ଅନ୍ଧେରୀ ଇଷ୍ଟରୁ ନାମାଙ୍କନ ପ୍ରତ୍ୟାହାର କଲା ଭାଜପା
ମୁମ୍ବାଇ,୧୭।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ଶିବସେନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ସଫଳତା ହେବା ନେଇ ନଜର ଆସୁଛି। କାରଣ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା…
ଦେଶର ୫୦ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ,୧୭।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ନଭେମ୍ବର ୯ରେ ସେ ଶପଥ ଗ୍ରହଣ କରିବା ସହ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ଚନ୍ଦ୍ରଚୂଡ ଦେଶର…
ମଙ୍ଗଳବାର ସିବିଆଇ କୋର୍ଟରେ ହାଜର ହେବେ ଉପମୁଖ୍ୟମନ୍ତ୍ରୀ
ପାଟନା,୧୭।୧୦: ରେଲଓ୍ବେ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। ଉକ୍ତ ମାମଲାରେ ତେଜସ୍ବୀ ଏବେ ଜାମିନରେ ଅଛନ୍ତି। ତାଙ୍କ ଜାମିନ ଖାରଜ ଲାଗି କୋର୍ଟରେ…
ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ନିଲମ୍ବିତ
ନୂଆଦିଲ୍ଲୀ,୧୭।୧୦: ଏକ ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ତଥା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ନିଲମ୍ବନ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀ ସୂଚନା…
ଭାରତରେ ଓମିକ୍ରନ୍ର ନୂଆ ଭାରିଆଣ୍ଟ ଚିହ୍ନଟ: ବିଶେଷଜ୍ଞ ଦେଲେ ଚେତାବନୀ
ନୂଆଦିଲ୍ଲୀ,୧୭।୧୦: ଦେଶରେ କୋଭିଡ୍ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଭାରତରେ ଓମିକ୍ରନ୍ର ଆଉ ଏକ ନୂଆ ସବ୍ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦୀପାବଳି ବେଳକୁ…
କୋହଲି ଧରିଲେ ଏମିତି କ୍ୟାଚ୍, ଅଷ୍ଟ୍ରେଲିୟ ଖେଳାଳି ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ବ୍ରିସବେନ୍,୧୭।୧୦: ବ୍ରିସବେନ୍ର ଗାବାରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଭାରତ କେବଳ ଭଲ ବୋଲିଂ କରି ନ ଥିଲା, ବରଂ ଭଲ ଫିଲ୍ଡିଂ ସହ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପାଭିଲିୟନକୁ ପଠାଇଥିଲା। ବିଶେଷକରି…
ମା’ଙ୍କ ନାଁରେ ଏମିତି ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ୩ ବର୍ଷର ବାଳକ
ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ବୁରହାନପୁରରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ତିନି ବର୍ଷର ବାଳକ ତାଙ୍କ ମା’ଙ୍କ ନାଁରେ ଅଭିଯୋଗ ନେଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେ ପୋଲିସ ଆଗରେ ତାଙ୍କ ମା’ଙ୍କ ନକେ ଅଭିଯୋଗ ଆଣିଥିଲେ। କୁନି ବାଳକ ଜଣଙ୍କ…
ଗଙ୍ଗାରେ ବିସର୍ଜନ ହେଲା ମୁଲାୟମଙ୍କ ଅସ୍ଥି
ଲକ୍ଷ୍ନୌ,୧୭।୧୦: ସମାଜବାଦି ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅସ୍ଥି ଚାନ୍ଦି ଘାଟରେ ଅବସ୍ଥିତ ନୀଳଧରାରେ ବିସର୍ଜନ କରାଯାଇଛି। ରୀତିନୀତି ଅନୁସାରେ ତାଙ୍କ ପୁଅ ଅଖିଳେଶ ଯାଦବ ଅସ୍ଥିକୁ ଗଙ୍ଗାରେ ବୁଡ଼ାଇ ଦେଇଥିଲେ। ଅସ୍ଥି ବିସର୍ଜନ ପରେ ସେ ଗଙ୍ଗାରେ ବୁଡ଼…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଶେଷ: ୯୦ ପ୍ରତିଶତ ମତଦାନ
ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାର ପ୍ରକ୍ରିୟା ଶେଷ ହୋଇଛି। ପ୍ରାୟ ୯୦% ମତଦାନ ହୋଇଛି। ବର୍ତ୍ତମାନ ଭୋଟ ଗଣନା ଅକ୍ଟୋବର ୧୯ରେ ହେବ। ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ…
ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ। ‘ଓମ ଶାନ୍ତି ଓମ’ ସହିତ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିବା ଦୀପିକା ଅନେକ…
ମୋଦିଙ୍କୁ ଅପିଲ କଲେ ମମତା: ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନ ଲଢିବାକୁ ଦିଆଯାଉ ଅନୁମତି
କୋଲକତା,୧୭।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…
ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ନର୍ଦ୍ଦମା ପାଣି
ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍ବୃତ୍ତ ଡ୍ରେନ୍ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା…
Archives


