ମାର୍ଶଲ ଲ’ ମୁହାଁ ପାକିସ୍ତାନ…
ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଶର ସମସ୍ୟାକୁ ବଢ଼ାଇ ଦେଇଛି। ଏକ ରିପୋର୍ଟରେ ଆଗାମୀ ଦିନରେ ପାକିସ୍ତାନରେ ମାର୍ଶଲ ଲ’(ସାମରିକ…
ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…
ପ୍ୟାରିସ୍/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି…
ଅନନ୍ୟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି
‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଖୁବ କମ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନନ୍ୟା ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ପିତା ଚଙ୍କି…
ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
କର୍ଲାମୁଣ୍ଡା,୩୦ା୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଗୁଡ଼ିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରର ତାଲା…
ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ୨ଟି ମ୍ୟାଚ ଖେଳି ଉଭୟ ମ୍ୟାଚ୍ ଜିତିଛି। ବର୍ତ୍ତମାନ ଦଳ ପରବର୍ତ୍ତୀ ମ୍ୟାଚ ଆଜି ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ ବହୁତ…
ଲକ୍ଷେ ଥର ରାମ ରାମ ଲେଖି ଯୁବତୀ ଆଙ୍କିଲେ ରାମ, ଲକ୍ଷ୍ମଣ, ସୀତାଙ୍କ ଚିତ୍ର, ଭିଡିଓ ଦେଖିଲେ…
ଆପଣ ନିଶ୍ଚିତ ପ୍ରକାରର କଳା ଏବଂ ଭକ୍ତି ଦେଖିଥିବେ। କିନ୍ତୁ ଏମିତି ଜଣେ ଯୁବତୀ ଯିଏ କି ଭଗବାନ ରାମଙ୍କୁ ଭକ୍ତି କରି ପ୍ରଭୁଙ୍କ ନାମକୁ ଲକ୍ଷେ ଥର ଲେଖି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…
ମୁଁ ଥିଲେ ଇସ୍ତଫା ଦେଇଥାନ୍ତି : ଶିନ୍ଦେ ସରକାରଙ୍କୁ ଆଦିତ୍ୟ ଠାକରେଙ୍କ ସମାଲୋଚନା…
ମୁମ୍ବାଇ,୩୦।୧୦ : ଟାଟା-ଏୟାରବସ ପ୍ରକଳ୍ପ ହରାଇବା ମହାରାଷ୍ଟ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିରୋଧୀ ଦଳ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଉଦ୍ଧବ ଠାକରେଙ୍କ ଦଳର ନେତା ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ…
ସୌର ଶକ୍ତି-ମହାକାଶ କ୍ଷେତ୍ରର ସଫଳତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ,୩୦।୧୦ : ମନ କି ବାତ୍ର ୯୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ସେ ଛଠ୍ ମହୋତ୍ସବରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ପର୍ବ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଏ। କିଷାନ…
ମା’ କ୍ଷୀରରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଅଳଙ୍କାର, ବିଦେଶରୁ ଆସୁଛି ଅର୍ଡର
ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖିଥାନ୍ତି। ଏଗୁଡ଼ିକ ବହୁତ ମୂଲ୍ୟବାନ। ଏପରିକି ପିଲାମାନଙ୍କର ଖେଳନା, ପୋଷାକ ଆଦି ସ୍ମୃତି କରି ରଖିଥାନ୍ତି। ଏହା ପରେ ଡିଜିଟାଲ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋ ଫ୍ରେମ ତିଆରି…
ପୁଟିନ୍ କ୍ଷମତାଚ୍ୟୁତ ହେବା ଆଶଙ୍କା…
ନୂଆଦିଲ୍ଲୀ,୩୦।୧୦ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ ପାଇଁ ଦେଶରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନର ପ୍ରତିରକ୍ଷା ଗୁପ୍ତଚର ମୁଖ୍ୟ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ…
ରୋମାଞ୍ଚକର ମ୍ୟାଚ୍ରେ ବାଂଲାଦେଶ ୩ ରନ୍ରେ ଜିତିଲା…
ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପରେ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚ୍ରେ ରୋମାଞ୍ଚକର ଭାବେ ବାଂଲାଦେଶ ୩ ରନ୍ରେ ଜିତିଛି। ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ବାଂଲାଦେଶ ୧୫୦ ରନ୍ ସ୍କୋର କରିଥିଲା।…
ରୁଷିଆ ନୌସେନା ବେସରେ ୟୁକ୍ରେନ୍ର ଆକ୍ରମଣ…
ମସ୍କୋ/କ୍ୱିଭ୍,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର…
Archives


