Home

ପୁଣି ବିମାନରେ ମହିଳାଙ୍କୁ ଦୁର୍ବ୍ୟବହାର: ପୂର୍ବରୁ ଶରୀରରେ ଏବେ କମ୍ବଳ ଉପରେ ପରିସ୍ରା

ନୂଆଦିଲ୍ଲୀ ୫।୧: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନରେ ବୟସ୍କ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାର ୧୦ ଦିନ ପରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ନଭେମ୍ବର ୨୬ରେ ଘଟିଥିବା ସମାନ ଘଟଣା ଡିସେମ୍ବର…

ରାମ ମନ୍ଦିର ଖୋଲିବା ନେଇ ତାରିଖ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୫।୧: ଅଯୋଧ୍ୟା ରାମମନ୍ଦିର ୨୦୨୪ ଜାନୁୟାରୀ ୧ରେ ଉଦ୍‌ଘାଟନ ହେବ। ତ୍ରିପୁରାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଏନେଇ ଘୋଷଣା କରିଛନ୍ତି। ରାମ ମନ୍ଦିର ନିର୍ମାଣରେ କଂଗ୍ରେସ ବାଧା ସୃଷ୍ଟି କରିଆସୁଥିଲା। ସୁପ୍ରିମକୋର୍ଟଙ୍କ ରାୟ…

ଦୋକାନରୁ ଚୋରି ପରେ ଡାନ୍ସ କଲେ ଯୁବକ: ଭିଡିଓ ଭାଇରାଲ

ଭୋପାଳ,୫।୧: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଚୋରିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ନଗଦ ଟଙ୍କା ଓ ଜିନିଷ ଚୋରି କରିଥିଲେ। ଏହାପରେ ସେଠାରେ ସେ ଡାନ୍ସ କରିଥିବା ଦେଖିବାକୁ ମିଳିଛି।…

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫।୧: ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ଶିଳ୍ପ ଆଣିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଲଗାତର ଭାବେ ଉଦ୍ୟୋଗପତିଙ୍କୁ ଭେଟୁଛନ୍ତି। ଗୁରୁବାର ଯୋଗୀ ଆଦିତ୍ୟନାଥ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ତଥା ଏମ୍‌ଡି…

କାଞ୍ଝାଓ୍ବାଲା ମାମଲା: ୪ଦିନିଆ ରିମାଣ୍ଡରେ ୫ଅଭିଯୁକ୍ତ

ନୂଆଦିଲ୍ଲୀ,୫।୧: ଦିଲ୍ଲୀ କାଞ୍ଝାଓ୍ବାଲାରେ ହିଟ୍‌ ଆଣ୍ଡ ରନ୍‌ ମାମଲା ଏବେ ଚର୍ଚ୍ଚାରେ ରହିଛି। ଏହି ମାମଲାରେ ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁବାର ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ…

ଶୁକ୍ରବାର ଦିଲ୍ଲୀରେ ଏମ୍‌ସିଡି ମେୟର ନିର୍ବାଚନ: ବ୍ୟବହାର ହେବ ୩ରଙ୍ଗର ବାଲାଟ ପେପର

ନୂଆଦିଲ୍ଲୀ,୫।୧: ଦିଲ୍ଲୀରେ ଏମ୍‌ସିଡି ନିର୍ବାଚନ ପରେ ବର୍ତ୍ତମାନ ମେୟର ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଜାନୁଆରୀ ୬ ଅର୍ଥାତ୍‌ ଶୁକ୍ରବାର ଦିଲ୍ଲୀ ଏମ୍‌ସିଡିର ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟିର…

ବାଦ୍‌ ପଡ଼ିଲେ ସଞ୍ଜୁ, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୫।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜକୁ ନେଇ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ସଞ୍ଜୁ…

ଭାରତ ‘ବିଶ୍ୱ ହକି କପ୍‌ ଜିତିଲେ ଖେଳାଳିଙ୍କୁ କୋଟିଏ ଲେଖାଏଁ ପୁରସ୍କାର’

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ହକି ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା କରିଛନ୍ତି…

ଅରୁଣ ଗୋଭିଲଙ୍କୁ ଭେଟି କାନ୍ଦିବାକୁ ଲାଗିଲେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ବମ୍ବେ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ। ଏହାର ଛାପ ଏବେ ବି ଦର୍ଶକଙ୍କ ହୃଦୟରେ ରହିଛି। ଅନେକ ତାଙ୍କର ପୂଜା କରିବା ସହ ପାଦ ଛୁଉଁଥିବା ଦେଖାଯାଇଛି। ଏହି କ୍ରମରେ ଅରୁଣଙ୍କୁ…

‘ଆମେ ରୁଷିଆର ୮୦୦ ସୈନିକଙ୍କୁ ମାରିଛୁ’

କିଭ୍‌,୫ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଏହି ସମୟରେ ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ସେମାନେ ୮୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡୋନେଟସ୍କ…

ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

ନୀଳଗିରି,୫ା୧(ସ୍ବ.ପ୍ର.): ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଗୁରୁବାର ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ନୀଳଗିରି – କପ୍ତିପଦା ରାସ୍ତା…

ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?