ଏସ୍ପିଆଇ ପକ୍ଷରୁ ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମ
ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ରକ୍ଫେଲର ଫାଉଣ୍ଡେଶନର ସହାୟକ ସଂସ୍ଥା ସ୍ମାର୍ଟ ପାୱାର ଇଣ୍ଡିଆ (ଏସ୍ପିଆଇ) ପକ୍ଷରୁ ଓଡ଼ିଶାର ଏମ୍ଏସ୍ଏମ୍ଇ ବର୍ଗଙ୍କ ପାଇଁ ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଛି। ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ…
ଫ୍ରିଡମ ଅଏଲ ପକ୍ଷରୁ ସମ୍ମାନ ଉତ୍ସବ
କଟକ,୩ା୯: ଦେଶର ପ୍ରମୁଖ ଖାଇବାତେଲ ବିପଣନ କମ୍ପାନୀ ଫ୍ରିଡମ ଅଏଲ ଏବଂ କଟକ ମହାନଗର ନିଗମ (ସିଏମ୍ସି) ର ୪୬ନଂ. ୱାର୍ଡ, ଶିଖରପୁର ପାଠାଗାର କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଶିଖରପୁର ଉପରସାହିରେ ଏକ ସମ୍ମାନ ଉତ୍ସବ କାର୍ଯ୍ୟକ୍ରମ…
ୟୁଏନ୍ଏସ୍ଏଟିର ୨ୟ ସଂସ୍କରଣ ଖୁବ୍ଶୀଘ୍ର
ଭୁବନେଶ୍ୱର,୩ା୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବା ଟେଷ୍ଟ ପ୍ଲାଟ୍ଫର୍ମ ଅନ୍ ଏକାଡେମିର ଜାତୀୟସ୍ତରର ପରୀକ୍ଷା ‘ଅନ୍ଏକାଡେମି ନ୍ୟାଶନାଲ ସ୍କଲାରଶିପ ଆଡମିଶନ ଟେଷ୍ଟ (ୟୁଏନ୍ଏସ୍ଏଟି) ର ୨ୟ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର ୮…
ୱିଣ୍ଡଫଲ୍ ଟ୍ୟାକ୍ସ ବଢ଼ାଇଲେ ସରକାର
ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍ ପ୍ରଫିଟ୍ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫୦ ଟଙ୍କା ଏବଂ ଏଟିଏଫ୍ର ରପ୍ତାନି ଉପରେ ୯…
ସେଲ୍ର ସ୍ବତନ୍ତ୍ର ଷ୍ଟିଲ୍ରେ ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମିତ
ନୂଆଦିଲ୍ଲୀ,୩ା୯: ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦକ ତଥା ରାଷ୍ଟ୍ରାୟତ୍ତ ମହାରତ୍ନା କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେ୍ଲ)ର ସ୍ବତନ୍ତ୍ର ଷ୍ଟିଲ୍ରେ ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମିତ ହୋଇଛି ବୋଲି ସେଲ୍ ପକ୍ଷରୁ କୁହାଯାଇଛି। ଏପରିକି ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ…
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଋଷିକୁଲ୍ୟାରେ ବୁଡିଗଲେ ଯୁବକ
ପୁରୁଷୋତ୍ତମପୁର,୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଋଷିକୁଲ୍ୟା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଲାଡିଗାଁର ଗଣେଶ ମିଶ୍ରଙ୍କ ଏକମାତ୍ର…
ଅଗଷ୍ଟରେ ୪,୬୨,୫୨୩ ୟୁନିଟ୍ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୩ା୯: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଅଗଷ୍ଟ ମାସର ଗାଡ଼ି ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଗ୍ରାହକମାନଙ୍କର ସକାରାତ୍ମକ ମନୋଭାବ ଓ ଡିଲର୍ଶିପ୍ରେ ପାର୍ବଣଋତୁର ଉତ୍ସାହ ଯୋଗୁ ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀର ମୋଟ…
ଲକ୍ଷ୍ମଣ ନରସିଂହନ ଷ୍ଟାର୍ବକ୍ସର ସିଇଓ ନିଯୁକ୍ତ
ନୂଆଦିଲ୍ଲୀ,୩ା୯: ବହୁରାଷ୍ଟ୍ରୀୟ କଫି କମ୍ପାନୀ ଷ୍ଟାର୍ବକ୍ସର ନୂତନ ସିଇଓ ଭାବେ ଲକ୍ଷ୍ମଣ ନରସିଂହନଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ଲକ୍ଷ୍ମଣ ଉକ୍ତ କମ୍ପାନୀରେ ଯୋଗଦେଲେ ବି ୨୦୨୩ ଏପ୍ରିଲରେ ସେ କମ୍ପାନୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ…
୧ମ ତ୍ରୈମାସରେ ୩.୭ କୋଟି ଅଳଙ୍କାର ହଲ୍ମାର୍କ ଚିହ୍ନିତ
ନୂଆଦିଲ୍ଲୀ,୩ା୯: ଦେଶର ସୁନା ବ୍ୟବସାୟ ଓ ଗ୍ରାହକ ଠକେଇ ଘଟଣାକୁ ଗୁରୁତ୍ୱ ସହ ନେଇ ସରକାର ୨୦୨୧ ଜୁନ୍ ୧୬ରେ ସୁନା କାରବାରରେ ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଏପରିକି ସରକାରଙ୍କ ନିର୍ଦ୍ଦେଶନାମାକୁ କେନ୍ଦ୍ରୀୟ ସଂସ୍ଥା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ପକ୍ଷରୁ…
ଭାଜପାରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ
ଗୁଆହାଟୀ,୩ା୯: ବିହାରରେ ଭାଜପା ହାତଛାଡ଼ି ନୀତୀଶ କୁମାର ଆର୍ଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ ସରକାର ଗଢ଼ିଥିବାବେଳେ ମଣିପୁରରେ ତାଙ୍କ ଦଳକୁ ଶକ୍ତ ଝଟ୍କା ଲାଗିଛି। ସେଠାରେ ଜେଡିୟୁର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ପଦ୍ମ ଧରିଛନ୍ତି।…
ଟିକା ମୃତ୍ୟୁକୁ ନେଇ ବିଲ୍ ଗେଟ୍ସ, ସିରମ୍କୁ ହାଇକୋର୍ଟ ନୋଟିସ
ମୁମ୍ବାଇ, ୩ା୯: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଶୁକ୍ରବାର ନୋଟିସ ଜାରି କରି ଜବାବ ମାଗିଛନ୍ତି। ଡାକ୍ତର ଝିଅର ମୃତ୍ୟୁକୁ…
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ
ଲଣ୍ଡନ,୩ା୯: ବୋରିସ ଜନ୍ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍ ଟ୍ରସ୍ଙ୍କ…
Archives


