Home

ଭାରତ ଯୋଡୋ ଯାତ୍ରାରେ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ଯୋଗୁ ୪ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି…

ବେଲାରି,୧୬।୧୦ : କର୍ନାଟକର ବେଲାରିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଦଯାତ୍ରାରେ ଚାରିଜଣ କଂଗ୍ରେସ କର୍ମୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ…

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି।…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୪…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।…

ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା ନିଜେ ନିଷ୍ପତ୍ତି ନିଏ। ଆମେରିକାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ…

୪ ଖାଦ୍ୟ ପ୍ଲେଟ୍‌ ମଧ୍ୟରୁ କିଏ ଅସଲି କିଏ ନକଲି, ଚିହ୍ନିଲେ ଦେଖି…

ଅନେକ ଲୋକ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। କିନ୍ତୁ ସମସ୍ତେ ଭଲ ଚିତ୍ର ଆଙ୍କିବାରେ ସକ୍ଷମ ହୋଇପାରନ୍ତି ନାହିଁ। ପେଣ୍ଟିଂ ହେଉଛି ଏପରି ଏକ କଳା ଯେଉଁଥିରେ ବୟସ, ଲିଙ୍ଗ, ରଙ୍ଗ କିଛି କାମ କରେ ନାହିଁ। ଜଣେ ଛୋଟ ପିଲା…

ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଭିଷେକକୁ ରୋକିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦(ପି.ଟି.): ଉତ୍ତରାଖଣ୍ଡ ଜ୍ୟୋତିପୀଠର ନୂଆ ଶଙ୍କରାଚାର୍ଯ୍ୟ ଭାବେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ଅଭିଷେକକୁ ସୁପ୍ରିମକୋର୍ଟ ବନ୍ଦ ରଖିଛନ୍ତି। ନୂଆ ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ନିଯୁକ୍ତି ପ୍ରତି ଆନୁଷ୍ଠାନିକ ସମର୍ଥନ ନ ଥିବା ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଏକ ସତ୍ୟପାଠ ଜରିଆରେ…

ସୀମାରେ ଅଟକିଛି ଶତାଧିକ କୋଇଲା ଟ୍ରକ୍‌

ଝାରସୁଗୁଡ଼ା ଅଫିସ/ସୁନ୍ଦରଗଡ଼/ହେମଗିର,୧୬ା୧୦(ଡି.ଏନ୍‌.ଏ.): କୋଇଲା ପରିବହନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର କୋଇଲା ଟ୍ରକ୍‌ଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାୟଗଡ଼ର ଟ୍ରେଲର ଆସୋସିଏଶନ ତରଫରୁ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ…

କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଭାପୁର,୧୬ା୧୦(ଡି.ଏନ.ଏ.): ସେପ୍ଟେମ୍ବର ଓ ଅକ୍ଟୋବରରେ ହେଉଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଫଳରେ ନୟାଗଡ଼ ଜିଲାର ଭାପୁର ବ୍ଲକ୍‌ର ପନିପରିବା ଚାଷ ପ୍ରଭାବିତ ହୋଇଛି। ଚାଷୀଙ୍କ ଉତ୍ପାଦନ କମିଛି । ଜିଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ…

ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…

ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ ହଂକାୀଂ ଅରାଜକତାକୁ ଶାସନରେ ପରିଣତ କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଆୟୋଜିତ ଏହି…

ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ପୁଟାପାଲି କୁସଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକଅପ୍‌(ଓଡ଼ି ୧୫ ଇ ୪୨୬୩)ଗାଡ଼ି ଏକ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌(ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ସାରେ ଧକ୍କା ଦେଇଥିଲା।…

ଚାଇନାରେ ସିସିପି ବୈଠକ ଆରମ୍ଭ, ତୃତୀୟ ଥର କ୍ଷମତା ଦଖଲ ପାଇଁ ଜିନପିଙ୍ଗଙ୍କ ପ୍ରସ୍ତୁତି…

ବେଜିଂ,୧୬।୧୦ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ୨୦ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି। ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୨ରେ ଶେଷ ହେବ। ବିଶେଷ କଥା ହେଉଛି ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ…

ଦୈନିକ ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୧୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri