Home

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଜଗନ ମୋହନ-ଗୌତମ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରେ ଏକ ମାମଲା ଦାୟର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର କୋର୍ଟ ଦ୍ୱାରା ଏହି ତିନିଜଣଙ୍କୁ…

ଦୁର୍ଘଟଣାରେ ଚାଲିଗଲା ଏସ୍‌ଆଇଙ୍କ ଜୀବନ

ନୂଆପଡ଼ା ଅଫିସ,୧ା୯: ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…

ମଝି ଆକାଶରେ ଅଟୋ ପାଇଲଟ୍‌ ଖରାପ, ଅଧାବାଟରୁ ଫେରିଲା ସ୍ପାଇସ୍‌ଜେଟ୍‌…

ନୂଆଦିଲ୍ଲୀ, ୧।୯ : ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ପୁଣି ଥରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବାସ୍ତବରେ, ନୂଆଦିଲ୍ଲୀରୁ ନାସିକକୁ ଉଡ଼ାଣ କରୁଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟରେ ତ୍ରୁଟି ଯୋଗୁ ଅଧାବାଟରୁ ବିମାନଟି…

ଦାଉଦଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନ୍‌ଆଇଏ…

ନୂଆଦିଲ୍ଲୀ, ୧।୯ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ବିରୋଧରେ ଭାରତରେ କାର୍ଯ୍ୟ ତୀବ୍ର ହୋଇଛି। ପ୍ରକାଶ ଯେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍‌ଡ ଡନଙ୍କ…

କଂଗ୍ରେସକୁ ପୁଣି ଝଟ୍‌କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…

ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ ଏକ ବିବୃତ୍ତି ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦଳର…

ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍‌ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ

ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି…

୧୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର…

ନୂଆଦିଲ୍ଲୀ, ୧।୯ : ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ୯୧ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଗତ ପାଞ୍ଚ ମାସ…

ସଂକ୍ରମଣ ହାର ୨.୯୮ ପ୍ରତିଶତ…

ନୂଆଦିଲ୍ଲୀ, ୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ…

ପାକିସ୍ତାନ ପାଇଁ ଖେଳିବାକୁ ଚାହୁଁଥିଲେ ହଂକଂ ଅଧିନାୟକ

ଦୁବାଇ,୧।୯: ଏସିଆ କପ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ ସହିତ ହଂକଂ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ଯୋଗ୍ୟତା ମ୍ୟାଚରେ ସମସ୍ତ ଦଳକୁ ପରାସ୍ତ କରି ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳ ଏହି ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇଛି।…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୭ ଆକ୍ରାନ୍ତ

ଭୁବନେଶ୍ୱର,୧।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୭୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୧୮ ବର୍ଷ ମଧ୍ୟରେ ୨୮ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ…

ରାଜନୀତି ଏତେ ଖରାପ ବୋଲି ଆଗରୁ ଜାଣିଥିଲେ କେବେ ବି ଏଠାକୁ ଆସି ନ ଥାନ୍ତି: ମମତା ବାନାର୍ଜୀ…

କୋଲକାତା, ୧।୯ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡ଼ି) ଡକାଇଛି। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏଜେନ୍ସିଗୁଡ଼ିକର ଡାକରାକୁ ଖୋଲା ହିଂସା…

ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri