ବସ୍ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩୯ ଆହତ
କୋଲକାତା,୩୧।୧: ପଶ୍ଚିମବଙ୍ଗର ମାଲଦା ଜିଏାର ପାଣ୍ଡୁଆ ଅଞ୍ଚଳରେ ଏନ୍ଏଚ୍ ୩୪ରେ ଏକ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଆହତ ହୋଇଥିବା କୁହାଯାଉଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ…
ମୋଦି ସରକାରଙ୍କୁ ରାହୁଲ ଧନ୍ୟବାଦ୍ ଦେବା ଉଚିତ୍:ଭାଜପା
ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାର ଶେଷ ସମାବେଶରେ ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍ କରିବା ସହ ତାଙ୍କୁ…
କୋଭିଡ୍ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି: ଡବ୍ଲ୍ୟୁଏଚ୍ଓ
ଜେନେଭା,୩୦।୧: କୋଭିଡ୍-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ପକ୍ଷରୁ ଏହା କୁହାଯାଇଛି। ଲଗାତର ତିନିବର୍ଷ ଧରି ବିଶ୍ୱବାସୀ ମାହାମାରୀ…
ସ୍ବାମୀଙ୍କୁ ଏସିଡ୍ ମାଡ଼ କଲେ ସ୍ତ୍ରୀ
କାନପୁର, ୩୦।୧: ଉତ୍ତର ପ୍ରଦେଶ କାନପୁରରେ ପୁନମ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ଡବ୍ବୁଙ୍କ ଉପରକୁ ଏସିଡ୍ ମାଡ଼ କରି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୁନମ ଘରକୁ ବିଳମ୍ବରେ ଆସିବାରୁ ଦୁହିଁଙ୍କ ମଧ୍ୟରେ ଶନିବାର ଝଗଡ଼ା ହୋଇଥିଲା।…
ବଦଳିଲା ଦିଲ୍ଲୀ ମୋଗଲ ଗାର୍ଡେନର ନାମ
ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଭବନ ପରେ ବର୍ତ୍ତମାନ ଦିଲ୍ଲୀ ୟୁନିଭର୍ସିଟିର ଉତ୍ତର କ୍ୟାମ୍ପସ ସ୍ଥିତ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ର ମୋଗଲ ଗାର୍ଡେନର ନାମକୁ ପରିବର୍ତ୍ତନ କରାଯାଇ ‘ଗୌତମ ବୁଦ୍ଧ ସେଣ୍ଟେନାରୀ’ ଗାର୍ଡେନ କରାଯାଇଛି। ନାମ ବଦଳାଇବା…
ବିଏସ୍ପିକୁ ବଡ଼ ଝଟ୍କା: ଜମ୍ମୁ-କଶ୍ମୀରର ମହାସଚିବ ଏନ୍ସିରେ ସାମିଲ
ଶ୍ରୀନଗର,୩୦।୧: ଜମ୍ମୁ-କଶ୍ମୀରରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ଏକ ବଡ଼ ଝଟ୍କା ଲାଗିଛି। ବିଏସ୍ପିର ଜମ୍ମୁ-କଶ୍ମୀରର ସାଧାରଣ ସମ୍ପାଦକ ରବିନ୍ଦର ସିଂ ଦଳ ଛାଡି ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)ରେ ସାମିଲ ହୋଇଛନ୍ତି। ସୋମବାର ରବିନ୍ଦର ସିଂ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…
‘ପଠାନ୍’ ସଫଳତା ପରେ ସାମ୍ନାକୁ ଆସିଲା ଶାହରୁଖଙ୍କ ପ୍ରଥମ ପ୍ରତିକ୍ରିୟା
ମୁମ୍ବାଇ, ୩୦।୧: ବଲିଉଡ୍ ଶାହାରୁଖ ଖାନ୍ଙ୍କ ହାଇ ବଜେଟ୍ ଅଭିନୀତ ଫିଲ୍ମ ତଥା ହିନ୍ଦୀ ଫିଲ୍ମ ‘ପଠାନ୍’ର ଦିନକୁ ଦିନ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ପଠାନ୍ ରିଲିଜ୍ ପରେ ପ୍ରଥମ ଥର ଶାହରୁଖ ସାମ୍ନାକୁ ଆସିବା ସହ ନିଜର ପ୍ରତିକ୍ରିୟା…
ରାମଚରିତମାନସର ପୃଷ୍ଠା ଜଳାଇବା ମାମଲାରେ ୫ଅଭିଯୁକ୍ତ ଗିରଫ
ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ପୋଲିସ ରାମଚରିତମାନସର ପୃଷ୍ଠା ଚିରି ପୋଡ଼ି ଦେବା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପିଜି ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟେନ୍ଦ୍ର କୁଶୱା, ଯଶପାଲ ସିଂ, ଦେବେନ୍ଦ୍ର ପ୍ରତାପ ଯାଦବ, ସୁରେଶ…
ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍-ଡି’ର ଅଭାବ: ବଡୋଦରାରେ ସର୍ବାଧିକ
ନୂଆଦିଲ୍ଲୀ,୩୦।୧: ଭିଟାମିନ୍-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ…
ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ
ଇସ୍ଲାମାବାଦ୍,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍ ମସ୍ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି।…
ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ
ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଗାନ୍ଧୀନଗର ଆଡିଶନ୍ ଜିଲା ଏବଂ ସେସନ୍ କୋର୍ଟ ଆଶାରାମଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ମଙ୍ଗଳବାର ଆଶାରାମଙ୍କ ଦଣ୍ଡ…
ଚିହ୍ନିଲେ ଦେଖି ମା’ଙ୍କ କୋଳରେ ବସିଥିବା ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ କିଏ
ମୁମ୍ବାଇ: ପ୍ରଶଂସକମାନେ ବଲିଉଡ୍ ଷ୍ଟାର୍ଙ୍କ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥାନ୍ତି। ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିିଛି। ଷ୍ଟାରମାନେ ପ୍ରାୟତଃ ପ୍ରଶଂସକଙ୍କ ସହିତ ସେମାନଙ୍କର ଫଟୋ ଶେୟାର କରୁଥିବା…
Archives


