Home

ଗୁପ୍ତରେ ରୁଷିଆକୁ ସହାୟତା କରୁଛି ଆମେରିକା : ଇରାନ ଡ୍ରୋନ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ/ମସ୍କୋ,୫।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର କୌଣସି ସମାଧାନ ହୋଇପାରି ନାହିଁ। କ୍ଷେପଣାସ୍ତ୍ର ଆକ୍ରମଣରେ ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର…

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ବୁଡ଼ି ଯାଇଥିବା ନେଇ ପରିବାର ଓ…

୮ ବର୍ଷ ବାଳକ-ସାପ କାମୁଡ଼ା କାମୁଡ଼ି, ଶେଷରେ ସାପ ମଲା…

ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ ବାଳକ ଜଣକ ସାପକୁ ଦୁଇଥର କାମୁଡ଼ି ଦେଇଥିଲା। ଯେଉଁ କାରଣରୁ ଶେଷରେ ସାପର ମୃତ୍ୟୁ…

ପାକିସ୍ତାନକୁ ଫସାଇବା ଭଳି ଯଦି ଜିମ୍ବାଓ୍ବେ ବାଜି ମାରି ନିଏ, ମଉଳିଯାଇପାରେ ଭାରତର ସେମିଫାଇନାଲ ଆଶା…

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ସୁପର-୧୨ ଚରଣର ଅନ୍ତିମ ମୁକାବିଲା ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ଏବେ ଦଳ ଗ୍ରୁପ୍‌ର ଶୀର୍ଷରେ ରହିଥିବା ଯୋଗୁ ଯଦି ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍‌ ଜିତିଯାଏ ତେବେ ସିଧା ସେମିଫାଇନାଲକୁ ଯିବ। ରବିବାର ଅନୁଷ୍ଠିତ ହେବାକୁ…

ଦୁର୍ଘଟଣାରେ ୪ ମୃତ ଘଟଣା: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏତଲା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ୱହୀନତା, ଖାମଖିଆଲ ମନୋଭାବ ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଗତ…

ଆଞ୍ଚଳିକ ଦଳ ହେଉଛନ୍ତି ମ୍ୟାଚ୍‌ ଫିକ୍ସିଂ ପାର୍ଟି, ଭାଜପାର ମୁକାବିଲା କରିବ କଂଗ୍ରେସ…

ନୂଆଦିଲ୍ଲୀ,୫।୧୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳକୁ ମ୍ୟାଚ ଫିକ୍ସିଂ ଦଳ କହିଛନ୍ତି। କେବଳ କଂଗ୍ରେସ ଭାଜପାର ସହ ମୁକାବିଲା କରିବାକୁ ସକ୍ଷମ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍‌ସନ୍‌ ନୀତି ଉଚ୍ଛେଦ…

ଜାତୀୟ ସଙ୍ଗୀତ-ଜାତୀୟ ଗୀତ ଏକ ସମାନ, ଉଭୟଙ୍କର ସମ୍ମାନ ଜରୁରୀ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ’ ପାଇଁ ଏକ ନୀତି ଆପଣାଇବା ଆବେଦନ ଉପରେ କେନ୍ଦ୍ର ସରକାର ଶନିବାର ଜବାବ ଦେଇଛନ୍ତି। ସରକାର କହିଛନ୍ତି ଯେ ଜାତୀୟ ସଂଗୀତ…

ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଅଞ୍ଚଳରେ। ସୂଚନାଯୋଗ୍ୟ, ମାର୍କଣା ଷ୍ଟେଶନ ରୋଡ୍‌ ପାର୍ଶ୍ୱରେ ଘର କରି…

ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସେମିଫାଇନାଲରେ ପହଞ୍ଚିିଲା…

ସିଡନୀ,୫।୧୧ : ଶନିବାର ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୧୯.୪ ଓଭରରେ ୬ ଓ୍ବିକେଟ ହରାଇ ଧାର୍ଯ୍ୟ ୧୪୪ ରନ୍‌ର…

ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ

ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା…

ବିସିସିଆଇ-ଆର୍‌ସିବିର ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟଜଗତରେ ଯେଉଁ କେତେଜଣ କ୍ରିକେଟର ଲୋକପ୍ରିୟତା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଜଣେ। ତାଙ୍କୁ କିଏ କୁହେ ‘ରନ୍‌ ମେଶିନ’ ତ କିଏ କୁହେ ‘ଚେଜ୍‌ ମାଷ୍ଟର’। ଶନିବାର ସେ ନିଜର ୩୪ତମ ଜନ୍ମଦିନ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?