ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ
ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅମ୍ବାଖାଲିଆ ଘାଟିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ…
ଧୋନୀଙ୍କ ଭଳି ବ୍ୟାଟିଂ କରିବା ଶିଖିଗଲେଣି ଏହି କ୍ରିକେଟର; ରାଇନା କହିଲେ ବିଶ୍ୱକପ୍ରେ ଚମକିବେ
ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ, ହେଲେ ଏବେ ଭାରତୀୟ ଟିମ୍ର ଜଣେ ଖେଳାଳି ଧୋନୀଙ୍କ ଭଳି ଖେଳିବା ଶିଖି ଗଲେଣି। ଏହି ଖେଳାଳିଜଣଙ୍କ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ…
ଏହା କ’ଣ ମୋଦି ସରକାରଙ୍କ ଆଛେ ଦିନ୍, ପାକିସ୍ତାନ ବି ଭାରତଠାରୁ ଆଗରେ, ଆରଜେଡ଼ିର କଟାକ୍ଷ…
ପାଟନା,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ…
ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କଲେ ଏଡିଇଓ
ବରଗଡ଼ ଅଫିସ,୧୫ା୧୦: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏଡିଇଓ) ଜ୍ୟୋତିକାନ୍ତ ସାହୁ ଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ସ୍ଥାନୀୟ କାଉନସିଲର ସାରଳା ବଗର୍ତ୍ତି, ପ୍ରଧାନଶିକ୍ଷୟିତ୍ରୀ ରେଣୁଦାସ…
‘ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’
ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା। ଏହା ଦଳ ଲାଗି ବଡ଼ ଝଟ୍କା ବୋଲି କୁହାଯାଇଥିଲା। ଏବେ ତାଙ୍କ ସ୍ଥାନରେ ପେସର…
ମୋଦି ସରକାରଙ୍କ ଶାସନ କାଳରେ ୨୦୧୪ଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ପଛୁଆ: ଚିଦାମ୍ବରମ…
ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ଏହି ରିପୋର୍ଟକୁ ସୂଚାଇ କଂଗ୍ରେସ ଏମ୍ପି ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି…
ଅଟୋ ଉପରେ ମିନି ଗାର୍ଡେନ, ଯାତ୍ରୀଙ୍କୁ ମିଳୁଛି ଏସି ସୁବିଧା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦେଖାଦେଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅକ୍ଟୋବରରେ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଅନ୍ୟପକ୍ଷରେ ରାଜଧାନୀ ଦିଲୀରେ ବର୍ଷା ହେବା ପରେ ପାଗ ବଦଳିଛି। ଶୀତଦିନ ଆରମ୍ଭ ହେବା ଉପରେ। କିନ୍ତୁ…
ଦୀପାବଳିରେ ରିଲିଜ ହେବ ‘ଟାଇଗର ୩’
ବମ୍ବେ: ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ସଲମାନ୍ ଖାଁ। ଅଭିନେତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜକୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ଏବେ ସଲମାନ ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ସଲମାନଙ୍କ ଏହି…
ବିଶ୍ୱ କ୍ଷୁଧା ସୂଚକାଙ୍କରେ ପାକିସ୍ତାନ-ନେପାଳ-ଶ୍ରୀଲଙ୍କା-ବାଂଲାଦେଶଠାରୁ ପଛରେ ପଡ଼ିଲା ଭାରତ, ୧୦୭ ସ୍ଥାନରେ…
ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ଏହି…
ଗୋଟିଏ ଦିନରେ ଦାୟିତ୍ୱ ଗ୍ରହଣ କଲେ ୩ ଅଧିକାରୀ
ଗଞ୍ଜାମ,୧୫ା୧୦(ଡି.ଏନ୍.ଏ.): ଗଞ୍ଜାମରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଥିଲା। ଗୋଟିଏ ଦିନରେ ୩ ପ୍ରମୁଖ ଅଧିକାରୀ ତଥା ବ୍ଲକ କାର୍ଯ୍ୟାଳୟ ନୂତନ ବିଡିଓ ଭାବେ ଜସ୍ମିନ ପ୍ରଧାନ, ନୂତନ ଏନ୍ଏସି ଇଓ ଭାବେ ଅବିନାଶ ମିଶ୍ର…
ଅପ୍ରାସଙ୍ଗିକ ଆଇନ-ଭୁଲ ପରମ୍ପରାକୁ ହଟାଇବା ଜରୁରୀ…
ନୂଆଦିଲ୍ଲୀ,୧୫।୧୦ : ଆଇନମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସମ୍ବୋଧିତ କରିଛନ୍ତି। ପ୍ରଧାନନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ସମାଜ ପାଇଁ ଏକ ଦୃଢ଼ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ସେ ଆଇନ ମନ୍ତ୍ରୀ ତଥା ସଚିବମାନଙ୍କୁ କହିଛନ୍ତି…
ଚାଇନାକୁ ରାଜନାଥଙ୍କ ଚେତାବନୀ…
ନୂଆଦିଲ୍ଲୀ,୧୫।୧୦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଅନ୍ତର୍ଜାତୀୟ ସାମୁଦ୍ରିକ କ୍ଷେତ୍ରରେ ଚାଇନାର ବୃଦ୍ଧି ପାଉଥିବା ଅନୈତିକ କାର୍ଯ୍ୟ ନେଇ ଏକ ପରୋକ୍ଷ ଚେତାବନୀ ଦେଇଛନ୍ତି। ଏସୀୟ କୋଷ୍ଟଗାର୍ଡ ଏଜେନ୍ସିଗୁଡିକର ଏକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ…
Archives


