ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା
କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି। ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା…
ହୃଦ୍ଘାତରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ୭୮ ବର୍ଷୀୟ ଅଭିନେତା ଚଲପଥି ରାଓଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କ ମୃତ ଘଟିଥିବା ଜଣାପଡିଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଲପଥି ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ରାଓ…
ଅଦରକାରୀ ସାମଗ୍ରୀରେ ତିଆରି ରୁଦ୍ରବୀଣା
କଳାକାର ସିଏ ଯେ, ନିର୍ଜୀବ ଭିତରେ ବି ଜୀବନ ଭରିପାରେ। ଅଦରକାରୀ ଜିନିଷକୁ ସୁନ୍ଦର କଳାକୃତିରେ ରୂପାନ୍ତର କରିପାରେ। ଏଭଳି କଳାକାର ଭାରତରେ ବି କିଛି କମ୍ ନାହାନ୍ତି। ନିକଟରେ ମଧ୍ୟପ୍ରଦେଶ, ଭୋପାଳରେ ରହୁଥିବା କେତେଜଣ କାରିଗର ସ୍କ୍ରାପ ବା ଅଦରକାରୀ…
କିମ୍ଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ପୁଟିନ…
ମସ୍କୋ,୨୫।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର କିଣୁଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଜାପାନ ଏଭଳି ଅଭିଯୋଗ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷିଆ ଦ୍ୱାରା ଉତ୍ତର କୋରିଆ…
ଲାପ୍ଟପ୍ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି
ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବିମାନବନ୍ଦର ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଜେଟ୍ ବ୍ଲ୍ୟୁ ଫ୍ଲାଇଟ୍-୬୬୨ର କର୍ମଚାରୀମାନେ ଶନିବାର…
ଚାଇନାରୁ ଫେରିଥିବା ଯୁବକ କରୋନା ଚିହ୍ନଟ: ଘରେ ପହଞ୍ଚିଲେ ସ୍ବାସ୍ଥ୍ୟ ବିଭାଗ ଟିମ
ଆଗ୍ରା,୨୫।୧୨: ଆଗ୍ରାରେ ଚାଇନାରୁ ଫେରିଥିବା ଜଣେ ଯୁବକ କରୋନା ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ସେ ଚାଇନାରୁ ଫେରିଥିଲେ। ଏକ ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଇଥିଲା। କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ ଯୁବକଙ୍କ…
କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…
ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା ସରକାରଙ୍କ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ କମ୍ପାନୀର ଟିକା ଆମଦାନୀ କରିବାକୁ ଚିନ୍ତା କରୁଥିବା ଅସ୍ପଷ୍ଟ…
ଗୁରୁ କରିବ ଜାଣି!
ବହୁ ପୁରାକାଳରୁ ଲୋକମୁଖରେ ପ୍ରଚଳିତ ହୋଇଆସୁଥିବା ରୂଢ଼ି ‘ପଇସା ନେବ ଗଣି, ପାଣି ପିଇବ ଛାଣି’କୁ ଉଚ୍ଚାରଣ କରିସାରିବା ପରେ ସେଦିନ ପ୍ରବଚନ ଦେଉଥିବା ପ୍ରବକ୍ତା ମହାରାଜ ଏହା ସହିତ ଆଉ ଏକ ପଦ ‘ଗୁରୁ କରିବ ଜାଣି’ ଯୋଡ଼ି ଶ୍ରୋତାବୃନ୍ଦଙ୍କୁ…
ଖ୍ରୀଷ୍ଟମାସ ଡେଷ୍ଟିନେଶନ
* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍ଭରା ନାଇଟ୍ ଲାଇଫ୍ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି ଏକ ସ୍ଥାନ; ଯେଉଁଠାରେ ଖ୍ରୀଷ୍ଟମାସକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏଠାରେ…
ନେପାଳରେ ରାଜନୈତିକ ସଙ୍କଟ, ଶାସକ ମେଣ୍ଟ ବୈଠକ ବିଫଳ…
କାଠମାଣ୍ଡୁ,୨୫।୧୨ : ନେପାଳରେ ଶାସକ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଶେଷ ହୋଇଛି। ଏଥିରେ ନୂତନ ସରକାର ଗଠନ ସମ୍ପର୍କରେ ଏକମତ ହେବାକୁ ଥିବା ମିଳିତ ଦଳ ସରକାରଙ୍କ ଚାରିଟି ଦଳ ଏକ ଚୁକ୍ତି କରିବାକୁ ଯାଉଥିଲେ, କିନ୍ତୁ ବୈଠକ ବିଫଳ…
କ୍ରିସ୍ମାସ୍ ଟ୍ରି ହେୟାରଷ୍ଟାଇଲ୍
କେଶକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇବାକୁ ସବୁ ନାରୀ ଭଲ ପାଆନ୍ତି। କାରଣ ଚେହେରାକୁ ସୁନ୍ଦର ଓ ଆକର୍ଷକ କରିବାରେ କେଶସଜ୍ଜା ବା ହେୟାର ଷ୍ଟାଇଲ୍ର ଥାଏ ପ୍ରମୁଖ ଭୂମିକା। କେବେ ଏହା ଟ୍ରାଡିଶନାଲ ଲୁକ୍ ଦିଏ ତ କେବେ ମଡର୍ନ…
ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ ଅଛନ୍ତି।…
Archives


