Home

ଭାରତ-ଆମେରିକା ସୈନ୍ୟ ପ୍ରମୁଖଙ୍କ ମଧ୍ୟରେ ଫୋନରେ ଆଲୋଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୧୨ : ସୀମାରେ ଭାରତ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମାର୍କ ଏ ମାଇଲି ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଭାରତୀୟ ପ୍ରତିରକ୍ଷା ବାହିନୀର ମୁଖ୍ୟ ଜେନେରାଲ…

୧୨ ବର୍ଷ ପରେ ଟେଷ୍ଟରେ ପ୍ରଥମ ଉଇକେଟ୍‌ ନେଲେ ଏହି କ୍ରିକେଟର୍‌

ମୀରପୁର,୨୨।୧୨: ମୀରପୁରରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଟେଷ୍ଟରେ ଜୟଦେବ ଉନାଦକତ୍‌ ଟିମ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଛନ୍ତି। ସେ ଜାକିର ହାସନଙ୍କୁ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ପ୍ରଥମ ଉଇକେଟ ଥିଲା। ଏଠାରେ ବିଶେଷ କଥା ହେଉଛି ତାଙ୍କର ପ୍ରଥମ…

ମୋରବି ଝୁଲାପୋଲ ମାମଲା: ଯାଞ୍ଚ ଅଗ୍ରଗତି ରିପୋର୍ଟ ଲୋଡିଲେ ହାଇକୋର୍ଟ…

ଅହମଦାବାଦ,୨୨।୧୨ : ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ କ’ଣ କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଉ…

ଇଡ୍‌କଲ ଡିଏମ୍‌ ଗୟା ସାଁନ୍ତରା ଗିରଫ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍‌କଲ ଡେପୁଟି ମ୍ୟାନେଜର(ଡିଏମ୍‌) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୟାଘରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଜବତ ହୋଇଥିଲା। ତାଙ୍କ ଘରୁ ୧୦…

ରାଇଟ୍‌ ଟୁ ଫରଗଟନ: ପାରିବାରିକ ମାମଲାରେ ପରିଚୟ ହଟାଇବାକୁ ନିଦ୍ଦେଶ ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୨ : ଭୁଲିଯିବା ଅଧିକାର(ରାଇଟ୍‌ ଟୁ ଫରଗଟନ) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ କେରଳ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ପରିବାର ତଥା ବିବାହ ସମ୍ବନ୍ଧୀୟ ମାମଲା ସମ୍ବନ୍ଧରେ ମକଦ୍ଦମାକାରୀଙ୍କ ବ୍ୟକ୍ତିଗତ ସୂଚନା ମକଦ୍ଦମାକାରୀଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ୱେବସାଇଟରେ…

ଜମି ହଡପ ମାମଲାରେ ରବର୍ଟ ଭଦ୍ରଙ୍କ ବଢିଲା ଅଡୁଆ

ନୂଆଦିଲ୍ଲୀ,୨୨।୧୨: ଜମି ହଡପ ମାମଲାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ର ଏବଂ ତାଙ୍କ ମା’ ମୌରିନ ଭଦ୍ରଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ରବର୍ଟ ଭଦ୍ରଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟିର ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଖାରଜ…

ରିଲିଜ୍‌ ହେଲା ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’

ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ ’ମୁକ୍ତିଲାଭ କରିଛି। ଏହି ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ‘ପଠାନ’ର ପ୍ରଥମ ଗୀତ ‘ବେସରମ…

କରୋନାକୁ ନେଇ ଚିନ୍ତାରେ ଡବ୍ଲ୍ୟୁଏଚ୍‌ଓ: ଟିକାକରଣ ବୃଦ୍ଧି ନେଇ ଚାଇନାକୁ ନିବେଦନ

ଓ୍ବାଶିଂଟନ,୨୨ା୧୨: ଚାଇନାରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧନୋମ ଗେବ୍ରେୟେସସ୍‌ କହିଛନ୍ତି, ଚାଇନାରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ନେଇ ସେ…

ସଂସଦରେ କରୋନା ସଚେତନତା : ଧନକର-ବିର୍ଲା ମାସ୍କ ପିନ୍ଧି ପହଞ୍ଚିଲେ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ଭାଇରସର ଆତଙ୍କ ପରେ ଭାରତରେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଭିଡ଼ରେ ମାସ୍କ ପିନ୍ଧିବା ଏବଂ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର…

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୨୨।୧୨(ଡି.ଏନ୍‌.ଏ): ଗତ ଚାରି ଦିନ ହେବ ଶୀତରେ ଥରୁଛି ଜି ଉଦୟଗିରି ସହର। ଏଠାରେ ଗୁରୁବାର ଦିନ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି ବୋଲି ପାଣିପାଗ ତାପ ମାପକ ଯନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ସୋମବାର ଦିନଠାରୁ…

ପୀୟୂଷ ଗୋଏଲ ନିଜ ମନ୍ତବ୍ୟ ଫେରାଇ ନେଲେ, କାହାକୁ ଆଘାତ ଦେବାକୁ ଚାହିଁ ନଥିଲି ବୋଲି କହିଲେ…

ନୂଆଦିଲ୍ଲୀ,୨୨।୧୨ : ବିହାର ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ସଂସଦରେ କହିଛନ୍ତି ଯେ ବିହାର କିମ୍ବା ବିହାର ଲୋକଙ୍କୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ। ଯଦି କାହାର ଭାବନା ଏହା ଦ୍ୱାରା…

ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧାଙ୍କ ହତ୍ୟା ଅଭିଯୁକ୍ତ ଆଫତାବ, ଜାମିନ ଆବେଦନ ନେଲେ ଫେରାଇ…

ନୂଆଦିଲ୍ଲୀ,୨୨।୧୨ : ଶ୍ରଦ୍ଧା ଓ୍ବାରକ ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?