ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ଜିଲାପାଳ
ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ…
ବଢୁଛି ବାତ୍ୟା ଆଶଙ୍କା: ୨୦ରେ ଲଘୁଚାପ
ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ ସୂଚନା ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏପରିକି ଏହା ସିଭିୟର ସାଇକ୍ଲୋନିକ…
ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ
ମୁମ୍ବାଇ: ବିଗ୍ ବସ୍-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍ଶୀଘ୍ର ଶେହନାଜ ବଲିଉଡ୍ରେ ଡେବ୍ୟୁ ବି କରିବାକୁ ଯାଉଛନ୍ତି। ଏଥର ଶେହନାଜ ନୁହନ୍ତି ବରଂ ତାଙ୍କ ପିତା…
୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…
ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି ଭାଜପା…
ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍ ସହ କାର୍ ଜବତ
କୁଆଁରମୁଣ୍ଡା,୮ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍ଖୁଲା ଚାଲୁଥିଲେ ମଧ୍ୟ ପୋଲିସ ସାଜିଛି। ନୀରବଦ୍ରଷ୍ଟା କାଁଭାଁ କେତେବେଳେ ଲୋକଦେଖାଣିଆ ଭାବେ ପୋଲିସ ଚଢ଼ାଉ…
ପାଓ୍ବାର ଖେଳିବା ଆରମ୍ଭ କଲେ ସଂଖ୍ୟାଲଘୁ କାର୍ଡ, କହିଲେ ବଲିଉଡ୍ରେ ମୁସଲମାନଙ୍କ ଯୋଗଦାନ ଅଧିକ…
ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଂଖ୍ୟାଲଘୁ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ସେ ବିଦର୍ଭରେ…
ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼
କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା ସୋଲାର ବାଡ଼ ପ୍ରତିଷ୍ଠା କରାଯାଇଛି। ଡିଏଫ୍ଓ ଏଚ୍.ଡି. ଧନରାଜ ଏହାର ଉଦଘାଟନ କରିଥିଲେ। ଏହି…
କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ମତେ ପଠାଇଛନ୍ତି ଭଗବାନ: କେଜରିଓ୍ବାଲ…
ବଡୋଦରା,୮।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ପାଲ ଗୁଜରାଟରେ ତାଙ୍କ ବିରୋଧରେ ଲଗାଯାଇଥିବା ହିନ୍ଦୁ ବିରୋଧୀ ପୋଷ୍ଟରର ଜବାବ ଦେଇଛନ୍ତି। ବଡୋଦରାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ,ମୋର ଜନ୍ମ କୃଷ୍ଣ ଜନ୍ମାଷ୍ଟମୀରେ ହୋଇଥିଲା। ମତେ କଂସ ବଂଶଜଙ୍କୁ ଧ୍ୱଂସ…
ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ
ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି ମନୋରଞ୍ଜନଜଗତକୁ ଛାଡ଼ିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ…
ଏନ୍ଏଚ୍ ୪୯ରେ ଅଣ୍ଡର ପାସ୍ ନିର୍ମାଣ ଦାବି
କେନ୍ଦୁଝର,୮ା୧୦(ସ୍ବ.ପ୍ର.): କୋଲକାତା-ମୁମ୍ବାଇ ଏନ୍ଏଚ୍ ୪୯ର ତୁରୁମୁଙ୍ଗା, ଖିରେଇଟାଙ୍ଗିରି ଓ ଚିଲିଦା ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକଦଳ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଭେଟି ଦାବିପତ୍ର…
ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍ ମଇଦାନକୁ ଓହ୍ଲାଇପାରିବେ; ଟିମ୍ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…
ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଭାରତୀୟ ଟିମ୍ର ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ୍ରେ ଏତେ ପ୍ରତିଭା ଅଛନ୍ତି…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୫,୦୩୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Archives


