ବୁକର ବିଜୟିନୀ ହିଲାରି ମାଣ୍ଟେଲ୍ଙ୍କ ବିୟୋଗ
ଇଂଲଣ୍ଡ: ବୁକର୍ ପୁରସ୍କାର ବିଜୟିନୀ ହିଲାରି ମାଣ୍ଟେଲ୍ଙ୍କ ବିୟୋଗ ଗୁରୁବାର ଇଂଲଣ୍ଡରେ ଥିବା ତାଙ୍କ ବାସଭବନରେ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବହୁଲୋକପ୍ରୀୟ ପୁସ୍ତକ ‘ଓଲ୍ଫ ହଲ୍’ର ଲେଖିକା ହେଉଛନ୍ତି ହିଲାରି। ଉଚ୍ଚକୋଟିର ଲେଖନୀ ପାଇଁ ସେ ଦୁଇଥର…
ସତ ହେଲା ସନାୟାଙ୍କ ସ୍ବପ୍ନ
ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର। ଫିଲ୍ମ ‘ବେଧଡ଼କ’ ଜରିଆରେ ସନାୟା ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପିଲାବେଳର ସ୍ବପ୍ନ ସତ ହେବାକୁ ଯାଉଥିବା ସନାୟା ଏକ ସାକ୍ଷାତ୍କାରରେ…
ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଇସ୍ରୋର ସ୍ମାର୍ଟ ଲିମ୍ବ୍
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଲିମ୍ବ (ଗୋଡ଼, ହାତ) ତିଆରି କରିଛି। ସ୍ମାର୍ଟ ତଥା ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଗୋଡ଼, ହାତ ସାହାଯ୍ୟରେ ଅଙ୍ଗ ହରାଇଥିବା ବ୍ୟକ୍ତି ଅତି ସହଜରେ…
ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ
ଭୁବନେଶ୍ୱର, ୨୪ା୯(ସ୍ପୋଟର୍ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ପକ୍ଷରୁ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ସବ୍ଜୁନିୟର ବାଳକ ୫୩ କେଜି ବିଭାଗରେ ଅନୀଲ ନାୟକ (ସୁନ୍ଦରଗଡ଼) ସ୍ବର୍ଣ୍ଣ,…
ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍ ପାଇଁ ରେଫରି
ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍ ଫିଜିକାଲ ଆଣ୍ଡ୍ ଟେକ୍ନିକାଲ ଫିଟନେସ ସେମିନାର ଏବଂ ପ୍ରଥମ ଚାମ୍ପିୟନ ପ୍ରୋ-ଲିଗ୍ ଗୋଆର ମିରାମାର ବିଚ୍…
୧୯ବର୍ଷରୁ କମ୍ ଓଡ଼ିଶା ମହିଳା କ୍ରିକେଟ ଦଳ ଘୋଷିତ
ଭୁବନେଶ୍ୱର,୨୪ା୯(ସ୍ପୋଟର୍ସ ବ୍ୟୁରୋ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶୁକ୍ରବାର ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ଦଳ: ତନ୍ମୟୀ ବେହେରା (ଅଧିନାୟିକା), ଆଲିପ୍ସା ବିଶ୍ୱାଳ (ଉପଅଧିନାୟିକା),ପୂଜାରାଣୀ ଦାସ,…
ରାଜ୍ୟ ଜୁନିୟର ହକି: ସୁନ୍ଦରଗଡ଼ ଚାମ୍ପିୟନ
ଭୁବନେଶ୍ୱର, ୨୪ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ଜୁନିୟର ହକିରେ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଶୁକ୍ରବାର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ଼ ୧-୦ ଗୋଲରେ ଦେବଗଡ଼କୁ ପରାସ୍ତ କରିଛି। ତୃତୀୟ ସ୍ଥାନ…
‘ଭାରତରେ ଭଲିବଲର ଭବିଷ୍ୟତ ଉଜ୍ଜ୍ୱଳ’
ଭୁବନେଶ୍ୱର,୨୪ା୯(କ୍ରୀଡ଼ା ପ୍ରତିନିଧି): ଭାରତରେ ଭଲିବଲର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍ ସଂଘ (ଏଫ୍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି…
ଟିକେଟ ବିକ୍ରି ଆରମ୍ଭ, ବାରବାଟୀରେ ଫାଇନାଲ
କଟକ ଅଫିସ, ୨୪ା୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ (ଏଲଏଲସି) ଟୁର୍ନାମେଣ୍ଟର ମ୍ୟାଚ୍ ନିମନ୍ତେ ଅଫଲାଇନ୍ରେ ଟିକେଟ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମ ପରିସର ବାହାରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯାଉଛି। ପ୍ରଥମ ଦିନରେ…
ଜୁନିୟର ହକି, ଏଚ୍ଆଇଏଲ୍ ଉପରେ ଫୋକସ
ଭୁବନେଶ୍ୱର, ୨୪ା୯: ନିଜ ହକି ଷ୍ଟିକ୍ ମାଧ୍ୟମରେ ଓଡ଼ିଶାକୁ ପୂର୍ବରୁ ଅନେକ ଥର ଗର୍ବିତ କରିଥିବା ଅଲିମ୍ପିଆନ ଦିଲୀପ ତିର୍କୀ ଏବେ କ୍ୟାରିୟରରେ ଏକ ନୂଆଫର୍ଦ୍ଦ ଯୋଡ଼ି ଗୌରବ ଆଣିଛନ୍ତି। ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ପଦ୍ମଶ୍ରୀ…
ରିଟେଲ ବ୍ୟବସାୟରେ ଓଲାମ୍ ଏଗ୍ରିର ପ୍ରବେଶ
ଭୁବନେଶ୍ୱର,୨୪ା୯: ଦେଶର ପ୍ରମୁଖ ଚାଉଳ ଉତ୍ପାଦନକାରୀ କମ୍ପାନୀ ଓଲାମ୍ ଏଗ୍ରି ପକ୍ଷରୁ ଓଡ଼ିଶା ବଜାରରେ ଦୀର୍ଘଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କମ୍ପାନୀ ଖୁଚୁରା ବଜାରରେ ମଧ୍ୟ ପ୍ରବେଶ କରଛି। ଏହାର ଦୀର୍ଘସ୍ଥାୟୀ ହିଭେନ୍ସ ହାର୍ଭେଷ୍ଟ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍କୁ…
ସିବିଓଆଇ ପକ୍ଷରୁ ଋଣ ଶିବିର
ଭୁବନେଶ୍ୱର,୨୪ା୯: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସିବିଓଆଇର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ…
Archives


