ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ
ମୁମ୍ବାଇ,୧୯।୧: ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଘଟିଛି। ଏକ ଟ୍ରକ ଏବଂ…
ସ୍କଟଲାଣ୍ଡରେ ଜଳ ଯୋଗାଣ ବନ୍ଦ, ଶୌଚାଳୟ ପାଇଁ ବର୍ଷା ଜଳ-ଖାଇବା ପାଇଁ କାଗଜର ବ୍ୟବହାର…
ଏଡନବର୍ଗ,୧୯।୧ : ସମ୍ପ୍ରତି ସ୍କଟଲାଣ୍ଡର ଆରିଜୋନା ଅଞ୍ଚଳରେ ମରୁଡ଼ି ପରିସ୍ଥିତିରେ ରହିଛି। ଲୋକମାନେ ଜଳ ସଂରକ୍ଷଣ ପାଇଁ ନୂତନ ପରୀକ୍ଷଣ କରୁଛନ୍ତି। ଏହି ସମୟରେ, ଏଠାରେ ଥିବା ସ୍କଟସଡେଲ, ରିଓ ଭର୍ଡେରୁ ଜଳ ଯୋଗାଣ ବନ୍ଦ କରି ଦେଇଛି ଏବଂ ଜାନୁଆରୀ…
ବ୍ରିଟିଶ ଚ୍ୟାନେଲରେ ଗୁଜୁରାଟ ଦଙ୍ଗାର ପ୍ରଚାର ପ୍ରସାରକୁ ବ୍ରିଟିଶ ସାଂସଦଙ୍କ ନିନ୍ଦା :ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅପମାନ…
ଲଣ୍ଡନ,୧୯।୧ : ଗୁଜୁରାଟ ଦଙ୍ଗା ଉପରେ ବ୍ରିଟିଶ ଚ୍ୟାନେଲର ପ୍ରଚାର ପ୍ରସାର ଉପରେ ବ୍ରିଟିଶ ସାଂସଦ କ୍ରୋଧିତ ହୋଇ କହିଛନ୍ତି ଯେ ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅପମାନ। ବ୍ରିଟେନର ହାଉସ ଅଫ ଲର୍ଡସର ସଦସ୍ୟ ଲର୍ଡ ରାମି ରେଞ୍ଜର ତାଙ୍କ…
ଗମନାଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ ସିଆଇଏମ୍
ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍ ପକ୍ଷରୁ ନିକଟରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ରିସର୍ଚ୍ଚ ପାର୍କରେ ସେଣ୍ଟର ଫର୍ ଇନୋଭେସନ୍ ଇନ୍ ମୋବିଲିଟି (ସିଆଇଏମ୍) ସ୍ଥାପନ କରାଯାଇଛି।…
‘ଉତ୍କୃଷ୍ଟ ବିନିଯୋଗ ବିକଳ୍ପକୁ ଗୁରୁତ୍ୱାରୋପ’
ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ ସଂସ୍ଥା ଆଦିତ୍ୟ ବିର୍ଲା ସନ୍ ଲାଇଫ ମ୍ୟୁଚୁଆଲ ଫଣ୍ଡ୍ର ବିବିଧ ସମ୍ପତ୍ତି ଆବଣ୍ଟନ ପାଣ୍ଠିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ସନ୍ ଲାଇଫ୍…
ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍ ‘ନେମୋ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିନ୍ଦ୍ରାର ତିନିଚକିଆ ଯାନର ଡ୍ରାଇଭର (ଚାଳକ) ମାନଙ୍କ ପାଇଁ…
‘ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱାରୋପ’
ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଶିଳ୍ପ ସଂଘ ଦ ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ଏକ ଦିନିକିଆ ଏଚ୍ଆର୍ (ମାନବ ସମ୍ବଳ) ଲିଡରଶିପ୍ କନ୍କ୍ଲେଭ୍ ଆଣ୍ଡ ଆୱାର୍ଡ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ବୁଧବାର ସ୍ଥାନୀୟ…
‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’
ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି ସୃଷ୍ଟି ହୋଇଛି। ବହୁତ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଭୁବନେଶ୍ୱର କୁହନ୍ତୁ କିମ୍ବା ରାଉରକେଲା ସହରର…
ପୁଲ୍ ‘ସି’ର ଭାଗ୍ୟ ନିର୍ଦ୍ଧାରଣ ଆଜି
ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଗ୍ରୁପ୍ ମ୍ୟାଚ ଗୁଡ଼ିକର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଛି। ଗୁରୁବାର ପୁଲ୍ ସି’ ଓ ‘ଡି’ର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମ୍ୟାଚ ଗୁଡ଼ିକପରେ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ…
ଅନେକଗୁଡ଼ିଏ ଚିନ୍ତା ବିପଜ୍ଜନକ ହୋଇପାରେ: ରିଡ୍
ଚଳିତି ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତ ଏହାର ଅନ୍ତିମ ଗ୍ରୁପ୍ ମ୍ୟାଚରେ ଓ୍ବେଲ୍ସ ବିପକ୍ଷରେ ବୃହତ୍ ବିଜୟ ହାସଲ କରିବା ଆବଶ୍ୟକ ହେଉଛି। ଦୁଇଟି ଦଳର ପଏଣ୍ଟ ସମାନ ହେଲେ ଗୋଲ ବ୍ୟବଧାନ…
ଓ୍ବେଲ୍ସ ବିପକ୍ଷରେ ବୃହତ୍ ବିଜୟ ଲକ୍ଷ୍ୟରେ ଭାରତ
ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍ରେ ଗୁରୁବାର ୪ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟରୁ ପୁଲ୍ ‘ଡି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଓ୍ବେଲ୍ସକୁ ଭେଟିବ ଭାରତ। ରାତି ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ।…
ଲେଜର ଚିହ୍ନିବ ଏଲିଅନ୍
ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର ଲାଇଟ୍ ଉଦ୍ଭାବନ କରିଛି। ଏହି ଲେଜର ଏଲିଅନ୍ମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ…
Archives


