Home

ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେ ବୁଧବାର ରାଷ୍ଟ୍ରପତି ଆଇଜାକ୍‌ ହେର୍‌ଜୋଗ୍‌ଙ୍କ ସହ ସରକାର ଗଠନ ନେଇ…

ଯୋଡ଼ିହେଲା ଯୁବତୀଙ୍କ କଟାହାତ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ପ୍ଲାଷ୍ଟିକ ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସକୁ ମିଳିଛି ଆଉ ଏକ ସଫଳତା। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ୧୦ ଘଣ୍ଟାର ଅପରେଶନ ପରେ ଜଣେ ଯୁବତୀଙ୍କ ସମ୍ପୂର୍ଣ୍ଣ କଟା ହାତକୁ ଯୋଡିବାରେ ସକ୍ଷମ ହୋଇଛନ୍ତି। ଡିସେମ୍ବର ୯ ତାରିଖ ଅପରାହ୍ନ…

ବିକିନି କିଲରଙ୍କୁ ମୁକ୍ତ କରିବାକୁ ମନାକଲା ଜେଲ

କାଠମାଣ୍ଡୁ,୨୨ା୧୨:ବିକିନି କିଲର ଭାବେ ପରିଚିତ ସିରିଏଲ୍‌ କିଲର ଚାର୍ଲସ ଶୋଭରାଜଙ୍କୁ ମୁକ୍ତ କରିଦେବା ଲାଗି ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଛାଡ଼ିବା ଲାଗି ଜେଲ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅସ୍ପଷ୍ଟ। କେଉଁ ମାମଲାରେ ତାଙ୍କୁ ମୁକ୍ତ କରାଯିବ,…

କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ ଲାଗୁ କରି ସେମାନଙ୍କୁ ନିର୍ଯାତିତ କରିବାରେ ଲାଗିଛନ୍ତି। ଗତ ମଙ୍ଗଳବାର ଆଫଗାନ୍‌ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ…

ଗୋପବନ୍ଧୁ ମିଶ୍ରଙ୍କୁ ସଂସ୍କୃତ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ପ୍ରଫେସର ଗୋପବନ୍ଧୁ ମିଶ୍ର କଥାକାର ମନୋଜ ଦାସଙ୍କ ଉପନ୍ୟାସ ‘ଅମୃତ ଫଳ’ର ସଂସ୍କୃତ ଅନୁବାଦ ‘ଅମୃତ ଫଳମ୍‌’ ପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ନୟାଗଡ଼ ଜିଲାର ବିରୁଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ଗୋପବନ୍ଧୁ ବର୍ତ୍ତମାନ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ। ବିଶ୍ବକପ୍‌ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ଗୁରୁବାର ଲୋକସେବା ଭବନର କନ୍‌ଭେନଶନ ସେଣ୍ଟରଠାରେ…

ଜୈବବିବିଧତାର ସ୍ବଦେଶୀ ରକ୍ଷକ: ନାଜାଲ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୩ା୧୨:ବିଶ୍ୱରେ କୋଭିଡ୍‌ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ନାଜାଲ ଭାକ୍ସିନ୍‌କୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକଶନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଟିକା ଭଲ…

ଡ୍ରେସ୍‌ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ଗୋଲାପୀ

ସାଧାରଣତଃ ପ୍ରତ୍ୟେକ ଝିଅ ବାର୍ବି ଡଲ୍‌କୁ ବହୁତ ପସନ୍ଦ କରନ୍ତି। ଏପରିକି ସେମାନେ ବାର୍ବି ଡଲ୍‌ ପରି ହେବାକୁ ସ୍ବପ୍ନ ବି ଦେଖିଥାନ୍ତି। କିନ୍ତୁ ବୟୟ ବଢ଼ିବା ସହିତ ସେମାନଙ୍କର ଖାଦ୍ୟ, ପୋଷାକ ଏବଂ ରୁଚି ବଦଳି ଯାଇଥାଏ। କିନ୍ତୁ ଆଜି…

ଓ୍ବାର୍ଡର ପରୀକ୍ଷାରେ ପ୍ରବଳ ବିଶୃଙ୍ଖଳା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ):ରାଜ୍ୟର ୪୦୩ ଜେଲ ଓ୍ବାର୍ଡର ପଦବୀ ଲାଗି ଗୁରୁବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ହେଲେ ପରୀକ୍ଷା ଆରମ୍ଭ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ପରୀକ୍ଷାର୍ଥୀଙ୍କୁ ସକାଳ ୮ଟା ସମୟରେ ରିପୋର୍ଟିଂ…

ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ):କିଛି ମାସ ବିରାମ ପରେ ପୁଣି କୋଭିଡ୍‌-୧୯ ସଂକ୍ରମଣ ଭୟ ଘାରିଲାଣି। ଓମିକ୍ରନର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଯୋଗୁ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ଚିହ୍ନଟ ହେଲେଣି। ଆଗାମୀ ଦିନରେ ଯେପରି ଏହି…

ଚାଇନା ଅର୍ଥନୀତିକୁ ବଞ୍ଚାଇବାକୁ ଅଧିକାରୀଙ୍କ ନୂଆ ଆଦେଶ, କାମକୁ ଫେରିବେ ସଂକ୍ରମିତ

ବେଜିଂ,୨୩ ।୧୨: ଚାଇନାରେ କରୋନା ବିସ୍ଫୋରଣ ଉଗ୍ର ରୂପ ଧାରଣ କଲାଣି । ହେଲେ ଚାଇନା କମ୍ୟୁନିଷ୍ଟ ପ୍ରଶାସନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି ।…

ଦାଦନ ଖଟିବାକୁ ଗଲେ ନଗଡ଼ାବାସୀ

ଯାଜପୁର ଅଫିସ/କାଳିଆପାଣି, ୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା କାହାକୁ ଅଛପା ନାହିଁ। ୨୦୧୬ ଜୁଲାଇରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?