Home

ତିନି ଦିନିଆ ଗୁଜରାଟ ଗସ୍ତରେ ମୋଦି, ବିଧାନସଭା ନିର୍ବାଚନ ପୂର୍ବରୁ ଦେବେ ବିକାଶର ‘ବୁଷ୍ଟର ଡୋଜ’

ନୂଆଦିଲ୍ଲୀ,୯ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହାପରେ ସେ ୧୧ ଅକ୍ଟୋବରକୁ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ରବିବାର ସେ ତାଙ୍କ ଗସ୍ତ ମୋହସାଣାର ମୋଦେରାରୁ ଆରମ୍ଭ…

୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଭାଜପା ପରାଜିତ ହୋଇଥିଲା ସେସବୁ ଆସନ ଉପରେ ଦଳ ପକ୍ଷରୁ ସ୍ବତନ୍ତ୍ର ଯୋଜନା…

ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ, ଶତାବ୍ଦୀ ଟ୍ରେନକୁ ଯାତ୍ରୀ ହେଲେ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୮।୧୦ : ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ ହୋଇଛି। ଶନିବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚକା ଜାମ ହେବାରୁ ଏକ୍ସପ୍ରେସ୍‌କୁ ରୋକାଯାଇଥିଲା। ଯାତ୍ରୀଙ୍କୁ ଶତାବ୍ଦୀ ଟ୍ରେନକୁ ସ୍ଥାନାନ୍ତରଣ କରାଯାଇଛି। ଶତାବ୍ଦୀ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ଅଭିମୁଖେ…

ବନ୍ୟାରେ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ, ୩ କୋଟି ଲୋକ ପ୍ରଭାବିତ

ଇସଲାମାବାଦ,୮ା୧୦: ପାକିସ୍ତାନରେ ବନ୍ୟା ଯୋଗୁ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକେ ଏବେ କ୍ୟାମ୍ପରେ ରହୁଛନ୍ତି। ଏହା ଦ୍ୱାରା ରୋଗ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବନ୍ୟା ପରେ…

ଓଟିଇଟି ପାଇଁ ୧୦ରୁ ଆବେଦନ

କଟକ ଅଫିସ, ୮ା୧୦: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୧୦ରୁ ୧୯ ତାରିଖ ମଧ୍ୟରେ ପରିକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ସମସ୍ତ…

ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…

ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି…

ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ଜିଲାପାଳ

ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ…

ବଢୁଛି ବାତ୍ୟା ଆଶଙ୍କା: ୨୦ରେ ଲଘୁଚାପ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ ସୂଚନା ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏପରିକି ଏହା ସିଭିୟର ସାଇକ୍ଲୋନିକ…

ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିଗ୍‌ ବସ୍‌-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍‌ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍‌ଶୀଘ୍ର ଶେହନାଜ ବଲିଉଡ୍‌ରେ ଡେବ୍ୟୁ ବି କରିବାକୁ ଯାଉଛନ୍ତି। ଏଥର ଶେହନାଜ ନୁହନ୍ତି ବରଂ ତାଙ୍କ ପିତା…

୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି ଭାଜପା…

ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍‌ ସହ କାର୍‌ ଜବତ

କୁଆଁରମୁଣ୍ଡା,୮ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍‌ଖୁଲା ଚାଲୁଥିଲେ ମଧ୍ୟ ପୋଲିସ ସାଜିଛି। ନୀରବଦ୍ରଷ୍ଟା କାଁଭାଁ କେତେବେଳେ ଲୋକଦେଖାଣିଆ ଭାବେ ପୋଲିସ ଚଢ଼ାଉ…

ପାଓ୍ବାର ଖେଳିବା ଆରମ୍ଭ କଲେ ସଂଖ୍ୟାଲଘୁ କାର୍ଡ, କହିଲେ ବଲିଉଡ୍‌ରେ ମୁସଲମାନଙ୍କ ଯୋଗଦାନ ଅଧିକ…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଂଖ୍ୟାଲଘୁ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ସେ ବିଦର୍ଭରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri