ବଦଳିଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ
ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ ଦେବା…
ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ
ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍ପିସି)୧୫ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ଅର୍ଥ ଅଭାବରୁ ଅଦ୍ୟାବଧି ୧୪ଟିର ଟେଣ୍ଡର ହୋଇପାରିନାହିଁ। ସୁବର୍ଣ୍ଣରେଖାରେ…
ଦୁବାଇରେ ଚନ୍ଦ୍ର ରିସର୍ଟ
ଦୁବାଇ, ୧୨ା୯: ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍ଟ୍ରା-ଲକ୍ଜ୍ୟୁରିୟସ୍ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ ମୁନ୍…
କେନ୍ଦ୍ରୀୟ ସିଟ୍ ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବ ରାଉରକେଲା ଏନ୍ଆଇଟି :ଏନ୍ଆଇଟି, ଆଇଆଇଆଇଟିରେ ୟୁଜି ନାମଲେଖା
ନୂଆଦିଲ୍ଲୀ,୧୨।୯(ପି.ଟି.): ଚଳିତ ବର୍ଷ ଦେଶର ବିଭିନ୍ନ ଏନ୍ଆଇଟି, ଆଇଆଇଇଏସ୍ଟି, ଆଇଆଇଆଇଟି ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚରରେ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରାଉରକେଲାର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) କେନ୍ଦ୍ରୀୟ ସିଟ୍ ଆବଣ୍ଟନ ପ୍ରକ୍ରିୟାର ପରିଚାଳନା…
ପୋଲ ଆଗରେ ଜବରଦଖଲ, ଜଳ ନିଷ୍କାସନରେ ବାଧା
ବୋଲଗଡ଼,୧୨।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ବାଙ୍କୋଇ -ସାଗରଗୁଆ ପୂର୍ତ୍ତ ରାସ୍ତା ମଝିରେ ଥିବା ଏକ ପୋଲ ନିକଟରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ ଜାଗାରେ ଉକ୍ତ ବ୍ୟକ୍ତି ଗୋଟିଏ ଘର ନିର୍ମାଣ କରିବା ଯୋଗୁ ଗହୀର ଜଳ ନିଷ୍କାସନ…
ଟିକେଏମ୍ ପକ୍ଷରୁ ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା
ନୂଆଦିଲ୍ଲୀ,୧୨।୯: ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍) ପକ୍ଷରୁ ନ୍ୟୁ ଟୟୋଟା ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଘୋଷିତ ହେବାକୁ ଥିବା ଟୟୋଟାର ଅତ୍ୟାଧୁନିକ ଅଫରର ଶ୍ରେଷ୍ଠ ୪ଟି ଗ୍ରେଡର ପ୍ରତିଯୋଗିତାମୂଳକ ମୂଲ୍ୟ ୧୫,୧୧,୦୦୦ରୁ ୧୮,୯୯,୦୦୦ଟଙ୍କା ମଧ୍ୟରେ…
ଜେଇଇ ଆଡ୍ଭାନ୍ସରେ ଆକାଶ ବାଇଜୁସ୍ର ସଫଳତା
ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜେଇଇ ଆଡ୍ଭାନ୍ସଡ ଫଳାଫଳରେ ବଡ଼ ସଫଳତା ହାସଲ କରିଛି। ଉକ୍ତ ଯୋଗ୍ୟତା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଜେଇଇ ଆଡ୍ଭାନ୍ସଡ ପରୀକ୍ଷା ଦେଇଥିଲେ। ରବିବାର ନ୍ୟାଶନାଲ ଟେଷ୍ଟିଂ…
ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୧୨।୯(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଜେଇଇ ଆଡ୍ଭାନ୍ସଡ୍ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବା ସହ jeeadv.ac.in ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ କରାଯାଇଛି। ଆଇଆଇଟି ବମ୍ବେ ଜୋନ୍ର ଆର୍. କେ.…
ଦୁଲୀପ୍ ଟ୍ରଫି: ସେମିରେ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ
ଚେନ୍ନାଇ/ ପୁଡୁଚେରୀ, ୧୨ା୯ (ପିଟି) : ଦୁଲୀପ୍ ଟ୍ରଫିର ସେମି ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍। ଚେନ୍ନାଇରେ ପଶ୍ଚିମାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ପୁଡୁଚେରୀରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚ ଖେଳା ଯାଇଥିଲା। ଅଜିଙ୍କ୍ୟ…
ସଦସ୍ୟ ଅଭାବ: ଚାଲିପାରୁନି ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ
କଟକ ଅଫିସ ୧୨ା୯: ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ରାଜ୍ୟ ଅର୍ଥ ବିଭାଗ ଅଧୀନରେ ଥିବା ବିକ୍ରିକର ନ୍ୟାୟାଧିକରଣ(ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ) ଦୀର୍ଘ ଦିନ ହେବ ଅଚଳାବସ୍ଥାରେ ରହିଛି। ଫଳରେ ଏଥିରେ ବିଚାର ଅପେକ୍ଷାରେ ଥିବା ମାମଲା ସଂଖ୍ୟା ଦିନକୁ ଦିନ…
ସ୍ବିଟେକ୍ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ
ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍ ଜିତିଲେ ୟୁଏସ୍ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ପୂର୍ବରୁ ଦୁଇଥର ରୋଲାଣ୍ଡ ଗ୍ୟାରସ୍(ଫ୍ରେଞ୍ଚ ଓପନ) ଜିତି ସାରିଥିବା ସ୍ବିଟେକ୍ ଶନିବାର…
ଯୁଦ୍ଧଜାହାଜ ତାରାଗିରିର ଜଳାବତରଣ
ମୁମ୍ବାଇ,୧୨।୯ : ମାଜାଗାଁଓ ଡକ୍ ଶିପ୍ବିଲ୍ଡର୍ସ ଲିମିଟେଡ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୀଳଗିରି ଶ୍ରେଣୀର ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ରବିବାର ସକାଳେ ମୁମ୍ବାଇରେ ଜଳାବତରଣ କରିଛି। ପ୍ରୋଜେକ୍ଟ ୧୭ଏର ଏହା ତୃତୀୟ ଷ୍ଟିଲ୍ଥ ଯୁଦ୍ଧଜାହାଜ ଯେଉଁଥିରେ କ୍ଷେପଣାସ୍ତ୍ର ମୁତୟନ କରାଯିବ।…
Archives


