳ ଧାରାରେ ବର୍ଷା ହୋଇଛି। ଫଳରେ ଏନ୍ଏସି ଅନ୍ତର୍ଗତ ୨ ନମ୍ବର୍ ୱାର୍ଡର କିଛି ବସ୍ତି ଜଳମଗ୍ନ ହୋଇଥିଲା। ଖବର ପାଇ ଏନ୍ଏସି ଅଧ୍ୟକ୍ଷ ସେକ୍ ବାବୁ ଓ କାଉନସିଲର୍ ଚନ୍ଦନ ସେଠୀ ପହଞ୍ଚତ୍…
କୋହଲିଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ଅଧିନାୟକ
ଇସଲାମାବାଦ୍,୧୫।୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ସେ ଗତ ଅଢେଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଗୋଟିଏ ବି ଶତକ ମାରିପାରିନାହାନ୍ତି। ତାଙ୍କୁ ଦଳରୁ ବାଦ୍ ଦେବା ପାଇଁ କ୍ରିକେଟ୍ ବିଶେଷଜ୍ଞମାନେ ଦାବି କରିଛନ୍ତି।…
ଯାଞ୍ଚ ପ୍ରକ୍ରିୟାରେ ଅବହେଳା ସନ୍ଦେହ
ପୁରୀ ଅଫିସ,୧୫।୭: ଜାଲ୍ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍ସିଏସ୍) ମହାବିଦ୍ୟାଳୟରେ ଆଡ୍ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଜାଲ୍…
ଏନ୍ଜିଟି ନିର୍ଦ୍ଦେଶ କାର୍ଯ୍ୟକାରିତାରେ ପଛଘୁଞ୍ଚା
ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ପ୍ରଭୃତି ଗ୍ରାମରେ ଶତାଧିକ ଏକର ଜଗନ୍ନାଥ ଜମି ହରିଲୁଟ ହେଉଛି। ଏହି ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରକ୍ରେ ମାଙ୍କଡ଼ା ପଥର ଚାଲାଣ କରାଯାଉଛି।…
ଲିଜ୍ଧାରୀଙ୍କୁ ସୁରକ୍ଷା, ଲୋକେ ଦୋଷୀ
ଯାଜପୁର ଅଫିସ,୧୫ା୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କଳାପଥର ଖାଦାନ ପରେ ଏବେ ବ୍ରାହ୍ମଣୀ ନଦୀର ରାଇଚନ୍ଦା ବାଲିଘାଟରୁ ବିପୁଳ ବାଲି ଲୁଟର ପର୍ଦ୍ଦାଫାସ ହୋଇଛି। ବଳରାମପୁର-୨ ରାଜସ୍ବ ନୀରିକ୍ଷକ(ଆରଆଇ) ତାଙ୍କ ୧୫ା୧୦ା୨୦୨୧ ଓ ୨୯ା୧ା୨୦୨୨ରେ ତଦନ୍ତ ରିପୋର୍ଟରେ…
୨୦ ହଜାର ଟପିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୦୩୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୪୭ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ବର୍ଷାରେ ଚାଲିଛି ଡ୍ରେନ୍ରୁ ଆବର୍ଜନା ସଫେଇ
ଯାଜପୁର ରୋଡ,୧୫ା୭(ଡି.ଏନ.ଏ.): ବର୍ଷା ପୂର୍ବରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏବେ ବ୍ୟାସନଗର ପୌରପରିଷଦବାସୀ ଅଡୁଆରେ ପଡିଛନ୍ତି। ଏନେଇ ୧୦ା୭ା୨୦୨୧ରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ…
Archives


