ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା
ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି। ପରବର୍ତ୍ତୀ ସମୟରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ…
ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ୱାଟ୍କୋ
ଯାଜପୁର ରୋଡ,୧୨ା୮(ଡି.ଏନ.ଏ.): ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ କରି ୱାଟକୋ ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ରାଜ୍ୟର ରାୟଗଡା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡା, ଗଜପତି ଓ ଝାରସୁଗୁଡା ଜିଲାରେ…
ପୁଣି ବିଷାକ୍ତ ମଦ ପିଇ ୫ ମୃତ
ପାଟନା,୧୨।୮:ଗୁଜରାଟ ପରେ ବିହାରରେ ମଧ୍ୟ ବିଷାକ୍ତ ମଦ ତାଣ୍ଡବ ଜାରି ରହିଛି। ସରନ ଜିଲାରେ ବିଷାକ୍ତ ମଦ ପିଇ ପୁଣି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ,…
ବର୍ଷାରେ ଧୋଇଲା ସଂଯୋଗୀ ରାସ୍ତା
ବାଲିଆପାଳ,୧୨।୮(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲିଆପାଳ ବ୍ଲକ ବୋଳଙ୍ଗ ପଞ୍ଚାୟତ ଦ୍ୱାରିକା ହାଟକୁ ଯିବା ମୁଖ୍ୟ ରାସ୍ତାର କେନାଲ ପୋଲ ପାଖ ରାସ୍ତା ଧୋଇଯାଇଛି। ଫଳରେ ଯାତାୟାତ ଠପ୍ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ବିଭିନ୍ନ ଗ୍ରାମରୁ ଲୋକମାନେ ଦ୍ୱାରିକା…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସ୍ଥିତି ଯାଞ୍ଚ ପାଇଁ ଏଏସ୍ଆଇର ପ୍ରଶାସନକୁ ଚିଠି
ପୁରୀ ଅଫିସ,୧୨।୯- ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଦୀର୍ଘଦିନରୁ ରହିଆସିଥିବା ଦ୍ୱନ୍ଦ୍ୱ ଦୂର ହେବା ନେଇ ରାସ୍ତା ଫିଟୁଛି। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇଥିବା ହେତୁ ଏହାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଗତ ୮ ତାରିଖରେ…
ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ
ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ ବନ୍ୟାଜଳ ଢେଉ ମାରୁଛି। ଯେଉଁଥିପାଇଁ ସମ୍ପୃକ୍ତ ପଞ୍ଚାୟତରେ କ୍ଷତିଗ୍ରସ୍ତ ଜମିର ଚାଷୀମାନେ ମୁଣ୍ଡରେ ହାତ…
ଦିଲ୍ଲୀ ପହଞ୍ଚିଲେ ତେଜସ୍ବୀ: ଲାଲୁ, ରାହୁଲଙ୍କୁ ଭେଟିବେ
ନୂଆଦିଲ୍ଲୀ,୧୨।୮: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ମହାମେଣ୍ଟ ସରକାର ଗଠନ ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ତାଙ୍କ ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବେ। ଏହି…
ଚିଙ୍ଗୁଡ଼ିଘେରି ସମ୍ପୂର୍ଣ୍ଣ ଉଚ୍ଛେଦ ଉପରେ ଗୁରୁତ୍ୱ
କଟକ ଅଫିସ,୧୨ା୮: ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଚିଙ୍ଗୁଡ଼ିଘେରି ଉଚ୍ଛେଦ ପ୍ରକ୍ରିୟାକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଥିବାବେଳେ ପୁନର୍ବାର ସେଠାରେ ଚିଙ୍ଗୁଡ଼ି ଘେରି ତିଆରି ହେଉଛି। ଏପରି କି କେତେକ…
ଅମିରଙ୍କ ବିଫଳତାରେ ଖୁସି ଭାଜପା ଏମ୍ପି
ନୂଆଦିଲ୍ଲୀ,୧୨।୮: ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ମୁକ୍ତିଲାଭ କରିଛନ୍ତି। କିଛି ଦିନ ହେବ ଫିଲ୍ମକୁ ବଏକଟ ନେଇ ସୋସିଆଲ ମିଡିଆରେ ଏକ ଅଭିଯାନ ଚାଲିଛି। ଏହି ମଧ୍ୟରେ ଫିଲ୍ମର ଓପନିଂ ଅତ୍ୟନ୍ତ ଖରାପ ରହିଛି। ଯେଉଁମାନେ…
କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୫୬୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ଆଜି ରାଜ୍ୟରୁ ୫୮୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୪୦ ଜଣ ଚିହ୍ନଟ ହୋଇଥିବା…
ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ
କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ ନୀଳକଣ୍ଠେଶ୍ୱର (ବିଲ ମହାଦେବ) ମନ୍ଦିର। ମନ୍ଦିର ପାଖକୁ ଲାଗି ୨୦୨୦ ମସିହାରେ ଗ୍ରାମୀଣ ପାର୍କ…
Archives


